Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

73

ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : ନୟାଗଡ଼ର ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ବିଜେପି ହୀନ ରାଜନୀତି କରୁଛି। ରାଜ୍ୟ ସରକାର ବିଜେପି ଚାପର ବଶବର୍ତ୍ତୀ ନହୋଇ ଘଟଣାର ଉଚିତ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉପଯୁକ୍ତ ଦୋଷୀକୁ ଗିରଫ ଦାବିରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳା କଂଗ୍ରେସର ନେତୃବୃନ୍ଦ ଧାରଣାରେ ବସିଥିଲେ। ପରୀକୁ ଉପଯୁକ୍ତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଚୁପ ରହିବ ନାହିଁ ବୋଲି କହିଛି କଂଗ୍ରେସ ଦଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.