Home 2020

Yearly Archives: 2020

ନାବାଳକ ବିଷ ପିଇବା ମାମଲା : ଗୃହକର୍ତ୍ତାଙ୍କୁ ବାନ୍ଧିଲା ପୁଲିସ୍

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ବରପଦୀ ଗ୍ରାମରେ ଘରୋଇ ଚାକର ଭାବେ ନିୟୋଜିତ ଜନୈକ ନାବାଳକ ବିଷ ପିଇବା ଘଟଣାରେ ବନ୍ତ...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପିର ସାମ୍ବାଦିକ ସମ୍ମିଳନୀ , ୧୪ରେ ଜିଲ୍ଲାପାଳ ଅଫିସ ଓ ୧୫ରେ...

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ସରକାରୀ ମେଡିକାଲ କଳେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଆଜି ପର୍ଯ୍ୟନ୍ତ...

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ପ୍ରତିମୂର୍ତ୍ତି ଭଦ୍ରକ ବାଇପାସ୍ ଛକରେ ମନ୍ତ୍ରୀ ଜ୍ୟୋତି...

୪୦ପରସେଣ୍ଟ ଲେସରେ କାମ ହେବାରୁ ଜଳସମ୍ପଦ ବିଭାଗର ୬୭ କୋଟି ଟଙ୍କା ପାଣିରେ ପଡିଲା । ୫ବର୍ଷପରେ ବି...

ହାଟଡିହି-୯/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) ତଳ ମୁଣ୍ଡରେ ଥିବା ଚାଷୀ ମାନଙ୍କ ଜମିକୁ କିପରି ସହଜରେ ପାଣି ମଡାଯାଇ ପାରିବ ଓ ମରୁଡି ସମୟରେ ସୁଚାରୁରୁପେ ଜଳସେଚନର ସୁବିଧା ନିମନ୍ତେ ସରକାର...

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିଆରା ଢ଼ଙ୍ଗରେ ପ୍ରଥମାଷ୍ଟମୀ ପାଳନ

ହାଟଡ଼ିହି, ୯ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଅଭିନବ ଉପାୟରେ ପ୍ରଥମାଷ୍ଟମୀ ପାଳନ କରାଯାଇଛି । ଏହି...

ଜିଲ୍ଲା ସମ୍ପାଦକ ଓ ବ୍ଲକ ସଭାପତିଙ୍କୁ ଶୁଭେଚ୍ଛା

ହାଟଡ଼ିହି, ୯ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତାରିଣୀ ପ୍ରସାଦ ସେନାପତି ଓ ବ୍ଲକ ଛାତ୍ର ବିଜେଡି ସଭାପତି ଗିରିଶ କୁମାର...

ଗୁମ୍ଫାମୟ କୋଟଗଡ ଅନନ୍ତ ଗୁମ୍ଫା ଏବେବି ଅବହେଳିତ

ନୟାଗଡ/୦୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ସେ ମଧ୍ୟରୁ ବିଶେଷ ଆକର୍ଷଣ ହେଉଛି ରାଜସୁନାଖଳା ଗ୍ରାମ ପଞ୍ଚାୟତ କୋଟଗଡ ନିକଟସ୍ଥ ଅନନ୍ତ ଗୁମ୍ଫା ...

– ଆଖି –

0
।।ଆଖି ଆଜି ମୋର ଲୁହର ସାଗର ମନ ମୋର ମରୁବାଲି, କାହା ପାଇଁ ଆଜି ଏ' ସ୍ମୃତିର ପାହାଡ଼ ଉପରେ ରଚୁଛି ବସି ଅତୀତ ଖାଲି। ଅତୀତଟା ଏଡ଼େ ଭୟଙ୍କର ଡର ଲାଗେ ନିଜ ମନକୁ, ଫେରି ତ' ହେବନି ଆଉ...

ଦୁଇ ବାଇକ ମୁହାଁ ମୁହିଁ ଧକ୍କା,ଦେଖି ଫଟୋ ଉଠାଉ ଥିଲେ ଉଠାଇଲେ ନାହିିଁ 

ବାହାନଗା,୮ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବିଦୁ- ନୀଳଗିରୀ ରାସ୍ତାର କାଣ୍ଡଗରିଡ଼ି ଛକ ଏକ ବାଙ୍କ ନିକଟରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ...

ସୋର ବିଧାୟକଙ୍କ ବାହନଗା ବ୍ଲକ ଗସ୍ତ ଅବସରରେ

ବାହାନଗା,୮ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ସ୍ଥାନକୁ ସୋର ବିଧାୟକ ପର୍ଶୁରାମ ଧଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଓ ଉଦଘାଟନ କରିଥିବାର...

ନୋସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ୨୨ରେ

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବିଦ୍ୟୁତ୍‍କର୍ମଚାରୀ ସଂଘ ସମନ୍ୱୟ ସମିତିର ଆହ୍ୱାନକ୍ରମେ ୫ଟି ଜିଲାରେ କାର୍ଯ୍ୟରତ ବିଦ୍ୟୁତ୍‍ଶ୍ରମିକ କର୍ମଚାରୀ ଆସନ୍ତା ୨୨ ତାରିଖ ଦିନ ରେମୁଣା ଗୋଲେଇସ୍ଥିତ ନେସ୍କୋ ମୁଖ୍ୟ ଦପ୍ତରକୁ ଘେରାଉ...

ବାଲେଶ୍ୱରରେ ପବିତ୍ର ପ୍ରଥମାଷ୍ଟମୀ

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳୀୟ ସଂସ୍କୃତିର ଅନ୍ୟତମ ପର୍ବ ପବିତ୍ର ପ୍ରଥମାଷ୍ଟମୀ ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଶ୍ରଦ୍ଧାର ସହ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ଗତ ଏପ୍ରିଲ ମାସରୁ କରୋନା କଟକଣା...

ଏସୟୁସିଆଇ ସଦର ଶାଖା ପକ୍ଷରୁ ବନ୍ଦ

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଚାଷୀ ସଂଗଠନଙ୍କ ଆହ୍ୱାନ କ୍ରମେ ବାଲେଶ୍ୱରରେ ପାଳିତ ଭାରତ ବନ୍ଦ ସମର୍ଥନରେ ଶ୍ରମିକ ସଂଗଠନ ‘ଏସୟୁସିଆଇ’ ବାଲେଶ୍ୱର ସଦର ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା।...

କେନ୍ଦ୍ରମନ୍ତ୍ରୀଙ୍କ ସହ‘ଫିଉଚର ବାଲେଶ୍ୱର’ର କର୍ମକର୍ତ୍ତାଙ୍କ ଆଲୋଚନା

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ସମାଜସେବାକୁ ଜିଲାସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନବଗଠିତ ସ୍ୱେଚ୍ଛାସେବୀ ସଂଗଠନ ‘ଫିଉଚର ବାଲେଶ୍ୱର’ର ଏକ ପ୍ରତିନିଧି ଦଳ ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାକ୍ଷାତ ସହ...

ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାର ସହ ଭାରତ ବନ୍ଦ ପାଳନ

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ କୃଷି ଆଇନ୍‍ବିରୋଧରେ ତଥା ପଞ୍ଜାବ କୃଷକଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ସୋମବାର ଦିନ ୪ ଘଣ୍ଟିଆ ପ୍ରତୀକ ଧର୍ମଘଟ ବା ଭାରତବନ୍ଦ ପାଳିତ...

ଗୌଣିଘଷା ଗ୍ରାମରେ ବାଲ୍ୟ ବିବାହକୁ ବନ୍ଦ କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆସ୍ପାୟର ’

0
ହରିଚନ୍ଦନପୁର, ତା ୮ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୌଣିଘଷା ପଞ୍ଚାୟତ ବାହାବାହାଲି ସାହିରେ ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର । ସୂଚନା...

ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ପଣ୍ଡାପଡା ଠାରେ ବନ୍ଦ ପାଳନ

ହରିଚନ୍ଦନପୁର, ତା ୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ୩ଟି କୃଷି ସଂଶୋଧନ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ବାନକୁ...

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି) ୨୦୨୦ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି। ଚଳିତବର୍ଷ ଆଇଏମ୍‌ସିର ବାର୍ତ୍ତା ହେଉଛି- ‘ଇନ୍‌କ୍ଳୁସିଭ ଇନୋଭେସନ-...

କୃଷି ଓ କୃଷକ କଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ: ବିଜେପି

0
ଭୁବନେଶ୍ୱର: ଆତ୍ମନିର୍ଭର ଭାରତର ଆଧାର ଆତ୍ମନିର୍ଭର କୃଷକ ହୁଅନ୍ତୁ, ଏଥିପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ଆର୍ଥିକ ସଂପର୍ଣ୍ଣ ହେଲେ, କୃଷକ ଆତ୍ମନିର୍ଭର ଜୀବନ ବଞ୍ଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ସମେତ...

ପ୍ରବାସୀଙ୍କ ସଂଖ୍ୟାକୁ ନେଇ ସରକାରୀ ତଥ୍ୟ ଏବେବି ଅସ୍ପଷ୍ଟ, କର୍ମକ୍ଷେତ୍ରକୁ ବାହୁଡିଲେଣି ଅଧିକାଂଶ ପ୍ରବାସୀ, ଶ୍ରମ କାର୍ଯ୍ୟାଳୟରେ ନାହିଁ...

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ମାହାମାରୀ ପାଇଁ ସରକାର ଜାରୀ କରିଥିବା ଲକ୍‌ଡାଉନ କଟକଣା କିଛିଟା କୋହଳ ହେବା ପରେ ପ୍ରବାସୀଙ୍କ ଘର ବାହୁଡ଼ା ଆରମ୍ଭ ହୋଇଗଲା...