Home ଓଡ଼ିଶା ବାତ୍ୟା ‘ବୁଇ୍‌ବୁଲ୍‌’ ପାଇଁ ଦୁଇଟିଁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ସରକାର

ବାତ୍ୟା ‘ବୁଇ୍‌ବୁଲ୍‌’ ପାଇଁ ଦୁଇଟିଁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ସରକାର

887

ଭୁବନେଶ୍ୱର୭।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମ୍ଭବ୍ୟ ବାତ୍ୟାକୁ ଆଖିଆଗରେ ରଖି ରାଜ୍ୟସରକାର ଦୁଇଟି ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଦୁଇ ଦିନ ପାଇଁ ଛୁଟି ରହିବ ବୋଲି ଦୁଇ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ୮,୯ ତାରିଖରୁ ଏହି ଦୁଇ ଦିନ ସମସ୍ତ ସ୍କୁଲ ଛୁଟି ରହିବାକୁ ରାଜ୍ୟସରକାର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.