Home କେନ୍ଦୁଝର ଜିଲ୍ଲା ସମ୍ପାଦକ ଓ ବ୍ଲକ ସଭାପତିଙ୍କୁ ଶୁଭେଚ୍ଛା

ଜିଲ୍ଲା ସମ୍ପାଦକ ଓ ବ୍ଲକ ସଭାପତିଙ୍କୁ ଶୁଭେଚ୍ଛା

74

ହାଟଡ଼ିହି, ୯ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତାରିଣୀ ପ୍ରସାଦ ସେନାପତି ଓ ବ୍ଲକ ଛାତ୍ର ବିଜେଡି ସଭାପତି ଗିରିଶ କୁମାର ସ୍ୱାଇଁଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଶିଶିର ବେହେରା, ନିର୍ମଳ ସେଠୀ, ତପନ ସେଠୀ, ସରୋଜ ତରେଇ, ପ୍ରତାପ ସେନାପତି, ବିଚିତ୍ର ମଲ୍ଲିକ,ବେଣୁଧର ପଣ୍ଡା, ଟୁକୁ ପ୍ରଧାନ, ଦୀପକ ମହାନ୍ତି, ପପୁନି, ସୁନିଲ, ରିଙ୍କୁଙ୍କ ସମେତ ଶତାଧିକ ଯୁବ ଛାତ୍ର ସଂଗଠନର ସଦସ୍ୟ ମାନେ ସମ୍ପାଦକ ଓ ସଭାପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି । ପରେ ପରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତାରିଣୀ ସେନାପତି ଓ ଛାତ୍ର ବିଜେଡି ସଭାପତି ଗିରିଶ କୁମାର ସ୍ୱାଇଁ ତାଙ୍କ ସମର୍ଥକ ମାନଙ୍କ ସହିତ ବିଧାୟକଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଏପରି ଦାୟିତ୍ୱ ନ୍ୟସ୍ତ କରିଥିବାରୁ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଥିଲେ । ଆଗାମି ଦିନରେ କିପରି ବିଜେଡି ସଂଗଠନକୁ ଅଧିକ ମଜବୁତ କରାଯାଇ ପାରିବ ସେନେଇ ବିଧାୟକ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.