Home 2020

Yearly Archives: 2020

ମାଲକାନଗିରି ରେ ଯାନ ବାହନ ଯାଚଂ,୩ଲକ୍ଷ ୯୮ ହଜାର ଟଙ୍କା ଜରିମାନା ଆଦାୟ

ମାଲକାନଗିରି,୩ା୩(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନୂତନ ମୋଟର ଯାନ ଆଇନ ଅନୁସାରେ ଯାନବାହନ ଯାଚଂ ଗତଦୁଇଦିନ ହେଲା ଆରମ୍ଭ ହୋଇଛି । ଜିଲ୍ଲାପରିବହନ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ...

ପାଣି ପାଇଁ ସଂଘର୍ଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖାଲି ହାଣ୍ଡି,ଗରା ଧରି ବିକ୍ଷୋଭ ପ୍ରଦର୍ଶନ କଲେ ଆଦିବାସୀ ମହିଳା

ମାଲକାନଗିରି,୩ା୩ (ଓଡିଆ ପୁଅ )ଆଦିବାସୀ ଗ୍ରାମରେ ସ୍ଥାପନ କରାଯାଇଥିବା ସୌରଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ଯାଇଥିବାରୁ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଥିବାରୁ ଶତାଧିକ ଆଦିବାସୀ ମହଳା ଓ ପୁରଷ ଖାଲି ହାଣ୍ଡି,...

ପୂର୍ବତନ ବିଧାୟକ ବୀର ସିପକାଙ୍କ ପରୋଲୋକ

କଳାହାଣ୍ଡି୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବୀର ସିପକାଙ୍କ ଆଜି ତାଙ୍କ ବାସଭବନ ଗୋଲମୁଣ୍ଡା ଠାରେ ପରଲୋକ ହୋଇଛି । ସେ କିଛି ଦିନ ହେବ...

ନାବାଳିକା ଅପହରଣ ମାମଲାରେ ୨ କୋର୍ଟ ଚାଲାଣ

ଯାଜପୁର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜିଲ୍ଲାର ପାଣିକୋଇଲି ଥାନା ଛୋଟରାୟପୁର ଗ୍ରାମର ହରେକୃଷ୍ଣ ପାଢୀ ଗତ ପେବୃଆରୀ ୨୩ ତାରିଖ କରିଥିବା ଅଭିଯୋଗ ମୁତାବକ ତାଙ୍କ ଝିଅ ଯେକି ଶଙ୍ଖଚିଲା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ...

ଅଧୀର ରଞ୍ଜନ ଚୌଧରୀଙ୍କର ବାସଭବନରେ ଅଜ୍ଞାତ ଲୋକମାନଙ୍କର ଆକ୍ରମଣ: ଷ୍ଟାଫଙ୍କ ସହ ମାରପିଟ

0
ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କର ହନୁମାନ ରୋଡ୍ ବାସଭବନରେ ଆକ୍ରମଣ ହୋଇଥିବାର ଖବର ଆସିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ କିଛି ଅଜ୍ଞାତ...

ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଯାଜପୁର ୩ା୩(ଓଡିଆ ପୁଅ)ଜିଲ୍ଲାରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ନିୟମ ଭିତିକ କରିବା ସହ ଯେପରି ଅଭାବି ବିକ୍ରି ନ ହୁଏ ଓ ଟୋକନ ପ୍ରାପ୍ତ ଚାଷୀଙ୍କ ଠାରୁ ସଠିକ ଭାବେ...

ରଣପୁର ରାଜାଙ୍କର ଆରାଧ୍ୟ ଦେବୀ ମା ଖିଲାମୁଣ୍ଡାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ସୁର୍ଯ୍ୟ ପୂଜା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୩-ରଣପୁର ଗଡର ରାଜାଙ୍କର ଆରାଧ୍ୟ ଅଧିଷ୍ଠାତ୍ରୀ ମା ଖିଲାମୁଣ୍ଡାଙ୍କ ପୀଠରେ ଗତ ଫେବୃୟାରୀ ୨୯ ତାରିଖଠାରୁ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞର ସୁର୍ଯ୍ୟ ପୂଜା ମହା ସମାରହୋ ରେ ନୀତିକାନ୍ତିର ସହ...

ରଣପୁର ତହସିଲ୍ ଆଗରେ ଧାରଣା… ଝାଡପଡା ପଂଚାୟତ ନୂତନ ଗୃହ ନିର୍ମାଣ ନେଇ ବିବାଦ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୩-ରାଜ୍ୟ ସରକାର ପଂଚାୟତ ପୁନଃଗଠନକୁ ଗୁରୁତ୍ୱ ଦେଇ ରଣପୁର ବ୍ଲକ୍ ରେ ୩ ଗୋଟି ନୁତନ ଗ୍ରାମ ପଂଚାୟତ ଗଡବାଣିକିଲୋ ,ଝାଡପଡା, ହଂସରା ଘୋଷଣା କରିଥିଲେ । ସେହି ନୁଆ...

ଜିଲ୍ଲାରେ ୧୭ ହଜାର ୧୧୧ଜଣ ଛାତ୍ର ଛାତ୍ରୀ +୨ ପରୀକ୍ଷା ଦେଲେ

ଯାଜପୁର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଜିଲ୍ଲାର ୫୭ ଟି କଲେଜରେ +୨ ପରୀକ୍ଷା ମୋଟ ୧୭ ଜହାର ୧୧୧ ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାର ୭ଟି...

ଲାଞ୍ଚ ନେଇ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର-ଯାଜପୁର ସିମା ରାମଚନ୍ଦ୍ରପୁର ତାନାର ଜଣେ କନେଷ୍ଟବଳ ଲ୍‌ଞ୍‌ଚ ନେବା ଅପରାଧରେ ନିଲମ୍ବନ ହୋଇଥିବା ଜିଲ୍ଲା ଏସପି କାର୍ଯ୍ୟାଳୟରୁ ଜଣାପଡିଛି । ରାମଚନ୍ଦ୍ର ପୁର ଥାନାରେ କର୍ଯ୍ୟରତ କନେଷ୍ଟବଳ...

ଦାରିଙ୍ଗବାଡି ଯୁବକ, ବିହାରରେ ଆଞ୍ଚଳିକ ଲେବର କମିଶନର

ବାଲିଗୁଡା, ୧/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଆଣିଦେଇଛି ସଫଳତା। ଭଲ ପଥ ପ୍ରଦର୍ଶକ ଓ ଅର୍ଥ ନ ଥାଇ ମଧ୍ୟ ଜଣେ ଯୁବକ ସଫଳତା ପାଇ ଦାରିଙ୍ଗବାଡି...

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ତିର୍ତ୍ତୋଲ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତ ବଉଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପୁଷ୍ପଲତା ସାହାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ...

ନବ ବିବାହିତା କନ୍ୟାକୁ ଶାଶୁଘର ଲୋକ ନିର୍ଯାତନା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ

ତିର୍ତ୍ତୋଲ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ଥାନା ଅଞ୍ଚଳରେ ନବ ବିବାହିତା କନ୍ୟାକୁ ଶାଶୁ ଘର ଲୋକ ନିର୍ଯ୍ୟାତନା ଦେଉଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା...

ତ୍ରିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଅଷ୍ଟପ୍ରହର

ତିର୍ତ୍ତୋଲ ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲ ପଞ୍ଚାୟତ ପୋଷଲ ଗ୍ରାମରେ ତ୍ରିଦିନାତ୍ମକ ବିଶ୍ୱାଶାନ୍ତି ମହାଯଜ୍ଞ ଓ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଙ୍ଗୁରାରୋପଣ, କଳସ...

ବେଙ୍ଗଲୁରୁ ରୁ ଉଦ୍ଧାର ହେଲେ ୮ ଯୁବତୀ

ବଲାଙ୍ଗୀର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବଲାଙ୍ଗୀର ଜିଲ୍ଲାର ହାଦନ ଖଟିବାକ ଯାଇ ଠିକାଦାର ଦ୍ୱାରା ନିର୍ଯ୍ୟାତିତ ହେଇଥିବା ୮ ଜଣ ଯୁବତୀ  ଉଦ୍ଧାର ହୋଇଛନ୍ତି ।   ୮ଜଣ ଯୁବତୀ ନିର୍ଯ୍ୟାତିତ ହେଉଥିବା ଜିଲ୍ଲା ପ୍ରଶାସନ ଜାଣିବା...

ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ତିର୍ତ୍ତୋଲ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ବେହେଡ଼ପୁର ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭଜଗୋବିନ୍ଦ ପରିଡ଼ା(ଭଜିସାର)ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଚାରଣ...

ଶ୍ରୀବଳଦେବଜୀଉଙ୍କ ରଥର ଡାହୁକଙ୍କ ବିୟୋଗ

କେନ୍ଦ୍ରାପଡା ୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥର ଡାହୁକ ବୈଷ୍ଣବ ବ୍ରହ୍ମଚାରୀଙ୍କ ମହାରାଜଙ୍କ ୭୪ବର୍ଷ ବୟସରେ ରବିବାର ସକାଳ ପ୍ରାୟ ସାଢେ୧୧ଟା ସମୟରେ ହୃଦଘାତରେ...

ସରକାରୀ ବାବୁ ଜରିମାନା କଲେ ସରକାରୀ ଗାଡିକୁ

ଭୁବନେଶ୍ୱର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ମଟର ଗାଡିଗୁଡିକୁ ବିଭିନ୍ନ ସ୍ଥାନ ମାନଙ୍କରେ ଆରଟିଓ ଷ୍ଟାପ ମାନେ ତନଖି କରି ଜରିମାନା ଆଦୟ କରୁଥିବା ଦେଖିବାକୁ ମିଳିଛି । ଆଜି ଭୁବନେଶ୍ୱର ଆରଟିଓ-୨ ଗାଡି...

ଆୟବା ସମବାୟ ସମିତି ଅଧିନରେ ଭୁଲ ପଞ୍ଜିକରଣ ଯୋଗୁଁ ୪୧ ଚାଷୀ ଧାନ ବୀକ୍ରୟରୁ ବଂଚିତ ଘଟଣା :...

କେନ୍ଦ୍ରାପଡା ୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବୀକ୍ରୟ ନିମନ୍ତେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାରେ ଭୁଲ...

୪ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷ ; ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଂଲାଦେଶ ଏବଂ ପଶ୍ଚମବଙ୍ଗ ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୁଚନା ମିଳିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପାଗ ବଦଳିଯିବା...