Home କେନ୍ଦୁଝର ନଦୀରୁ ମୃତ ଶିଶୁକନ୍ୟା ଉଦ୍ଧାର

ନଦୀରୁ ମୃତ ଶିଶୁକନ୍ୟା ଉଦ୍ଧାର

516

ହାଟଡ଼ିହି, ୨୦ । ୪ : ବୈତରଣୀ ନଦୀର କରଗୋଳା ବାଲିଶଯ୍ୟାରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ନବଜାତ ଶିଶୁକନ୍ୟାକୁ କେହି ଜନ୍ମଦେଇ ତିନିଚାରିଦିନ ତଳୁ ପୋତି ଦେଇଥିବା ଭଳି ଜଣାପଡୁଛି । କୁକୁର କି ବିଲୁଆ ବାଲି ଖୋଳିଦେବାରୁ ଶିଶୁକନ୍ୟାଟିର ମୃତଦେହଟି ଆଜି ପଦାକୁ ବାହାରି ପଡିବାରୁ କିଛି ପିଲା ଆଜି ସନ୍ଧ୍ୟାରେ ନଦୀଆଡେ ବୁଲିବାକୁ ଯାଇଥିବାବେଳେ ଏହାକୁ ଦେଖିବାକୁ ପାଇଥିଲେ । ଏନେଇ ଚୌକିଦାରଙ୍କ ପକ୍ଷରୁ ପୁଲିସକୁ ସୁଚନା ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.