Home 2020
Yearly Archives: 2020
ମନୋଜ ଦାସଙ୍କ ଆରୋଗ୍ୟ ନିମନ୍ତେ ଦୀପ ଦାନ
ତାଳଚେର,୨୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବାଣୀ ସରସ୍ୱତୀ ପଦ୍ମଭୂଷଣ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ସନ୍ଧ୍ୟାରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ମା ହିଙ୍ଗୁଳା ପାଠାଗାର...
ଶିଶୁ ନିଖୋଜ, ଅପହରଣ ଓ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପ୍ରତିବାଦରେ କଂଗ୍ରେସର ଧାରଣା
କୋରାପୁଟ ୨୧-୧୨ (ଓଡିଆ ପୁଅ /ରଂଜନ ଦାସ) ରାଜ୍ୟରେ ଶିଶୁ ନିଖୋଜ, ଅପହରଣ ଓ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଭଳି ଘଟଣାର ପ୍ରତିବାଦ କରି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ପୋଲିସ...
୧୯୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ
କୋରାପୁଟ ୨୧-୧୨ (ଓଡିଆ ପୁଅ /ରଂଜନ ଦାସ) ମାଛକୁଣ୍ଡ ପୋଲିସ ଦ୍ୱାରା ୧୯୮ କିଲୋ ଗଞ୍ଜେଇ ସହ ୨ଟି ଗାଡି ଜବତ କରା ଯାଇଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ଜଣ ହେଲେ...
ନୟାଗଡ଼ର ବହୁ ଚର୍ଚ୍ଚିତ ପରିହତ୍ୟାର ମୁଖ୍ୟ ଅଭିଯୁକ୍ତ ପୋକ୍ସୋ କୋର୍ଟରେ – ତଦନ୍ତ ପାଇଁ ପରୀର ଫ୍ରକ୍, ହାଡ଼,...
ନୟାଗଡ଼, ୨୧ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁରର ପରିହତ୍ୟାର ପର୍ଦ୍ଦାଫାସ ହୋଇଛି। ଏସ୍ନଆଇଟି ଦ୍ୱାରା ତଦନ୍ତ ଚାଲିଥିବାବେଳେ ପରିହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସୋମବାର ପୋକସୋ କୋର୍ଟରେ...
ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ
ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : ନୟାଗଡ଼ର ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ବିଜେପି ହୀନ ରାଜନୀତି କରୁଛି। ରାଜ୍ୟ ସରକାର ବିଜେପି ଚାପର ବଶବର୍ତ୍ତୀ ନହୋଇ ଘଟଣାର ଉଚିତ ଓ...
ଅଟୋ ଚାଳକମାନଙ୍କ ବିକ୍ଷୋଭ
ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : କରୋନା ମହାମାରୀ ପାଇଁ ପୁରୀର ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାବେଳେ ସହର ତଥା ଜିଲ୍ଲାର ଅଟୋ ଚାଳକମାନେ ଆର୍ଥିକ ଅଭାବ ଅନଟନ ଦେଇ ଗତି...
ଆଉ ଗୋଟିଏ ଦିନ ପରେ ମିଳିବ କାଳିଆ ଦର୍ଶନ
ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : ଦୀର୍ଘ ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ। ଏଥିପାଇଁ ବିସ୍ତୁତ ଏସଓପି ପ୍ରସ୍ତୁତ ହୋଇଛି। ପ୍ରଥମ ତିନିଦିନ ଅର୍ଥାତ, ୨୩...
କଳମଛୁଇଁରେ ଧାନମଣ୍ଡି ଉଦ୍ଘାଟିତ
ତାଳଚେର,୨୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ...
ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ୯୩ ବର୍ଷ ବୟସରେ ଦେହାନ୍ତ
ନୂଆ ଦିଲ୍ଲୀ ଡିସେମ୍ବର ୨୧ (ଓଡ଼ିଆ ପୁଅ) ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କର ଦିଲ୍ଲୀର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ୯୩ ବର୍ଷ ବସରେ ହେବ ତ୍ୟାଗ...
କରୋନାର ନୂଆ ଅବତାର : ସରକାରଙ୍କ ଚିନ୍ତା – ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ
ନୂଆ ଦିଲ୍ଲୀ ଡିସେମ୍ବର ୨୧ (ଓଡ଼ିଆ ପୁଅ) : ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନରେ କରୋନାଭାଇରସର ଏକ ନୂତନ ପ୍ରକାର ଅବତାର ଭୟଙ୍କର ରୂପ ନେଇ ଆସିଛି। ଅନେକ କ୍ଷେତ୍ରରେ ଲକଡାଉନ୍ କରାଯାଇଛି। ଏହି...
‘ଜାଗୋ’ ସଂଗଠନ ପକ୍ଷରୁ ଚାନ୍ଦିପୁର ବେଳାଭୂମି ସଫେଇ
ବାଲେଶ୍ୱର, ୨୦ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଜଗନ୍ନାଥ ଗ୍ରୁପ ଅଫ୍ ଓଡ଼ିଶା’(ଜାଗୋ) ପକ୍ଷରୁ ରବିବାରରେ ଚାନ୍ଦିପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁରରେ...
ଆନ୍ଦୋଳନରେ ମୃତ କୃଷକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି, ପ୍ରତ୍ୟେକ ଜିଲାରୁ କୃଷକ ପ୍ରତିନିଧିଙ୍କ ଦିଲ୍ଲୀଯାତ୍ରା ନିଷ୍ପତି
ବାଲେଶ୍ୱର, ୨୦ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦୀର୍ଘ ୨୪ ଦିନଧରି ଦିଲୀରେ ଆନ୍ଦୋଳନ ଜାରି ରଖିଥିବା କୃଷକଙ୍କ ମଧ୍ୟରୁ ପ୍ରବଳ ଥଣ୍ଡାରେ ୩୦ଜଣଙ୍କର...
ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶୁକ୍ରବାର ଭଦ୍ରକ ବ୍ଳକ ଅଧିନସ୍ଥ ଜଗଦଳପୁର ପଞ୍ଚାୟତରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍ଘାଟନ...
ଟ୍ରେନ ଲାଇନ ପାଖରେ ଶୋଇଥିବା ଯୁବକଙ୍କ ହାତ କଟି ଗୁରୁତର
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ-ଧାମରା ରେଳପଥରେ ଗତକାଲି ରାତିରେ ଟ୍ରେନ ଲାଇନ ପାଖରେ ଶୋଇଥିବା ଜଣେ ଯୁବକଙ୍କ ହାତ କଟି ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରକାଶ...
ପୁଣି ଉଠିଲା ତ୍ରୀଶଳପୁର ଠାରେ ଗଳାପୋଲ ଦାବି ଆନ୍ଦୋଳନ ଡାକରା ଦେଲେ ୨ଟି ପଞ୍ଚାୟତର ଅଧିବାସୀ
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୬ ନମ୍ବର ଜାତୀୟ ରାଜପଥରେ ଚରମ୍ପା ବଜାର ଠାରୁ ୬ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ କୌଣସି ଗୋଟିଏ ଗଳାପୋଲ ବା ଅଣ୍ଡରପାସ ନାହିିଁ।...
ଗାନ୍ଧୀ ବାଳାଶ୍ରମରେ ରକ୍ତଦାନ ଶିବିର
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗାନ୍ଧୀ ଓଡ଼ିଶା ଓ ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।...
ଶହୀଦ୍ ହୋଇଥିବା କୃଷକ ଯୋଦ୍ଧାମାନଙ୍କ ସ୍ମୃତିରେ ଭଦ୍ରକରେ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦିଲ୍ଲୀ ଚଲୋ ଆନ୍ଦୋଳନରେ ଶହୀଦ୍ ହୋଇଥିବା କୃଷକ ଯୋଦ୍ଧାମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଭଦ୍ରକର ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତ ସଂଯୁକ୍ତ...
ଖୋଲିଲା ଧାନକିଣା ମଣ୍ଡି
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାରୀ ଦରରେ ଚାଷୀଙ୍କ ଠାରୁ ସରକାର ସିଧା ସଳଖ ପାକ୍ସ, ସ୍ୱୟଂ ସହାୟକ ଗୋଷ୍ଠୀ, ସେବା ସମବାୟ ଜରିଆରେ ଧାନ କ୍ରୟ କରୁଛନ୍ତି।...
ସୌନ୍ଦର୍ଯ୍ୟକରଣ ପାଖରେ ଅଟକିଛି ଦୋକାନଗୃହ ଆବଂଟନ – ଲକ୍ଷ ଲକ୍ଷ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି...
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନବନିର୍ମିତ ମାର୍କେଟ କଂମ୍ଲେକ୍ସ ସୈାନ୍ଦର୍ଯ୍ୟକରଣ ପାଖରେ ଅଟକିଛି ଭଦ୍ରକ ପୈାରପାଳିକାର ଦୋକାନ ଗୃହ ଆବଂଟନ। ତେଣେ ଘରପାଇଁ ପୈାରପାଳିକାକୁ ଲକ୍ଷ ଲକ୍ଷ ଟଙ୍କା...
ଉଠା ଦୋକାନ ଉପରେ ଚଢିଗଲା ଟ୍ରକ, ଡ୍ରାଇଭର ଗୁରୁତର
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାଣିତାଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଟ୍ରକ ( ଟିଏନ ୩୪ଓ୍ୟାଇ...







