Home Authors Posts by Sushanta Kumar Pattanayak

Sushanta Kumar Pattanayak

83 POSTS 0 COMMENTS

କୁମ୍ଭାରଗାଁ ସରପଞ୍ଚଙ୍କ ପରଲୋକ, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

0
କୋଦଳା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀଙ୍କ (୬୦) ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି।...

୧୨ ଦଫା ଦାବି ନେଇ କୋଦଳା ତହସିଲ ଘେରିଲା ବିଜେପି, ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର...

0
କୋଦଳା ୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଓ କୋଦଳା ଏନଏସି ରେ ପ୍ରଶାସନର ଦୁର୍ନୀତି, ଅରାଜକତା ବିରୁଦ୍ଧରେ ବିଜେପି ପକ୍ଷରୁ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ...

ଜିଲ୍ଲାପାଳଙ୍କ ବେଗୁନିଆପଡ଼ା ବ୍ଲକ ଗସ୍ତ ଓ କରୋନା ସମୀକ୍ଷା – ଦୋକାନୀଙ୍କୁ ପଞ୍ଚସୂତ୍ରୀ ନିୟମ...

0
କୋଦଳା : ୩/୯ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଗୁରୁବାର ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି କୋଭିଡ୍ ସମୀକ୍ଷା କରିଛନ୍ତି। ବ୍ଲକର କନଫରେନ୍ସ ହଲ୍...

ସଂକଟରେ କ୍ୟାନ୍ସର ରୋଗୀଙ୍କ ପରିବାର, ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ସରକାରଙ୍କୁ...

0
କୋଦଳା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ଅସହାୟ ଅବସ୍ଥାରେ କ୍ୟାନସରର ପୀଡିତ, ଦୁର୍ଦିନ ମଧ୍ୟରେ ଦିନ କାଟୁଛନ୍ତି ପୁରା ପରିବାର ଲୋକେ। ଏଭଳି ଏକ ଘଟଣା ନଜରକୁ ଆସିଛି...

ହଟିନି କରୋନା କଟକଣା, ପୁଣି ଦାଦନ ଖଟିବାକୁ ବାହାରିଲେ ପ୍ରବାସୀ ଓଡିଆ

0
କୋଦଳା: ୨୪ ଅଗଷ୍ଟ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ଦୀର୍ଘ ୫ ମାସରୁ ଅଧିକ ସମୟ ଧରି କରୋନା କଟକଣାରେ ଲୋକେ ପେଶୀ ହୋଇ ସାରିଲେଣି। ନା ଶାନ୍ତିରେ ବାହାରକୁ ଯାଇ...

ରୁଷିକୁଲ୍ୟା ରୟତ ମହାସଭା ଆନୁକୁଲ୍ୟରେ ବିଦ୍ୟାଳୟରେ ବୃକ୍ଷରୋପଣ

0
କୋଦଳା ୧୭ ଅଗଷ୍ଟ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ କେ ବରିଡ଼ା ଅମରେଶ୍ବର ବିଦ୍ଯାପୀଠ ଓ ନୋଡ଼ାଲ ଉଚ୍ଚ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ପରିସରରେ ଋଷିକୁଲ୍ୟା...

ଏକମାସ ଧରି କୋଦଳା ଏନଏସି ଲୋକେ ପିଉଛନ୍ତି ଗୋଳିଆ ପାଣି, ଅଭିଯୋଗ କଲେ ବି...

0
କୋଦଳା ୮ ଅଗଷ୍ଟ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀକୁ ନେଇ ସବୁଠି ଏବେ ଚିନ୍ତା ଲାଗି ରହିଥିବା ବେଳେ ସମସ୍ତଙ୍କୁ ସ୍ବଚ୍ଛ ରହିବାକୁ କିଭଳି ପ୍ରାଥମିକ ଦିଆଯିବ ସେ ନେଇ...

ରୁଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
କୋଦଳା : ୬ ଅଗଷ୍ଟ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ଦେଉଳିଆପଡା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପରିସରରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା...

ବିବାହର ୫ ମାସ ପରେ ନବବଧୂଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ରହସ୍ୟ ଘେରରେ

0
କୋଦଳା : ୪ ଅଗଷ୍ଟ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବାହାଘର ୫ ମାସ ନ ବିତୁଣୁ ନବବଧୂଙ୍କ ମୃତ୍ୟୁ ଘଟିଛି। ଏହା ଆତ୍ମହତ୍ୟା କି ହତ୍ୟା ତାହା ପୋଲିସ ସଠିକ୍ ଭାବେ...

ରାତିରେ କୋଭିଡ୍ କେୟାର୍ ରୁମ୍ ରୁ ଘରକୁ ଚାଲି ଆସୁଛନ୍ତି କରୋନା ସନ୍ଦିଗ୍ଧ, ତିରିଡାରେ...

0
କୋଦଳା ୩୦ ଜୁଲାଇ (ଓଡ଼ିଆ ପୁଅ) କରୋନା ମହାମାରୀ ଏବେ ଗଂଜାମ ଜିଲ୍ଲାରେ ଦାଉ ସାଧୁଥିବା ବେଳେ ପ୍ରତିଦିନ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ...

ମୋବାଇଲ୍ ନାହିଁ କି ନେଟୱର୍କ ରହୁନି, କେମିତି ସଫଳ ହେବ ଅନ୍ ଲାଇନ୍ ପାଠପଢା...

0
କୋଦଳା ୨୭ ଜୁଲାଇ (ଓଡ଼ିଆ ପୁଅ) କରୋନା ମହାମାରୀ ପ୍ରଭାବରେ ବେଶୀ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ। ପାଠପଢା ସଂପୂର୍ଣ୍ଣ ବ୍ୟାହତ ହୋଇଛି। ୨୦୨୦ - ୨୧ ଶିକ୍ଷାବର୍ଷରେ ଆରମ୍ଭ ହୋଇନି ପାଠପଢା। ଗତ...

୩୧୯ ରେ ପହଞ୍ଚିଲା ବେଗୁନିଆପଡ଼ା ବ୍ଳକ ପଜିଟିଭ୍ ସଂଖ୍ୟା – ସାନିଟାଇଜ୍ ହେଉ ନଥିବାରୁ...

0
କୋଦଳା ୨୬ ଜୁଲାଇ (ଓଡ଼ିଆ ପୁଅ) ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ଏହି ସଂଖ୍ୟା ମଧ୍ୟ କିଛି ଦିନ ହେବ ଅଧିକରୁ ଅଧିକ...

କୋଦଳା ସବ୍ ଜେଲ୍ ରେ ୧୨ ପଜିଟିଭ୍ ଚିହ୍ନଟ, ମାତ୍ରାଧିକ କଏଦୀଙ୍କୁ ନେଇ ସୁରକ୍ଷା...

0
କୋଦଳା ୨୫ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବ୍ରହ୍ମପୁର ଜେଲ୍ ରୁ ୪୪ କଏଦୀଙ୍କ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାର ସମସ୍ତ ସବ୍ ଜେଲ୍ ଗୁଡିକରେ ମଧ୍ୟ ସୁରକ୍ଷା...

ମୃତ୍ୟୁ ପରେ ବି ମିଳିଲାନି କରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ସମ୍ମାନ, ମାନବିକତା ଦେଖାଇ ଶବ...

0
କୋଦଳା ୨୫ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧାଙ୍କ ମୃତଦେହ। କରୋନା ପରି ମହାମାରୀ ସମୟରେ ଯିଏ ଆଗ ଧାଡ଼ିର ଯୋଦ୍ଧା ସାଜିଥିଲେ, ତାଙ୍କ...

କରୋନା କଟକଣା ପାଇଁ ବନ୍ଦ ହେବକି ବିଘ୍ନରାଜଙ୍କ ପୂଜା, ଅନିଶ୍ଚିତତା ମଧ୍ୟରେ ମୂର୍ତ୍ତି କାରିଗର,...

0
କୋଦଳା ୨୪ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ଆଉ ମାତ୍ର ମାସେ ପରେ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ। ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଆରମ୍ଭ କରି ବିଶ୍ୱକର୍ମା, ମା ଦୁର୍ଗା, ମା...

ଶ୍ରାବଣରେ ବର୍ଷା ଉଭାନ୍, ପାଣି ନଥିବାରୁ ତଳି ପୋଡ଼ି ଗଲାଣି, ଅଧାରେ ଅଟକିଛି ରୁଆ...

0
କୋଦଳା ୨୧ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଚିତାଲାଗି ଅମାବାସ୍ୟା ସରିଲା। ଶ୍ରାବଣ ମାସର ଅଧା ସରି ଗଲାଣି। ବର୍ଷାର ଦେଖା ନାହିଁ। ଜମି ଶୁଖିଲା ପଡିଛି।ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର...

କରୋନା ସଚେତନତା କେବଳ ସୋସିଆଲ ମିଡିଆରେ ସିମୀତ

0
କୋଦଳା ୨୦ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା କରୋନାକୁ ନେଇ ଏବେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ୨୦୦ ରୁ ଅଧିକ ପଜିଟିଭ୍ ଚିହ୍ନଟ...

ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା, କେ ବରିଡ଼ା ପଞ୍ଚାୟତ ୭ ଦିନ ପାଇଁ...

0
କୋଦଳା ୧୮ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା...

ବିନା ଦସ୍ତଖତରେ ବିଡିଓଙ୍କ ଏହି ଚିଠି ଅସଲି ନା ନକଲି – ସୋସିଆଲ ମିଡିଆରେ...

0
କୋଦଳା ୧୭ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ।) ଅଧୁନା ସୋସିଆଲ୍ ମିଡିଆର ବ୍ୟବହାର ମାତ୍ରାଧିକ ହୋଇଛି। କୌଣସି ଘଟଣା ଦୁର୍ଘଟଣା ଟିଭି ପରଦାରେ ଆସିବା ପୂର୍ବରୁ ସୋସିଆଲ ମିଡିଆ ଯେପରିକି ଫେସବୁକ,...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ମର୍ଦକୋଟ ସରପଞ୍ଚ, ଆଜିଠାରୁ ୭ ଦିନ ପାଇଁ ମର୍ଦକୋଟ...

0
କୋଦଳା ୧୭ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲାରେ ସଂକ୍ରମଣ...