ଖରାପ ପାଗ କାରଣରୁ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୦୧ ଯାତ୍ରୀ ଥିଲେ ବିମାନରେ

ମେକ୍ସିକୋ ୧-୮ (ଓଡ଼ିଆ ପୁଅ) ମେକ୍ସିକୋର ଦୂରଙ୍ଗୋ ସହରରେ ଖରାପ ପାଣିପାଗ କାରଣରୁ ମଙ୍ଗଳବାରଦିନ ରାତିରେ ଏୟାର ମେକ୍ସିକୋ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣାରେ କୌଣସି ଲେକଙ୍କର ମୃତ୍ୟୁର ଖବର ଆସି ନାହିଁ। ୮୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଟି ଜଣଙ୍କର ଅବସ୍ଥା ଗୁରୁତର ଅଛି। ବିମାନରେ କ୍ରିଉ ସମେତ ୧୦୧ ଜଣ ଯାତ୍ରୀ ଥିଲେ। ବିମାନ ଏଏମ ୨୪୩୧ ଦୂରଙ୍ଗୋ ଗ୍ଵାଦାଲୂପେ ଭିକ୍ଟୋରିୟା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ରାଜଧାନୀ ମେକ୍ସିକୋ ସିଟି ଯାଉଥିଲା। ଅଧିକାରୀଙ୍କ ମୁତାବିକ, ବିମାନ ଭାରୀ ବର୍ଷା ଏବଂ ବରଫ ପଡ଼ିବା ସମୟରେ ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିଲା। ପ୍ରାୟ ୧୫ ମିନଟ ପରେ ଦୁର୍ଘଟଣା ହୋଇଥିଲା।…

"ଖରାପ ପାଗ କାରଣରୁ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୦୧ ଯାତ୍ରୀ ଥିଲେ ବିମାନରେ"

ଆଫଗାନିସ୍ଥାନରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ ୩୧ ଆହତ

ଜଲାଲାବାଦ ୩୧-୭ (ଓଡ଼ିଆ ପୁଅ) ପୂର୍ବ ଆଫଗାନିସ୍ଥାନରେ ମଙ୍ଗଳବାରଦିନ ଏକ ସରକାରୀ ବିଲ୍ଡିଂ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟର ଅନେକ ଘଣ୍ଟା ପରେ ଏହା ସମାପ୍ତ ହୋଇଥିଲା। ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିଯେ, ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅତି କମରେ ୧୪ ଜଣ ଲୋକ ଆହତ ହୋଇଛନ୍ତି। ନାଙ୍ଗରହାର ପ୍ରାନ୍ତର ଗଭର୍ନରଙ୍କର ପ୍ରବକ୍ତା ଅତାଉଲ୍ଲା ଖୋଗୟାନୀ ନେ କହିଛନ୍ତି, ‘ ଏହି ଅପରେସନ୍ ସମାପ୍ତ ହୋଇଛି ଏବଂ ଦୁଇଜଣ ଆକ୍ରମଣକାରୀଙ୍କୁ ସୁରକ୍ଷା କର୍ମୀମାନେ ମାରିଛନ୍ତି।’ ଅନ୍ୟ ପଟେ ପଶ୍ଚମ ପ୍ରାନ୍ତରେ ମଙ୍ଗଳବାର ଦିନ ଏକ ବମ ବିଷ୍ପୋରଣରେ ୧୧ଜଣ ଲୋକଙ୍କର ମୃତ୍ୟୁ…

"ଆଫଗାନିସ୍ଥାନରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ ୩୧ ଆହତ"

ପାକିସ୍ତାନ ସାଧାରଣ ନିର୍ବାଚନରେ ବିଜୟ ଲାଭ କଲେ ପ୍ରଥମ ହିନ୍ଦୁ ପ୍ରାର୍ଥୀ ମହେଶ ମଲାନୀ

ଇସଲାମାବାଦ ୨୮-୭ (ଓଡ଼ିଆ ପୁଅ) : ପାକିସ୍ତାନ ସାଧାରଣ ନିର୍ବାଚନ ୨୦୧୮ ର ଫଳାଫଳ ଆସିଛି। ପାକିସ୍ତାନ ପୀପୁଲ୍ସ ପାର୍ଟୀ (ପିପିପି) ର ମହେଶ କୁମାର ମଲାନୀ ପ୍ରଥମ ହିନ୍ଦୁ ପ୍ରାର୍ଥୀ ଅଟନ୍ତି, ଯିଏକି ନ୍ୟାସନାଲ ଆସେମ୍ବଲୀ ସିଟରେ ବିଜୟ ଲାଭ କରିଛନ୍ତି। କୁହାଯାଇପାରେଯେ, କି ଦେଶରେ ଅଣ ମୁସଲିମଙ୍କୁ ୧୬ ବର୍ଷ ପୂର୍ବରୁ ସାଧାରଣ ନିର୍ବାଚନରେ ଭୋଟ ଦେବା ଏବଂ ନିର୍ବାଚନ ଲଢ଼ିବାର ଅଧିକାର ମିଳିଥିଲା। ଏହା ପରେ ମଲାନୀ ପ୍ରଥମ ହିନ୍ଦୁ ଭାବେ ପାକିସ୍ତାନ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ଡନ ଖବର କାଗଜ ଅନୁଯାୟୀ ମଲାନୀ ଦକ୍ଷିଣ ସିନ୍ଧ ପ୍ରାନ୍ତର ଥାରପରକର ଦ୍ଵିତୀୟ ସିଟରେ ନିର୍ବାଚନ ଲଢ଼ି ୧୪ ଜଣ…

"ପାକିସ୍ତାନ ସାଧାରଣ ନିର୍ବାଚନରେ ବିଜୟ ଲାଭ କଲେ ପ୍ରଥମ ହିନ୍ଦୁ ପ୍ରାର୍ଥୀ ମହେଶ ମଲାନୀ"

ବଲିଉଡ଼୍ ଅଭି‍ନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରୀକାର ଗାୟକ ନିକ୍ ଜୋନାସ୍ ଙ୍କ ହେଲା ନିର୍ବନ୍ଧ, ଅକ୍ଟୋବର ହୋଇପାରେ ବିବାହ!

ମୁମ୍ବାଇ ୨୭-୭ (ଓଡ଼ିଆ ପୁଅ) ବଲିଉଡ଼୍ ଅଭ‍ିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଆମେରୀକାର ସିଙ୍ଗର ନ‍ିକ ଜୋନାସଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି। ର‍ିପୋର୍ଟ୍ସ ମୁତାବକ ଦୁଇଜଣଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଛି। ଅକ୍ଟୋବରରେ ଦୁଇଜଣ ବିବାହ କରିବେ। People.com ର ଖବରରୁ ପ୍ରିୟଙ୍କା ଏବଂ ନ‍ିକଙ୍କର ବିବାହର ଖବର ପୁଷ୍ଟି ହୋଇଛି। ୱେବସାଇଟ ସୂତ୍ରରୁ ମିଳିଥିବା ସୂଚନା ମୁତାବ‍କ ପ୍ରିୟଙ୍କା ଚୋପଡ଼ା ଏକ ସପ୍ତାହ ପୂର୍ବରୁ ନିଜର ଜନ୍ମରେ ନ‍ିକ ଜୋନାସଙ୍କ ସହିତ ନିର୍ବନ୍ଧ କରିଛନ୍ତି। ୱେବସାଇଟ ମୁତାବ‍କ, ନ‍ିକ ଜୋନାସ ନ୍ୟୁୟର୍କର ଏକ ଜ୍ଵୈଲରୀ ଦୋକାନରୁ ଷ୍ଟୋନର ପ୍ରିୟଙ୍କା ଙ୍କ ପାଇଁ ବେଶ୍ ଦାମି ର‍ିଂଗ କିଣିଥିଲେ। ସୂତ୍ରରୁ ଜଣାପଡ଼ିଛି କି ଯେତେବେଳେ ନିକ୍ ଷ୍ଟୋ‍ରେର…

"ବଲିଉଡ଼୍ ଅଭି‍ନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରୀକାର ଗାୟକ ନିକ୍ ଜୋନାସ୍ ଙ୍କ ହେଲା ନିର୍ବନ୍ଧ, ଅକ୍ଟୋବର ହୋଇପାରେ ବିବାହ!"

ତାଜା ଖବର: କାବୁଲ ଏୟାରପୋର୍ଟରେ ଆତ୍ମଘାତୀ ଆକ୍ରମଣ ୧୦ ମୃତ, ଅନେକ ଆହତ

କାବୁଲ ୨୨-୭ (ଓଡ଼ିଆ ପୁଅ): ପ୍ରାୟତଃ ଏକ ବର୍ଷ ନିର୍ବାସନରେ ରହିବାପରେ ଅଫଗାନିସ୍ତାନର ଉପ ରାଷ୍ଟ୍ରପତି ଅବ୍ଦୁଲ ରଶିଦ ଦୋସ୍ତମ ଦେଶକୁ ଫେରିଛନ୍ତି। ତାଙ୍କର ଫେରିବାର କିଛି ସମୟ ପରେ କାବୁଲର ହାମିତ କରଜାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଏକ ବିଷ୍ପୋରଣ ହୋଇଥିଲା। ଏଥିରେ ଅତି କମରେ ୧୦ ଜଣ ଲୋକଙ୍କର ମୃତ୍ୟୁର ଖବର ମିଳିଛି। ଆକ୍ରମଣରେ ଅନେକ ଆହତ ମଧ୍ୟ ହୋଇପାରନ୍ତି। ବିମାନ ବନ୍ଦର ଉପରେ ଉପସ୍ଥିତ ଏଏଫପିର ଜଣେ ରିପୋର୍ଟର କହିଛନ୍ତି କି ବିଷ୍ପୋରଣ ସେହି ସମୟ ହେଲା ଯେତେବେଳେ ଦୋସ୍ତମ, ସରକାରୀ ଅଧିକାରୀ ଏବଂ ସମର୍ଥକଙ୍କର ବଡ଼ ସଂଖ୍ୟା ବିମାନ ବନ୍ଦରରୁ ବାହାରକୁ ଆସୁଥିଲେ। ପୁଲିସ ମଧ୍ୟ ଏହି ଆତ୍ମଘାତୀ…

"ତାଜା ଖବର: କାବୁଲ ଏୟାରପୋର୍ଟରେ ଆତ୍ମଘାତୀ ଆକ୍ରମଣ ୧୦ ମୃତ, ଅନେକ ଆହତ"

ଗୁଗୁଲ ଉପରେ ଲାଗିଲା ୩୪,୫୨୪ କୋଟି ଟଙ୍କାର ଜରିମାନା

– ଗୁଗୁଲକୁ ୟୁରୋପରେ ବଡ଼ ଝଟକା ଲାଗିଛି। – ୟୁରୋପୀଯ ୟୁନିୟନ ଗୁଗୁଲ ଉପରେ ୫ ଆରବ ଡଲାର (୩୪,୫୨୪ କୋଟି ଟଙ୍କା) ର ଜରିମାନା ଲଗାଇଛନ୍ତି। ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) : Google ଉପରେ ୟୁରୋପୀୟ ୟୁନିୟନ ବଡ଼ ଜରିମାନା ଲଗାଇଛନ୍ତି। ୟୁରୋପିଆନ୍ ୟୁନିୟନର କଂପିଟିସନ କମିଶନ ଆଣ୍ଡ୍ରାଏଡ ଆଣ୍ଟିଟ୍ରଷ୍ଟ କେସରେ ଏହି ଜରିମାନା ଲଗାଇଛନ୍ତି। କମିଶନ ମାର୍କେଟରେ ନିଜର ପୋଜିସନର ଅନୁଚିତ ବ୍ୟବହାର କରିବା ଉପରେ ଏହି ଜରିମାନା ଲଗାଇଛନ୍ତି। ଗୁଗୁଲକୁ ୯୦ ଦିନର ସମୟ ଦିଆଯାଇଛି। ଯଦି ଗୁଗୁଲ ଏହି ସମୟରେ ମଧ୍ୟରେ ନିୟମ ନମାନେ ତେବେ ତା’ ଉପରେ ପେରେଣ୍ଟ କମ୍ପାନୀ ଅଲ୍ଫାବେଟର ଡେଲୀ ୱାର୍ଲ୍ଡ ୱାଇଡ ଟର୍ନଓଭରର…

"ଗୁଗୁଲ ଉପରେ ଲାଗିଲା ୩୪,୫୨୪ କୋଟି ଟଙ୍କାର ଜରିମାନା"

କ୍ୟାଟୱାକ ସମୟରେ ଝିଅକୁ ସ୍ତନପାନ କରାଇଲେ ମଡେଲ , ସୋସିଆଲ ମିଡ଼ିଆରେ ବବାଲ, ଦେଖନ୍ତୁ Video

ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଆଜିର ଦିନରେ ସୋସିଆଲ ମିଡ଼ିଆରେ ଜଣେ ମଡେଲଙ୍କର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି, କାରଣ ସେ କ୍ୟାଟୱାକ ସମୟରେ ନିଜର ୫ ମାସର ଝିଅକୁ ସ୍ତନପାନ କରାଇଥିଲେ। ଏହା ପରେ ସୋସିଆଲ ମିଡ଼ିଆରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟଯେ, ମିୟାମୀ Sports Illustrated ମ୍ୟାଗାଜିନର ଫେସନ ଶୋରେ ଆମେରୀକାର ମଡ଼େଲ ମାରା ମାର୍ଟିନ ନିଜର ନବଜାତ ଶିଶୁକନ୍ୟାକୁ ରାମ୍ପରେ ବ୍ରେଷ୍ଟଫିଡିଙ୍ଗ କରାଇଥିଲେ। ମଡେଲ କ୍ୟାଟୱାକ ସମୟରେ ବିକିନୀ ପିନ୍ଧିଥିଲେ। ସୋସିଆଲ ମିଡ଼ିଆରେ ବବାଲ ଏହା ପରେ ମ୍ୟାଗଜିନ ନିଜର ଅଫିସିଆଲ ଇଂଷ୍ଟାଗ୍ରାମ ପେଜରେ ରାମ୍ପୱାକର ଭିଡ଼ିଓକୁ ମଧ୍ୟ ପୋଷ୍ଟ କରାଯାଇଛି। ଏହା ଏବେ ଏକ ଚର୍ଚ୍ଚାର…

"କ୍ୟାଟୱାକ ସମୟରେ ଝିଅକୁ ସ୍ତନପାନ କରାଇଲେ ମଡେଲ , ସୋସିଆଲ ମିଡ଼ିଆରେ ବବାଲ, ଦେଖନ୍ତୁ Video"

ଜଣେ ବ୍ୟକ୍ତି ବଦଳରେ ୩୦୦ କୁମ୍ଭୀରଙ୍କୁ ମାରିଦେଲେ କ୍ରୋଧିତ ଲୋକେ

ସୋରୋଙ୍ଗ ୧୬-୭ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ପାପୁଆ ପ୍ରାନ୍ତରେ କୁମ୍ଭୀର ଆକ୍ରମଣରେ ଏକ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁରେ କ୍ରୋଧିତ ଲୋକମାନେ ୩୦୦ କୁମ୍ଭୀର ମାରିପକେଇଲେ। ଦେଶରେ କୁମ୍ଭୀରଙ୍କୁ ସଂରକ୍ଷିତ ପ୍ରଜାତିରେ ରଖାଯାଇଛି। ଘଟଣାର ଜାଞ୍ଚ କରୁଥିବା ପୁଲିସ କହିଛିଯେ, ଦୋଷୀମାନଙ୍କ ଉପରେ ଆପରାଧିକ ଆରୋପ ସ୍ଥିର କରାଯାଇ ଦଣ୍ଡିତ କରାଯିବ। ପୁଲିସ ଅନୁସାରେ, ୪୮ ବର୍ଷୀୟ ସୁଗିତୋ ଶନିବାରଦିନ ନିଜର ପଶୁମାନଙ୍କ ପାଇଁ ଘାସ ଆଣିବାକୁ ଯାଇ କୁମ୍ଭୀରମାନଙ୍କର ଏକ ଫାର୍ମରେ ପହଁଚିବା ପରେ କୁମ୍ଭୀରକୁ ପାଖରୁ ଦେଖିବା ପାଇଁ ସେ ଆଗକୁ ବଢ଼ିଥିଲେ, ତାଙ୍କର ପାଦ ଖସିବାରୁ ସେ କୁମ୍ଭୀର ଫାର୍ମରେ ପଡ଼ିଯାଇଥିଲେ। କୁମ୍ଭୀରମାନେ ତାଙ୍କର ଗୋଟିଏ ଗୋଡ଼କୁ ପୂରା ଖାଇଯିବାପରେ ତାଙ୍କର ମୃତ୍ୟୁ…

"ଜଣେ ବ୍ୟକ୍ତି ବଦଳରେ ୩୦୦ କୁମ୍ଭୀରଙ୍କୁ ମାରିଦେଲେ କ୍ରୋଧିତ ଲୋକେ"

ନିର୍ବାଚନ ଫାଇଦା ପାଇଁ ମତେ ବ୍ୟବହାର କରାଯାଉଛି – ବିଜୟ ମାଲ୍ୟା

ଭୁବନେଶ୍ୱର;୧୦,ଜୁଲାଇ(ଓଡ଼ିଆ ପୁଅ):ବ୍ରିଟେନ୍ ହାଇକୋର୍ଟ୍ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଉପରେ କବଜା ଆଦେଶ ଦେବା ପରେ ମୁହଁ ଖୋଲିଛନ୍ତି ଏହି ପଳାତକ ମଦ ବ୍ୟବସାୟୀ।ଭାରତ ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ତାଙ୍କୁ ନେଇ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିଜୟ ମାଲ୍ୟା।ତାଙ୍କୁ ପଳାତକ କହିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି।ସେ ସର୍ବଦା ବ୍ରିଟେନର ନାଗରିକ ବୋଲି କହିବା ସହ ପଳାତକ ଶବ୍ଦ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କହିଛନ୍ତି ମାଲ୍ୟା।କୋର୍ଟଙ୍କ ଆଦେଶକୁ ସେ ତାତ୍ସଲ୍ୟ କରିବା ସହ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ମାଲ୍ୟା।ସେ କୋର୍ଟଙ୍କ ଆଦେଶ ପାଳନ କରିବେ କିନ୍ତୁ ତଦନ୍ତ ଅଧିକାରୀ କିଛି ସୁଫଳ…

"ନିର୍ବାଚନ ଫାଇଦା ପାଇଁ ମତେ ବ୍ୟବହାର କରାଯାଉଛି – ବିଜୟ ମାଲ୍ୟା"

PNB SCAM: ନୀରବ ମୋଦୀଙ୍କ ବିରୁଦ୍ଧରେ ଇଣ୍ଟରପୋଲ ଜାରୀ କଲା ରେଡ କର୍ଣ୍ଣର ନୋଟିସ, ୧୯୨ ଦେଶରେ ହୋଇପାରେ ଗିରଫ

ନୂଆଦିଲ୍ଲୀ ୨ ଜୁଲାଇ (ଓଡ଼ିଆ ପୁଅ) : ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଆରୋପୀ ନୀରବ ମୋଦୀ ବିରୁଦ୍ଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରୀ କରିଛି। ଏହି ନୋଟିସ ଅନିବାର୍ଯ୍ୟ ରୂପରେ ଅନ୍ତରାଷ୍ଟ୍ରୀୟ ଗିରଫ ୱାରେଣ୍ଟ ରୂପରେ କାମ କରିଥାଏ। ଏହାର ଅର୍ଥ କି କୌଣସି ମଧ୍ୟ ଇଣ୍ଟରପୋଲ ୧୯୨ ସଦସ୍ୟ ଦେଶଗୁଡ଼ିକରେ ପୁଲିସ ଦ୍ଵାରା ନୀରବ ମୋଦୀକୁ ଗିରଫ କରାଯାଇପାରିବ। ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପ୍ରାୟତଃ ୧୩,୦୦୦ କୋଟି ଟଙ୍କା ଠକେଇ ମାମଲାରେ ଫେରାର ନୀରବ ମୋଦୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଇଣ୍ଟରପୋଲ ନୀରବ ମୋଦୀ ଏବଂ ତା’ର ଭାଇ ନିଶାଲ ମୋଦୀ ଏବଂ ତା’ର କମ୍ପାନୀର କର୍ମଚାରୀ ସୁରେଶ…

"PNB SCAM: ନୀରବ ମୋଦୀଙ୍କ ବିରୁଦ୍ଧରେ ଇଣ୍ଟରପୋଲ ଜାରୀ କଲା ରେଡ କର୍ଣ୍ଣର ନୋଟିସ, ୧୯୨ ଦେଶରେ ହୋଇପାରେ ଗିରଫ"