Home ଜଗତସିଂହପୁର ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

93

ତିର୍ତ୍ତୋଲ୦୩/୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ବେହେଡ଼ପୁର ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭଜଗୋବିନ୍ଦ ପରିଡ଼ା(ଭଜିସାର)ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସ୍ମୃତି ଚାରଣ ସଭାରେ ସ୍ଥାନୀୟ ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ସମାଜସେବୀ ସୁଧିର ମହାନ୍ତି, ପ୍ରସାଦ ମହାନ୍ତି, ସାଗର ପରିଡ଼ା, ବସନ୍ତ ମହାନ୍ତି, ରଞ୍ଜତ୍ ମହାନ୍ତି, ଦେବେନ୍ଦ୍ର ସୁତାର, ଅକ୍ଷୟ ବେହେରା, ଗଗନ ବିହାରି ଦାସ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ମହାନ୍ତି, ସୁକାନ୍ତ ବେହେରା, ଶୁସାନ୍ତ ଦାସ, ପ୍ରଭାକର କର, ନୃସିଂହ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତି ଚାରଣ କରିଥିଲେ।

ସ୍ୱର୍ଗତ ପରିଡ଼ା ଜଣେ ଆଦର୍ଶ ଶିକ୍ଷକ ନଥିଲେ ସେ ଥିଲେ ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କ ସ୍ମୃତି ଚାରଣ ସଭାରେ ସହକର୍ମୀ, ରମେଶ ଚନ୍ଦ୍ର ମହାନ୍ତି, ଆଲୋକ ମହାନ୍ତି, ପ୍ରଶାନ୍ତ ନାୟକ, ପ୍ରିୟମ୍ବଦା ପରିଡ଼ା, ହେମନ୍ତ ଜେନା, ଗୋଲାପ ଜେନା, ଅଜୟ ସ୍ୱାଇଁ, ଦିପ୍ତି ମଇ ପରିଡ଼ା, ସୁବ୍ରତ ଜେନା, ତୃପ୍ତିମଇ ଜେନା, ଜୟନ୍ତ ପରିଡ଼ା, ମିନତି ପରିଡ଼ା, ହେମନ୍ତ ନାୟକ, ରୀନା ପରିଡ଼ା, ସଂଗ୍ରାମ ବେହେରା, ସସ୍ମିତା ପରିଡ଼ା, ଗୋଲେଖ ଚରଣ ପରିଡ଼ାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ପରିଡ଼ାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.