Home କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରଥର ଡାହୁକଙ୍କ ବିୟୋଗ

ଶ୍ରୀବଳଦେବଜୀଉଙ୍କ ରଥର ଡାହୁକଙ୍କ ବିୟୋଗ

125

କେନ୍ଦ୍ରାପଡା ୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥର ଡାହୁକ ବୈଷ୍ଣବ ବ୍ରହ୍ମଚାରୀଙ୍କ ମହାରାଜଙ୍କ ୭୪ବର୍ଷ ବୟସରେ ରବିବାର ସକାଳ ପ୍ରାୟ ସାଢେ୧୧ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.