Home ଆନ୍ତର୍ଜାତୀୟ ଉତ୍ତର ପଶ୍ଚିମ ଇରାନରେ ଭୂକମ୍ପରେ ୫ ଜଣଙ୍କ ମୃତ୍ୟୁ ୩୦୦ ଆହତ

ଉତ୍ତର ପଶ୍ଚିମ ଇରାନରେ ଭୂକମ୍ପରେ ୫ ଜଣଙ୍କ ମୃତ୍ୟୁ ୩୦୦ ଆହତ

136

ତେହେରାନ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଳମ୍ବିତ ରାତ୍ରୀରେ ଉତ୍ତର ପଶ୍ଚିମ ଇରାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏଥିରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ଜଣ ଆହତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହା ତୀବତ୍ରା ୫.୯ ରେକର୍ଡ କରାଯାଇଥିବା ସୁଚନା ମିଳିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.