Home 2020
Yearly Archives: 2020
କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ
କେନ୍ଦ୍ରାପଡା ତା.୨୪.୦୪.୨୦୨୦ରିଖ (ଓଡ଼ିଆ ପୁଅ) କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶIସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅIଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧...
ମାଙ୍କିଡିଆଙ୍କ ପେଟ ପାଇଁ ଲକ୍ ଡାଉନ୍ ଦୁଃଖ ସାଜିଥିବା ବେଳେ କାଳ ବୈଶାଖୀର ତାଣ୍ଡବ, ଅନେକ ଝୁମ୍ପୁଡି ଉଡିଲା
ବଡ଼ବିଲ ,ତା ୨୪ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସାରା ଦେଶ ଲକଡାଉନ ସମୟରେ କାଳ ବୈଶାଖୀର ତାଣ୍ଡବ, ଭାଙ୍ଗିଲା ଅନେକ ମାଙ୍କଡ଼ିଆଙ୍କ ଝୁମ୍ପୁଡି...
ଲକ ଡାଉନ ନିୟମ ଉଲ୍ଳଘଂନ କାରିଙ୍କ ଠାରୁ ରେଡକ୍ରସ ଓ କୋଭିଡ ଫଣ୍ଡ ପାଇଁ ୨୦ହଜାର ଟଙ୍କା ଆଦାୟ
ମାଲକାନଗିରି,୨୪ା୪(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୁପନେଇଥିବାରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି, ଲକ ଡାଉନ ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ...
ଆନ୍ଦ୍ରପ୍ରଦେଶ ରୁ ଚାଲି ଚାଲି ଆସିଥିବା ୧୨୧ଜଣ ରାଜ୍ୟଫେରନ୍ତା ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଅଟକ ରଖାଯାଇ କ୍ୱାରେଟାଂଇନ...
ମାଲକାନଗିରି,୨୪ା୪(ଓଡିଆ ପୁଅ ) ଲକ ଡାଉନ ପାଇଁ ସମସ୍ତ ରାଜ୍ୟ ସୀମାନ୍ତ ସିଲ ହେବାସ୍ୱତ୍ୟେ ମଧ୍ୟ ରାଜ୍ୟ ବାହାରେ କାମକରୁଥିବା ଶ୍ରମିକମାନେ ଲୁଚିଛପି ଚାଲି ଚାଲି ଆସିବାକୁ ପଛାଉ ନାହାଁନ୍ତି । ଆନ୍ଦ୍ରପ୍ରଦେଶ...
କେନ୍ଦୁଝର ଜିଲ୍ଲାର ସମସ୍ତ ରାସ୍ତା ସିଲ କଲା ପ୍ରଶାସନ
ହାଟଡ଼ିହି, ୨୪ । ୪ : ଗତ ୪ଦିନ ହେଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା କେନ୍ଦୁଝର ଜିଲ୍ଲାର ହାଟଡିହି...
ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ନିମନ୍ତେ ନିୟମ ଜାରି
ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ନିର୍ମାଣ କାର୍ଯ୍ୟକୁ କେତାକାଂଶରେ ଅନୁମତି ଦିଆଯାଇଥିବା ବେଳେ ଶ୍ରମିକମାନଙ୍କ ଯିବା ଆସିବା ଉପରେ କଟକଣା ଜାରି...
ପରିଚାଳନା କମିଟି ବୈଠକରେ ରଥଯାତ୍ରା ହେବା ସଂପର୍କରେ କୌଣସି ନିଷ୍ପତି ହୋଇପାରିଲା ନାହିଁ
ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ଆପଦକାଳୀନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା...
୩୬ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା
ହାଟଡ଼ିହି-୨୪/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା ପଜେଟିଭ...
କ୍ୱାରେଣ୍ଟାଇନ ସେଣ୍ଟର ବୁଲିଲେ ଓ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ
ହାଟଡ଼ିହି, ୨୪ । ୪ : ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବୁଲିବା ସହିତ କିଛି ପଞ୍ଚାୟତରେ ଦିଆଯାଉଥିବା ରନ୍ଧାଖାଦ୍ୟର ମାନ ପରୀକ୍ଷା କରିଥିଲେ...
କଦଳୀ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ
ହାଟଡ଼ିହି, ୨୪ । ୪ : ନନ୍ଦିପଦା ଥାନା ଆମ୍ବୋ ପଞ୍ଚାୟତର ବାଲିଆ ଗ୍ରାମରେ କଦଳୀ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ଜଣେ ଆହତ ହୋଇଥିବା ଜଣାଯାଇଛି...
୨୪ ଘଣ୍ଟାରେ ୧,୭୫୨ ସଂକ୍ରମିତ ୩୭ ମୃତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩,୪୫୨ ମୃତକଙ୍କ ସଂଖ୍ୟା ୭୨୪
ନୂଆଦିଲ୍ଲୀ,୨୪।୩ (ଓଡ଼ିଆ ପୁଅ) : ଦେଶରେ ଏବେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ବେଳକୁ ବେଳ ଏହି ସଂଖ୍ୟାରେ ବୃଦ୍ଧି ଘଟିବାରୁ ଏହା ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଲାଣି। ଶୁକ୍ରବାର...
ପୁଣି ଭଦ୍ରକ ଜିଲ୍ଲାରେ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬, ରାଜ୍ୟରେ ୯୪...
ଭୁବନେଶ୍ୱର ୨୪ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଶୁକ୍ରବାରଦିନ ସକାଳେ ଭଦ୍ରକରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୯୪ରେ ପହଞ୍ଚିଛି।...
ଲକଡାଉନ ପରେ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ : ବିନା ପଞ୍ଜୀକରଣରେ ଓଡିଶା ଆସିପାରିବେ ନାହିଁ –...
ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) କରୋନା ପ୍ରତିରୋଧ ପାଇଁ ରାଜ୍ୟ ସରକାର ବାହାରୁ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ୧୯୨୯ କୁ ଫୋନ କିମ୍ବା http://covid19.odisha.gov.in ରେ ଅନଲାଇନ୍...
କରୋନା ଲକଡାଉନ୍ ମାଡ଼ ପରେ ଏବେ କାଳ ବୈଶାଖୀ ଭାଙ୍ଗିଲା ଚାଷୀଙ୍କର ମେରୁଦଣ୍ଡ
ମୟୁରଭଞ୍ଜ/ରାଇରଙ୍ଗପୁର : (ଓଡ଼ିଆ ପୁଅ / ଏସକେ ସାଦ୍ଦାମ) : କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲାକଡାଉନ ଚାଷୀଙ୍କୁ କନ୍ଦାଇଥିବା ବେଳେ ଏବେ କାଳ ବୈଶାଖୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମୟୁରଭଞ୍ଜ...
ପ୍ରବାସୀ ଓଡ଼ିଆଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଦୁଇ ଯୁବନେତା
ମୟୁରଭଞ୍ଜ/ରାଇରଙ୍ଗପୁର : (ଓଡ଼ିଆ ପୁଅ/ଏସକେ ସାଦ୍ଦାମ) : ମହାରାଷ୍ଟ୍ରର ଘରୋଇ କମ୍ପାନୀରେ କାର୍ଯ୍ୟକରିବାକୁ ଯାଇ କରୋନା ଲକ ଡାଉନରେ ଫସିଥିବା ଅସହାୟ ଓଡ଼ିଆ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଲେ ମୟୁରଭଂଜର ଦୁଇ ଯୁବନେତା।...
ଲକ୍ ଡାଉନ୍ ବେଳେ ବଢିବାରେ ଲାଗିଛି ଚୋରା ମଦ, ଅବକାରୀ ବିଭାଗ ସାବଧାନ ନ ହେଲେ ହୋଇପାରେ ଅଘଟଣ
କୋଦଳା ୨୪ ଏପ୍ରିଲ୍ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରାଯାଇଛି ।ରାଜ୍ୟରେ ମଧ୍ୟ ଲକ୍ ଡାଉନ୍ ଜାରି ରହିଥିବା ବେଳେ...
ଅସହ୍ୟ ହେଲା ଦାଦନ ଦୁଃଖ: ଭୁବନେଶ୍ବରରୁ ଚାଲି ଚାଲି ଦେଓଳିଆପଡା ଆସିଲେ ୫ ବ୍ୟକ୍ତି : କ୍ୱାରାନଟାଇନରେ ଭର୍ତ୍ତି
କୋଦଳା ୨୩ ଏପ୍ରିଲ୍ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣ ଦେଶରେ ହଇଚଇ ସୃଷ୍ଟି କରିଥିଲା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ...
ବାଲିଗୁଡା: ବାରହା ଆକ୍ରମଣରେ ଯୁବକ ଗୁରୁତର
ବାଲିଗୁଡ଼ା, ୨୪-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା ଘଟିଛି। ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି...
କନ୍ଧମାଳରେ କରୋନା ମାଡ ସାଙ୍ଗକୁ କାଳ ବୈଶାଖୀ ପ୍ରଭାବ : ଗରିବ ପରିବାର ବେସାହାରା, ଅଲେଖ ପର ପିଣ୍ଡା...
ବାଲିଗୁଡା ୨୪-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ରେ କରୋନା ର ଲକଡାଉନ ପରିସ୍ଥିତି ରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁଁ ଶତାଧିକ ମାଟି ଘର ଭାଙ୍ଗି ନଷ୍ଟ ହୋଇ...
ବାଇକ ଦୁର୍ଘଟଣାରେ ଯୁବ କନଷ୍ଟେବଳ ମୃତ
ପାଳଲହଡ଼ା,୨୪/୪(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ପାଳଲହଡା କାଉଶିରିପାଲି ଅଞ୍ଚଳର ଯୁବ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ଖବରରୁ ଜଣାଯାଏ...






















