Home 2020
Yearly Archives: 2020
ବସୁନ୍ଧରା ରାଜେଙ୍କର ଆସିଲା ଏପରି ରିପୋର୍ଟ
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏ ନେଇ ନିଦେ ବସୁନ୍ଧରା ଟ୍ୱିଟ କରି ଖୁସି ବ୍ୟକ୍ତ...
ଓଡ଼ିଶାରେ ୫ ଜିଲ୍ଲା, ୮ ସହର ଆସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ନିର୍ଦ୍ଦେଶ...
ଭୁବନେଶ୍ୱର ୨୧-୩ (ଓଡ଼ିଆ ପୁଅ) ଓଡ଼ିଶାରେ ୫ ଜିଲ୍ଲା, ୮ ସହରକୁ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହା ଫଳରେ ୪୦ ପ୍ରତିଶତ ପ୍ରାୟ ଅଞ୍ଚଳ ପ୍ରଭାବିତ ହେବ। ଏହି...
ପୁରୀରେ ଖୋଲିଲା ଆଉ ଦୁଇ କରୋନା ଓାର୍ଡ : ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର
ପୁରୀ, ୨୧/୩(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ୨ ଟି ସ୍ୱତନ୍ତ୍ର ଓାର୍ଡ ଗତକାଲି ଖୋଲାଯାଇଛି। ଜିଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଏବଂ ଗୋପବନ୍ଦୁ...
ଏପି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରିଥିବା ୮ ଯାତ୍ରୀ କରୋନା ସଂକ୍ରମିତ
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ୧୩ ମାର୍ଚ୍ଚରେ ଦିଲ୍ଲୀରୁ ରାମଗୁଣ୍ଡମ୍ ପର୍ଯ୍ୟନ୍ତ ଏପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରିଥିବା ୮ ଜଣ ଯାତ୍ରୀଙ୍କର ଗତକାଲି COVID-19 ଟେଷ୍ଟ ପଜିଟିଭ୍ ଆସିଛି।
ତେଣୁ...
ବିବାହ ବ୍ରତ ଓ ସୁଧିକ୍ରିୟା ଭୋଜିରେ ଲାଗିଲା କଟକଣା
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ପ୍ରତିଷେଧକ ବ୍ୟବସ୍ଥା ଭାବେ ବିବାହ ବ୍ରତ ଓ ସୁଧି କ୍ରିୟା ଭୋଜି ଉପରେ ଜିଲା ପ୍ରଶାସନ କଟକଣା ଲାଗୁ କରିଛି। ଗୋଟିଏ ସ୍ଥାନରେ...
ନାସା ଦେଲା ସୂଚନା – ପୃଥିବୀ ଆଡକୁ ମାଡ଼ି ଆସୁଛନ୍ତି ଚାରି ନୂତନ ଆଷ୍ଟ୍ରଏଡ
ୱାଶିଂଟନ୍/ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ନାସାର ଚେତାବନୀ। ଚାରୋଟି ନୂତନ ଆଷ୍ଟେରଏଡ ଅତି ଦ୍ରୁତ ଗତିରେ ପୃଥିବୀର ଅତି ନିକଟତର ହେଉଛନ୍ତି। ତେବେ ଏହି ସମସ୍ତ ଗ୍ରହାଣୁ ପୃଥିବୀର ଅତି ନିକଟବର୍ତ୍ତୀ...
ମନ୍ଦିର ପ୍ରବେଶ ନିଷେଧ – ବ୍ୟାରିକେଡ ପଛରେ ରହି ପତିତପାବନକୁ ଦର୍ଶନ କରି ଫେରିଲେ ଭକ୍ତ
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନାଭାଇରସ୍ ର ପ୍ରସାରଣକୁ ନଜରରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭୂତାଣୁ...
ମହାପ୍ରଭୁଙ୍କର ଟଙ୍କା ୟୁନିୟନ ବ୍ୟାଙ୍କରେ ରଖାଯିବ
ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ୟେସ ବ୍ୟାଙ୍କରେ ରଖାଯାଇଥିବା ଜମା ଟଙ୍କା ଫେରସ୍ତ ଆସିବା ପରେ ଅନ୍ୟ ଯେ କୌଣସି ଜାତୀୟ କରଣ ବ୍ୟାଙ୍କରେ...
ମାଲକାନଗିରିରେ ମୃଦ୍ୟୁ ଭୂମିକମ୍ପ – ସହରବାସୀ ଭୟଭୀତ
ମାଲକାନଗିରି ୨୧-୩ (ଓଡ଼ିଆ ପୁଅ) : ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ଦିନ...
ରାସ୍ତା କଡରେ ମାଛ ଓ ମାଂସ ବିକ୍ରିକୁ ନିଷେଧ କରାଯାଉ
ପୁରୀ, ୨୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ଓ ପ୍ରମୁଖ ଶ୍ରୀକ୍ଷେତ୍ରରେ ପୂର୍ବରୁ ନିର୍ଦ୍ଧିଷ୍ଟ ମାର୍କେଟରେ ମାଛ ଓ ମାଂସ ବିକ୍ରି କରାଯାଉଥିଲା। କିନ୍ତୁ ଏବେ ଶ୍ରୀକ୍ଷେତ୍ରର ବିଭିନ୍ନ...
ନିଶା କାରୋବାର ଅଭିଯୋଗରେ ୪ ଗିରଫ
ପୁରୀ, ୨୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବିଦେଶୀ ମଦ ଦ୍ରବ୍ୟ କାରବାର ଲାଗି ଶ୍ରୀକ୍ଷେତ୍ର ଏବେ ଭୂସ୍ୱର୍ଗ ପାଲଟିଛି। ସହରରେ ଏଭଳି ମାରାତ୍ମକ ନିଶାର ବହୁଳ ବ୍ୟବହାର ଜନଜୀବନ କୁ ଅସ୍ତବ୍ୟସ୍ତ...
ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ ଭକ୍ତ
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ଭୂତାଣୁ ଯେପରି କାୟା ବିସ୍ତାର କରିନପାରେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତିଶା ନିଯୋଗ ବୈଠକ...
ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ – ମହାରାଷ୍ଟ୍ରର ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୬୩...
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ ବାହାରିବା ପରେ ପୁନେରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ କରୋନାଭାଇରସ୍...
ଆଶ୍ରମ ସ୍କୁଲର ହଷ୍ଟେଲ ଚଳିତ ମାସ ୨୬ ସୁଦ୍ଧା ଖାଲି କର : ଜିଲ୍ଲାପାଳ
ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ବିବିଧ ପଦକ୍ଷେପକୁ କାର୍ଯ୍ୟକାରୀ କରୁଚ୍ଥି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍ାରେ ସମାଜ ମଙ୍ଗଳ ବିଭାଗ...
ବାହରୁ ଆସୁଥିଲେ ସ୍ୱତଃ ଘୋଷଣାନାମା ପ୍ରଦାନ ଓ ମାର୍ଗ ଦର୍ଶିକା ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ
ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ବା ସଂକ୍ରମଣ ରୋକିବା ଲାଗି ସରକାର ଏକାଧିକ ପଦକ୍ଷେପ ଗ୍ରହଣ ପାଇଁ ମାର୍ଗ ଦର୍ଶିକା ଜାରି କରିଚ୍ଥନ୍ତି । ବିଶେଷ କରି ବିଦେଶରୁ...
ଚଳିତ ମାସ ୨୩ ଓ ୨୪ ରେ ୪ ମାସ ପାଇଁ ଭତ୍ତା ବଣ୍ଟନ କରାଯିବ
ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମାଜିକ ସୁରକ୍ଷା ଯୋଜନାରେ ଜିଲ୍ଲାରେ ବିଭିନ୍ନ ଭତ୍ତା ପାଉଥିବା ୧୯୫୪୨୨ ଜଣଙ୍କୁ ଆଗାମୀ ୪ ମାସ ପାଇଁ ଚଳିତ ମାସ ୨୩ ଓ ୨୪ ତାରିଖରେ ସହାୟତା ରାଶି...
ପାଣିକୋଇଲି ରେ କରୋନା ସଚେତନତା ଶୋଭାଯାତ୍ରା
ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ସମଗ୍ର ବିଶ୍ୱ କରୋନାକୁ ନେଇ ଭୟଭୀତ ଥିବା ବେଳେ ସଚେତନତା ପାଇଁ ପାଣିକୋଇଲି ଥାନା ଓ ଆମେ ବିପଦର ସାଥି ପକ୍ଷରୁ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ...
ଜମିବାଡିକୁ କେନ୍ଦ୍ର କରି ଭାଇ ଓ ଭଉଣୀକୋର୍ଟ ଚାଲାଣ
ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସୋତି ଗ୍ରାମର ପୈତୃକ ସମ୍ପତିକୁ କେନ୍ଦ୍ର କରି ଭାଇ ଓ ଭଉଣୀଙ୍କ ମଧ୍ୟରେ ମାରପିଟ ମାମଲାରେ ୨ଜଣଙ୍କୁ ପୁଲିସ ଗିରଫ...
କୋରୋନା ସତର୍କତା;ଦୋକାନ ବଜାର ବନ୍ଦ କଲା ପୁଲିସ ଆଜି ଠୁ ବନ୍ଦ ରହିବ ଦୋକାନ
ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଲି ବଜାରରେ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ରାଜ୍ୟର ସବୁ ରେସ୍ତୋରାଁ, ବାର, କ୍ୟାଂଟିନ ଓ ଟିଫିନ ସେଂଟର ବନ୍ଦ ରଖବବାକୁ...
ପ୍ରେମିକା ସହ ଫେରାର ମାମଲାରେ ସମିତିସଭ୍ୟ ଜେଲ ଗଲେ
ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ କୋରାଇ ବ୍ଲକ ଜହ୍ନା ପଞ୍ଚାୟତର ଜହ୍ନା ସମିତିସଭ୍ୟ କ୍ଷିରୋଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ...







