Home ଓଡ଼ିଶା ଏପି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରିଥିବା ୮ ଯାତ୍ରୀ କରୋନା ସଂକ୍ରମିତ

ଏପି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରିଥିବା ୮ ଯାତ୍ରୀ କରୋନା ସଂକ୍ରମିତ

566

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ୧୩ ମାର୍ଚ୍ଚରେ ଦିଲ୍ଲୀରୁ ରାମଗୁଣ୍ଡମ୍ ପର୍ଯ୍ୟନ୍ତ ଏପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରିଥିବା ୮ ଜଣ ଯାତ୍ରୀଙ୍କର ଗତକାଲି COVID-19 ଟେଷ୍ଟ ପଜିଟିଭ୍ ଆସିଛି।

ତେଣୁ କରୋନା ବ୍ୟାପିବାର ସମ୍ଭାବନାକୁ ନଜରରେ ରଖି ଭାରତୀୟ ରେଳ, ଯାତ୍ରୀମାନଙ୍କୁ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଅନାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.