Home 2020
Yearly Archives: 2020
ଆରୋଗ୍ୟ ସେତୁ,ସାମାଜିକ ଦୂରତ୍ୱ ଓ ସାନିଟାଇଜ କରିବାନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ
ତାଳଚେର,୨୦/୦୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେସିଙ୍ଗ ମାଧ୍ୟମରେ ତାଳଚେର ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବା ସହ ୩ ଟି କାର୍ଯ୍ୟ...
ଯାଜପୁରର ୫ଟି ପଜିଟିଭ ବାହାରିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା
ଯାଜପୁର୨୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାରେ ଆଜି ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାବ ପରୀକ୍ଷା ଦ୍ୱାରା ଏହି ୫ ଜଣଙ୍କର ପଜିଟିଭ ଜଣାପଡି଼ବା ପରେ ଜିଲ୍ଲାରେ ମୋଟ କରୋନା...
ଓଡିଶାରେ ଦୁଇଟି କୋଭିଡ-୧୯ ହସପିଟାଲ ପାଇଁ ପାଣ୍ଠି ଯୋଗାଇବେ ନାଲକୋ ଓ ଏମସିଏଲ
ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ) ଓ କୋଲ ଇଣ୍ଡିଆର ମହାନଦୀ କୋଲ ଫିଲଡ ଲିମିଟେଡ ଦ୍ଵାରା ଓଡିଶାରେ ନିର୍ମିତ ଦୁଇଟି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-୧୯ ହସପିଟାଲ ପାଇଁ...
କରୋନା ମହାମାରୀର ସଫଳ ମୁକାବିଲା ପାଇଁ ୬ ଜଣିଆ ଆନ୍ତଃମନ୍ତ୍ରୀମଣ୍ଡଳ ଟିମ ଗଠନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ଆନ୍ତମନ୍ତ୍ରୀମଣ୍ଡଳୀୟ କେନ୍ଦ୍ରୀୟ କମିଟି ଗଠନ କରିଛନ୍ତି। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଲାଗି ୨ଟି ଲେଖାଏଁ କମିଟି ଥିବାବେଳେ...
ଭଦ୍ରକ ଆକ୍ରାନ୍ତଙ୍କ କେନ୍ଦୁଝର ଲିଙ୍କକୁ ନେଇ ଅଞ୍ଚଳବାସୀ ଭୟଭୀତ, ଏବେବି ଦୁଇ ଗ୍ରାମ ସିଲ
ହାଟଡ଼ିହି, ୨୦ । ୪ : ରାଜ୍ୟରେ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିକମି ଯାଉଥିବାବେଳେ ହଠାତ ଆଜି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଲୋକମାନଙ୍କୁ ଭୟଭୀତ କରିଛି ।...
ନଦୀରୁ ମୃତ ଶିଶୁକନ୍ୟା ଉଦ୍ଧାର
ହାଟଡ଼ିହି, ୨୦ । ୪ : ବୈତରଣୀ ନଦୀର କରଗୋଳା ବାଲିଶଯ୍ୟାରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ନବଜାତ ଶିଶୁକନ୍ୟାକୁ କେହି ଜନ୍ମଦେଇ ତିନିଚାରିଦିନ ତଳୁ ପୋତି ଦେଇଥିବା...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍ଘାଟନ
ଭୁବନେଶ୍ବର ୨୦-୪ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍ଘାଟନ ଏନଟିପିସି ସୁନ୍ଦରଗଡ ମେଡିକାଲ କଲେଜରେ ସ୍ଥାପିତ, ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସାସ୍ଥ୍ୟ ସେବା କେନ୍ଦ୍ରକୁ,...
ଭିଡ଼ିଓ କନଫରେନସିଂ ଦ୍ୱାରା କୋଭିଡ ହସପିଟାଲକୁ ମୂଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ
ତାଳଚେର,୨୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ କୋଭିଡ଼ ହସପିଟାଲ ମାନ ଖୋଲିବା ନିଷ୍ପତି କରିଛନ୍ତି । ଏହି କ୍ରମରେ ଅନୁଗୋଳ...
ଡଅଁର ୨ଟି ସ୍କୁଲରେ ୧୪ଜଣଙ୍କୁ ସଂଗରୋଧରେ ରଖିଲେ ସରପଞ୍ଚ
ହାଟଡ଼ିହି, ୨୦ । ୪ : ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ବାହାରୁ ଆସିଥିବା ୧୪ଜଣଙ୍କୁ ଦୁଇଟି ସ୍କୁଲରେ ସଂଗରୋଧରେ ରଖାଇଛନ୍ତି ସରପଞ୍ଚ ହିସି ହେମ୍ରମ । ପଞ୍ଚାୟତରେ ୫୦ଶଯ୍ୟା ବିଶିଷ୍ଟ ଆଇସୋଲେଟେଡ...
ଅବକାରୀ ବିଭାଗର ଚଢଉ, ମଦ ଓ ପୋଚ ଜବତ ଜଣେ ଗିରଫ
ମାଲକାନଗିରି,୨୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ମଦବେପାରି ବେଆଇନ ଭାବେ ଦେଶି ମଦ...
ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତି ନିଷ୍ପତିକୁ...
କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୦ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନବିସିସି ବା ଜାତୀୟ ଜୈବ ଇନ୍ଧନ...
ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଲକ ଡାଉନ ଆଶିଂକ କୋହଳ,ସକାଳ ୭ରୁ ମଧ୍ୟାହ୍ନ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା...
ମାଲକାନଗିରି,୨୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।...
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଘରଘର ବୁଲି ଗରିବ ଲୋକଙ୍କୁ ସଚେତନ କରାଇବା ସହ ବାଣ୍ଟିଲେ ଶୁଖିଲା ଖାଦ୍ୟ, ମାସ୍କ,...
ବଡ଼ବିଲ ,ତା ୨୦ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଆଦିବାସୀ ବିକାଶ ସମିତି ପକ୍ଷରୁ ଅଧ୍ୟକ୍ଷା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ନିଜେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘରଘର ବୁଲି କିଛି ମାଙ୍କଡ଼ିଆ...
କରୋନା ଯୋଦ୍ଧାରେ ସାମିଲ୍ ବାଲିଗୁଡ଼ାର ମା’ ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା
ବାଲିଗୁଡ଼ା,୨୦-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମା' ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ। ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ଲୋକଙ୍କୁ...
ରଣପୁରରେ କରୋନା ଯୋଦ୍ଧାଙ୍କୁ ରଣପୁର ଭାଜପା ତରଫରୁ ସମ୍ବର୍ଦ୍ଧନା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୪-ନୟାଗଡ ଜିଲ୍ଲା ରଣପୁର ଭାରତୀୟ ଜନତା ପାର୍ଟି ତରଫରୁ କୋଭିଡ୍-୧୯ କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ସମୟରେ ରଣପୁର ନୋଡାଲ ଅଫିସର୍, ଥାନା ଇନିସ୍ପେକ୍ଟର ଓ ସମସ୍ତ ଯୋଦ୍ଧା ମାନଙ୍କୁ...
ରାଜସୁନାଖଳାରେ ଜୀବନ ବିନ୍ଦୁ ତରଫରୁ ୨୦ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୪-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପ୍ରିଲ୍ ୨୦ ତାରିଖରେ ଜୀବନ ବିନ୍ଦୁ ତରଫରୁ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣା ପଡିଛି ।...
ରାଜ୍ୟରେ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ – ୭୪ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) : ଓଡ଼ିଶାରେ ଆଉ ୬ ଜଣ ନୂଆ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ୫...
ବାଲିଗୁଡା: ଆମିଷ ମାର୍କେଟରେ ସାମାଜିକ ଦୂରତା ରଖୁନାହାନ୍ତି ଲୋକେ
ବାଲିଗୁଡା, ୧୯/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମହାମାରୀକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକ ମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।...
ଓଡ଼ିଶାରେ ଦୁଇ ବର୍ଷର ଶିଶୁକନ୍ୟା କରୋନା ପଜିଟିଭ୍
ବାଲେଶ୍ୱର ୨୦-୪ (ଓଡ଼ିଆ ପୁଅ): ଆଜି ଓଡ଼ିଶାରେ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଦୁଃଖର କଥା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ...
ପିତୃ ବିୟୋଗ ଖବର ପାଇ ମଧ୍ୟ ବୈଠକ ଜାରୀ ରଖିଥିଲେ ସିଏମ୍ ଯୋଗୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତୃ ବିୟୋଗ ଘଟିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଶ୍ୱଙ୍କର ଦେହାନ୍ତ ହୋଇଛି। ସୋମବାର ସକାଳ...
























