Home Authors Posts by Abhay Das

Abhay Das

470 POSTS 0 COMMENTS

ନିର୍ଭୟା ଯୋଜନାରେ ସବୁ ଥାନାକୁ ମିଳିଲା ହୀରୋ ସ୍କୁଟି

0
ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ବଢି ଚାଲିଥିବା ନାରୀ ନିର୍ଯାତନା ରୋକିବାକୁ କେନ୍ଦ୍ର ସରକାରଙ୍କ ନିର୍ଭୟା ଯୋଜନାରେ ପୁଲିସ ପେଟ୍ରୋଲିଂ ପାଇଁ ଦେଶର ସମସ୍ତ ଥାନାକୁ ସ୍କୁଟି ଗାଡ଼ି ପ୍ରଦାନ କରାଯାଇଥିବା...

‘ବାଲେଶ୍ୱର ଆଲୋଏଜ’କାର୍ଯ୍ୟକ୍ଷମ-ବକେୟା ଦରମା ଦାବି : ଶ୍ରମିକ-କର୍ମଚାରୀ ମିଳିତ ମଞ୍ଚର ଗଣଧାରଣା

0
ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ଅନ୍ୟତମ ବୃହତ ଓ ପୁରାତନ ଶିଳ୍ପାନୁଷ୍ଠାନ ‘ବାଲେଶ୍ୱର ଆଲୋଏଜ’ର ଅଚଳାବସ୍ଥାକୁ ନେଇ ‘ବାଲେଶ୍ୱର ଆଲୋଏଜ କଣ୍ଟ୍ରାକ୍ଟର-ଶ୍ରମିକ ଓ ଷ୍ଟାଫ୍ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ...

ଉଠା ଦେକାନୀଙ୍କ ବିୟୋଗରେ ଶୋକସଭା

0
ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ଦିବଂଗତ ଉଠାଦେକାନୀ କମଳ ଲୋଚନ ବେହେରାଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ପଥ ବିକ୍ରେତା ସଂଘ ପକ୍ଷରୁ ସିନେମାଛକଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନର କର୍ମକର୍ତ୍ତା ମହିନୀ ମୋହନ...

ବାଲେଶ୍ୱର ପୁଲିସକୁ ବଡ଼ ସଫଳତା : .ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଜୟୀ ସମେତ ୮...

0
ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଓ ଉପକଣ୍ଠ ଅଞ୍ଚଳରେ ଗତ କିଛିଦିନ ଧରି ଚୋରି ଛିନ୍‌ତାଇ ସହ ଆତଙ୍କ ସୃଷ୍ଟି କରିଥିବା ଦୁର୍ବୃତ୍ତଙ୍କୁ ଧରିବାରେ ସହଦେବଖୁଣ୍ଟା ପୁଲିସ ବେଶ୍ ସଫଳତା...

୯ ମାସ ପରେ ଜିଲ୍ଲାରେ ଖୋଲିଲା ୫୧୨ ହାଇସ୍କୁଲର ଦଶମ ଶ୍ରେଣୀ କରୋନା ପ୍ରତିହତ...

0
ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ପ୍ରକୋପ ଯୋଗୁଁ ଦୀର୍ଘ ୯ମାସର ବନ୍ଦ ରହିଥିବା ସ୍କୁଲ ଆଜି ଖୋଲିଛି। ସମଗ୍ର ଓଡ଼ିଶାର ଦଶମରୁ ତଦୁର୍ଦ୍ଧ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ କଲେଜକୁ ଆସିଛନ୍ତି। ଏହି...

ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକ – ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଷ୍ପତି

0
ବାଲେଶ୍ୱର, ୭ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ପଂଚମ ଜିଲ୍ଲା ପରିଷଦର ଏକାଦଶ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ଏଥିରେ ସଭାପତିତ୍ୱ...

ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ

0
ବାଲେଶ୍ୱର, ୭ା୧ (ଓଡ଼ିଆ ପୁଅ/ଅଭୟ ଦାସ) : କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରକୁ ରାସ୍ତା ନେବା ଆଳରେ ପ୍ରଶାସନ ପକ୍ଷରୁ ଇସମନଗର ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କ ଗୃହକୁ ଭାଙ୍ଗିଦେଇଥିବା...

ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

0
ବାଲେଶ୍ୱର, ୭ା୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ କୃଷ ଓ ଶ୍ରମ ଆଇନକୁ ବିରୋଧ କରି ଶ୍ରମିତକ ସଂଗଠନ ସିଆଇଟିୟୁ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏହି...

ବୃଦ୍ଧାଶ୍ରମ ଅନ୍ତୋବସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

0
ବାଲେଶ୍ୱର, ୫।୧(ଓଡ଼ିଆ ପୁଅ/ଅଭୟ ଦାସ): ସହଦେବଖୁଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାନ୍ଦମାରୀ ପଡ଼ିଆସ୍ଥିତ ‘ଅମୃତଧାରା ବୃଦ୍ଧାଶ୍ରମ’ର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରିଛନ୍ତି। ଡା. ଲମ୍ବୋଦର ବଳ...

କୋର୍ସ ଫି ଛାଡ଼ ଦାବିରେ ଏଫଏମ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

0
ବାଲେଶ୍ୱର, ୫।୧(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ କୋର୍ସ ଫି ଛାଡ଼ ପାଇଁ ଦାବି ଉଠାଇଛନ୍ତି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର...

ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚାର ଥାନା ଘେରାଓ

0
ବାଲେଶ୍ୱର, ୫।୧(ଓଡ଼ିଆ ପୁଅ/ଅଭୟ ଦାସ): ମାହାଙ୍ଗାର ଡବଲ ମର୍ଡ଼ର ଘଟଣାରେ ସମସ୍ତ ଅପରାଧୀ ଗିରଫ ଓ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲେଶ୍ୱରର ବିଭିନ୍ନ ଥାନା...

ଭିଜିଲାନ୍ସ ଜାଲରେ ବାଲେଶ୍ୱର ସବ-ରେଜିଷ୍ଟ୍ରାର ଘର ଫେରନ୍ତା ଗାଡ଼ିରୁ ୨.୨୩ ଳକ୍ଷ ଜବତ

0
ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) - ସପ୍ତାହାନ୍ତରେ ପୈତୃକ ସ୍ଥାନ ପୁରୀକୁ ଯାଉଥିବା ବେଳେ ବାଲେଶ୍ୱର ସବ-ରେଜିଷ୍ଟ୍ରାର ରଂଜନ ଦାସଙ୍କ କାରରୁ ୨ଲକ୍ଷ ୨୩ ହଜାର ଟଙ୍କା ଭିଜିଲାନ୍ସ ଟିମ ଆଜି...

ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ବିୟୋଗରେ ଶୋକ

0
ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) - ବାଲେଶ୍ୱର ସହର ଶ୍ରୀକଣ୍ଠପୁରରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶରତ ଚନ୍ଦ୍ର ଜେନା (୬୩)ଙ୍କର ବୁଧବାର ଦିନ ପରଲୋକ ହୋଇଯାଇଛି। କରୋନାରେ ପୀଡ଼ିତ ହୋଇ...

ପଥ ବିକ୍ରେତା ସଂଘ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର

0
ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) - ନୂଆବର୍ଷ ଅବସରରେ ଓଡ଼ିଶା ପଥ ବିକ୍ରେତା ସଂଘର ବାଲେଶ୍ୱର ଟାଉନ ଶାଖା ପକ୍ଷରୁ ପ୍ରତିବର୍ଷ ଭଳି ଗରିବ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ଓ ମିଷ୍ଟାନ୍ନ...

ବ୍ରାହ୍ମଣ ସମିତିର ବାର୍ଷିକ ଅଧିବେଶନ ଓ ମାନବ କଲ୍ୟାଣ ଯଜ୍ଞ

0
ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) - ଜିଲା ବ୍ରାହ୍ମଣ ସମିତିର ବାର୍ଷିକ ଯଜ୍ଞ ଓ ଏକଶତ ଅଧିବେଶନ ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ...

‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

0
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ...

ପରୀକୁ ନ୍ୟାୟ ଦାବିରେ‘ଓଡ଼ିଶା ପ୍ରଗତି ଦଳ’ପକ୍ଷରୁ ସ୍ମାରକପତ୍ର

0
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରଗତି ଦଳ ପକ୍ଷରୁ ସୋମବାର ଦିନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ସଭାପତି ବିମଲ ମହାପାତ୍ରଙ୍କ ନେତୃତ୍ୱରେ...

ଆବାସ ହିତାଧିକାରୀ ଚୟନରେ ଅନିୟମିତତା, ବିଜେପି ପକ୍ଷରୁ ଫେରାଦ

0
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ସଦର ବ୍ଲକରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି କର୍ମକର୍ତ୍ତା। ସଦର ବିଜେପି...

ଗୁଳି ଫୁଟାଇ ଲୁଟିନେଲେ ୩ ଲକ୍ଷ, ନମ୍ବର ବିହୀନ ବାଇକରେ ଆସି ଛଡ଼ାଇ ନେଲେ...

0
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବ୍ୟାଙ୍କରେ ଟଙ୍କା ଜମା ଦେବାକୁ ଯାଉଥିବା ବେଳେ ଜାତୀୟ ରାଜପଥର...

ମୁସଲିମ ୱେଲଫେଅର ସୋସାଇଟି ପକ୍ଷର ୟୁନାନି ସ୍ୱାସ୍ଥ୍ୟ ଶିବିର

0
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ମୁସଲିମ ୱେଲଫେୟାର ସୋସାଇଟିର ପକ୍ଷରୁ ସହରର ଅବଦୁଲଗାନି ଷ୍ଟ୍ରିଟ୍ ସ୍ଥିତ ବିଦେ ଉର୍ଦ୍ଦୁ ସରକାରୀ ପ୍ରାଇମେରୀ ସ୍କୁଲ ଠାରେ ଏକ ୟୁନାନୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ...