Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

 ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ସକାଳୁ ଅତିକ୍ରମ କରୁଛି;ପାରାଦୀପ ଠାରୁ ୧୧୦ କିଲୋମିଟର୍ ଦୂର ବଙ୍ଗୋପସାଗର...

0
ଭୁବନେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ରର ସୁଚନା ଅନୁଯାୟୀ  ବର୍ତ୍ତମାନସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ସୀମା ଅତିକ୍ରମ କରିବାକୁ ଆଉ 5 ରୁ 6ଘଣ୍ଟା ଲାଗିପାରେ ବୋଲି ପୂର୍ବାନୁମାନ କରାଯାଇଛି ।...

ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ

0
କଟକ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନରେ ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ନୂତନ ବିଚାରପତି ଭାବେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ ଶପଥ ଗ୍ରହଣ କରିଛନ୍ତି। ଗୃହ ସଚିବ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ନିଯୁକ୍ତି...

ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଯାଜପୁର ଏସପିଙ୍କ ଜରିଆରେ ଦାବି ପତ୍ର

0
ଯାଜପୁର୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦ୍ରାପଡାର ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁକୁ କେନ୍ଦ୍ରାପଡା ସାଂସଦ ଅନୁଭବ ମାହନ୍ତିଙ୍କ ଦୁର୍ବବବହାର ପ୍ରତିବାଦ ତଥା ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ...

ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ

0
ଯାଜପୁର୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରଇ ଥାନା ଅନ୍ତର୍ଗତ ଜହ୍ନା ବେଣାପୁର ଗୋଲେଇ ଛକ-ଯାଜପୁର ରୋଡ ରାସ୍ତାରେ ଦୁର୍ଘଟଣା ଘଟି ପୁଣି ଆଜି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ...

ଉତ୍ତର ପଶ୍ଚିମ ଇରାନରେ ଭୂକମ୍ପରେ ୫ ଜଣଙ୍କ ମୃତ୍ୟୁ ୩୦୦ ଆହତ

0
ତେହେରାନ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଳମ୍ବିତ ରାତ୍ରୀରେ ଉତ୍ତର ପଶ୍ଚିମ ଇରାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏଥିରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ଜଣ ଆହତ ହୋଇଥିବା ଜଣାପଡିଛି। ରିକ୍ଟର...

ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପରିବାର ଠାରୁ ଏସିପିଜି ସୁରକ୍ଷା ପ୍ରତ୍ୟାହାର ହେବ

0
ନୂଆଦିଲ୍ଳୀ ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଦିଆଗଲା । ୧୯୯୨ରୁ ଗାନ୍ଧି ପରିବାର ପାଖରେ ଏସପିଜି ସୁରକ୍ଷା ରହିଛି...

ଶେଷରେ ଇସ୍ତଫା ଦେଲେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ

0
ମୁମ୍ବାଇ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା କାଲି ନଭେମ୍ବର-୯ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି ଦୁଇ ମେଣ୍ଟ ସହଯୋଗୀ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ସମାଧାନ ନ...

ଅପାରଗ ଜିଲ୍ଲାରେ ବିଦ୍ୟୁତ୍ ଲକ୍ଷେ ଟଙ୍କା ; ବୁଲ୍ ବୁଲ୍‌’ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ...

0
ଯାଜପୁର୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର ନେସ୍କୋ ବିଦ୍ୟୁତ୍ ବିଭାଗ ସାମ୍ଭବ୍ୟ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ କୁ ନେଇ ବିଦ୍ୟୁତ୍ ଉପଭୋକ୍ତା...

ପାରାଦୀପ ଠାରୁ ୩୫୦ କିମି ଦୂରରେ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍ ‘ କେନ୍ଦ୍ରୀଭୁତ...

0
ଭୁବନେଶ୍ୱର୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଭୁବନେଶ୍ୱର ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପାରାଦୀପ ଠାରୁ ୩୫୦ କିମି ଦୂରରେ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍ ‘...

ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ବିଭୁପ୍ରସାଦ ରାଉତରାୟଙ୍କୁ ମିଳିଲା ନିଯୁକ୍ତି

0
କଟକା୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଅପରାହ୍ନରେ ବିଭୁପ୍ରସାଦ ରାଉତରାୟ ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାଭେରୀ ତାଙ୍କୁ ଶପଥପାଠ...

ସମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍’ ପ୍ରଭାବରୁ ଉପକୂଳ ଜିଲ୍ଲାରେ ଆରମ୍ଭ ହେଲା ବର୍ଷା

0
ଭୁବନେଶ୍ୱର୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ବାତ୍ୟା ‘ବୁଲ୍ ବୁଲ୍‌’ପ୍ରଭାବରେ କୋହଲା ପାଗ ସହିତ ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ବର୍ଷା ଆରମ୍ଭ ହେବା ଦେଖିବାକୁ ମିଳିଛି। ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ବର୍ତ୍ତମାନ ଏହା...

ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରକୁ ନିମ୍ନମାନର ଖାଦ୍ୟ ଯୋଗ।ଣକୁ କୈଫତ ତଲବ

0
ଯାଜପୁର୮।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଥିବା ୭୨,୫୮୭ଅଙ୍ଗନବାଡି କେନ୍ଦ୍ରର  ୩୪,୬୫୧ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ନିଜର କିଛି ଭିତ୍ତିଭୂମି ନାଥିବା ସରକାରଙ୍‌ଙ୍କ ପକ୍ଷରୁ ସୁଚନା ମିଳିଛି ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ହୋଇଥିବା ଅନୀୟମିତତା...

ସାମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍‌ ପାଇଁ ସମସ୍ତ ସରକାରୀ ଅଧିକାରୀ ଛୁଟିରେ ନଯିବାକୁ ଜିଲ୍ଲା...

0
ଯାଜପୁର ୭।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍‌ କୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ୯ ଏବଂ ୧୦ ତାରିଖ ଛୁଟିରେ...

ମହାରାଷ୍ଟ୍ରରେ ଜାରି ହେବ ରାଷ୍ଟ୍ରପତି ଶାସନ! ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା-ବିଜେପି ନିଜ ଜିଦରେ...

0
ମହାରାଷ୍ଟ୍ର; ୭,୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ମହାରାଷ୍ଟ୍ରରେ ଆସନ୍ତା କାଲି ତଥା ୮ ତାରିଖ ସୁଧା ଯଦି ଶିବସେନା- ବିଜେପି ମଧ୍ୟରେ ସରକାର ଗଠନ କରିବାକୁ ବିଦ୍ଧିବଧ ପ୍ରସ୍ତାବ ନଆସେ ତେବେ ସମ୍ବିଧାନିକ ବିଧି...

ବାତ୍ୟା ‘ବୁଲ୍ ବୁଲ୍‌’ ମୁକାବିଲା ପାଇଁ ୯ଟି ଜିଲାକୁ ୨ଟି ଲେଖାଏଁ ଓଡ୍ରାଫ ଟିମ...

0
ଭୁବନେଶ୍ୱର ୭। ୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାତ୍ୟା ‘ବୁଲ୍ ବୁଲ୍‌’ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଜାଗ ହେବା ସୂଚନା ମିଳିଛି। ବାତ୍ୟା ତାର ଗତି ପଥ ପରିବର୍ତ୍ତନ କରି ବାଂଲାଦେଶ...

ଯୁବକ ଉପରକୁ ଜଣେ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ; ଆହତ ମେଡିକାଲରେ ଭର୍ତ୍ତି

0
ସମ୍ବଲପୁର୭ - ୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଖନ୍ଦାଢିପ ଛକ ଏକପାନ ଦୋକାନରେ ବସିଥିବା ଜଣେ ଯୁବକ ଉପରକୁ ଜଣେ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଭଳି...

ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ଯାଜପୁର୭।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପିଲା ମାନଙ୍କ ପ୍ରତିଭାର ମହକରେ ପୁଲକିତ ହେଉ ଆମ ସମାଜ ବୋଲି ଆହ୍ୱାନ ଦେଇଚ୍ଥନ୍ତି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର...

ବାତ୍ୟା ‘ବୁଇ୍‌ବୁଲ୍‌’ ପାଇଁ ଦୁଇଟିଁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ସରକାର

0
ଭୁବନେଶ୍ୱର୭।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମ୍ଭବ୍ୟ ବାତ୍ୟାକୁ ଆଖିଆଗରେ ରଖି ରାଜ୍ୟସରକାର ଦୁଇଟି ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଦୁଇ ଦିନ ପାଇଁ ଛୁଟି ରହିବ ବୋଲି ଦୁଇ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ...

ଆଜମେର-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍‌ରେଲାଗିଲା ନିଆଁ

0
ଅନୁଗୁଳ୭।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଭାରତୀୟ ରେଲୱରେ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ  କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ରେଲୱ ଭବନ ପକ୍ଷରୁ ଯାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ସୁଚନା ଦିଆଯାଉଥିବା ବେଳେ ଯାତ୍ରୀମାନଙ୍କ ଯାତ୍ରା...

ସାମୁଦ୍ରିକ ବତାସ ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଗତିକରୁଥିବା ଏସ୍‌ଆର୍‌ସି ଙ୍କ ସୂଚନା

0
ଭୁବନେଶ୍ୱର୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମୁଦ୍ରିକ ବତାସ ‘ବୁଲ୍‌ବୁଲ୍‌’ ସମ୍ପ୍ରତି ପାରାଦୀପ ଠାରୁ ୭୩୦ କିଲୋମିଟର ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାକୁ ୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ...