Home ଓଡ଼ିଶା ସାମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍‌ ପାଇଁ ସମସ୍ତ ସରକାରୀ ଅଧିକାରୀ ଛୁଟିରେ ନଯିବାକୁ ଜିଲ୍ଲା ପ୍ରଶାସନର...

ସାମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍‌ ପାଇଁ ସମସ୍ତ ସରକାରୀ ଅଧିକାରୀ ଛୁଟିରେ ନଯିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

352

ଯାଜପୁର ୭।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍‌ କୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ୯ ଏବଂ ୧୦ ତାରିଖ ଛୁଟିରେ ନଜିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳଙ୍କ ବିନା ପରାମର୍ଶରେ କୈାଣସି ଅଧିକାରୀ ହେର୍ଡକ୍ୱାଟର ନଛାଡିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ସମ୍ଭବ୍ୟ ବାତ୍ୟା ବୁଲ୍ ବୁଲ୍‌ ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଏକ ଭିଡିଓ କନଫରେଂନ୍ସିରେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲାର ଥିବା ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳକରେ ଲୋକମାନେ ରହିବା ଉପଯୋଗୀ ବ୍ୟବସ୍ଥା କରିବାକୁ ସତର୍କ  କରାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.