Home ଅପରାଧ ଲାଞ୍ଚ ନେଇ କନେଷ୍ଟବଳ ନିଲମ୍ବିତ

ଲାଞ୍ଚ ନେଇ କନେଷ୍ଟବଳ ନିଲମ୍ବିତ

287

କେନ୍ଦୁଝର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର-ଯାଜପୁର ସିମା ରାମଚନ୍ଦ୍ରପୁର ତାନାର ଜଣେ କନେଷ୍ଟବଳ ଲ୍‌ଞ୍‌ଚ ନେବା ଅପରାଧରେ ନିଲମ୍ବନ ହୋଇଥିବା ଜିଲ୍ଲା ଏସପି କାର୍ଯ୍ୟାଳୟରୁ ଜଣାପଡିଛି । ରାମଚନ୍ଦ୍ର ପୁର ଥାନାରେ କର୍ଯ୍ୟରତ କନେଷ୍ଟବଳ ଗୋପାଳ ନାୟକ ଲାଞ୍ଚ ନେବାବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା ।

 

ଉକ୍ତ ଘଟଣା ପାଇଁ କେନ୍ଦୁଝର ଏସପି କନେଷ୍ଟବଳକୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.