Home ଓଡ଼ିଶା କୋରୋନା ସତର୍କତା;ଦୋକାନ ବଜାର ବନ୍ଦ କଲା ପୁଲିସ ଆଜି ଠୁ ବନ୍ଦ ରହିବ ଦୋକାନ

କୋରୋନା ସତର୍କତା;ଦୋକାନ ବଜାର ବନ୍ଦ କଲା ପୁଲିସ ଆଜି ଠୁ ବନ୍ଦ ରହିବ ଦୋକାନ

331

ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଲି ବଜାରରେ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ରାଜ୍ୟର ସବୁ ରେସ୍ତୋରାଁ, ବାର, କ୍ୟାଂଟିନ ଓ ଟିଫିନ ସେଂଟର ବନ୍ଦ ରଖବବାକୁ ଓ କୌଣସି ସରକାରୀ ସମାରେହ, ଜୟନ୍ତୀ ପାଳନ ଓ ମାଲ୍ୟାର୍ପଣ ଆଦି ଆୟୋଜନ ନକରିବାକୁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ଏହି କ୍ରମରେ ପାଣିକୋଇଲି ପୁଲିସ ପକ୍ଷରୁ ବଜାର ସମସ୍ତ ଦୋକାନକୁ ଯାଇ ଏସର୍ମ୍ପକରେ ସଚେତନ କରାଯିବା ସହ ଶନିବାର ସକାଳ ଠାରୁ ଅତ୍ୟାବଶ୍ୟକୀୟ ସମାଗ୍ରୀ ଯଥା ଓøଷଧ, ପନିପରିବା ଓ ତେଜରାତି ଦୋକାନକୁ ଛାଡି ସମସ୍ତ ଦୋକାନ ବନ୍ଦ ରହିବ । ଏନେଇ ପୁଲିସ ପକ୍ଷରୁ ସଚେତନତା ସହ ଦୋକାନ ବନ୍ଦ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.