Tag: picturenews
ପାଣ୍ଡିଆନଙ୍କର କେନ୍ଦୁଝର ଗସ୍ତକୁ ନେଇ ପ୍ରଶାସନ ଛାନିଆ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁଦ୍ଧ...
କେନ୍ଦୁଝର, ୧୨ ଅକ୍ଟୋବର ୧୯ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) ରାଜ୍ୟ ସରକାରଙ୍କର ପ୍ରଭାବଶାଳୀ ତଥା ୫ T ସଚିବ ଭି କାର୍ତିୟାନ ପାଣ୍ଡିଆନଙ୍କର କେନ୍ଦୁଝର ଜିଲ୍ଲା ଗସ୍ତକୁ ନେଇ ପ୍ରଶାସନ ପୁରା ଛାନିଆ...
ମସଜିଦରେ ବଡ଼ ଆତଙ୍କୀ ହମଲା : ୧୬ ମୃତ, ଅନେକ ଆହତ
ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ପଶ୍ଚିମ ଆଫ୍ରିକାର ଦେଶ ବୁର୍କୀନା ଫାସୋରେ ଏକ ମସଜିଦ୍ ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର...
ପ୍ରଧାନମନ୍ତ୍ରୀଙ୍କ ଝିଆରୀଙ୍କ ନିକଟରୁ ୫୬ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଚୋରାଇଲେ ଦୁବୃର୍ତ୍ତ
ନୂଆଦିଲ୍ଲୀ୧୨ା୧୦(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଆମ ଦେଶରେ ମହିଳା ସୁରକ୍ଷା ପାଇଁ ବର୍ମା କମିଟିଠୁ ଆରମ୍ଭ କରି ସଂସଦରେ ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲେହେଁ ତାର କାର୍ଯ୍ୟକାରିତାକୁ ନେଇ ସବୁବେଳେ...
୫ କିଲୋମିଟର ବୁହାହେଲେ ଗର୍ଭବତୀ – ଅଧାବାଟରେ ଶିଶୁପୁତ୍ର ପ୍ରସବ,ଚିକିତ୍ସା ପାଇଁ ଭରସା ପଡୋଶୀ...
କୋରାପୁଟ ୧୨-୧୦ (ଓଡିଆ ପୁଅ /ରଂଜନ କୁମାର ଦାସ) ସବୁ ଦିନିଆ ପକ୍କା ରାସ୍ତା ନଥିବାରୁ କୋରାପୁଟ ଜିଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ରାସ୍ତା ନଥିବାରୁ ଗାଁରେ ଗାଡି ପହଂଚି...
ସଲମାନ ଖାନଙ୍କର ଦ ମୋଷ୍ଟ ୱାଣ୍ଟେଡ୍ କପ୍ – ରାଧେ” !
- ପ୍ରଭୁ ଦେବାଙ୍କର ନିର୍ଦେଶନାରେ ଈଦ ୨୦୨୦ ରେ ରିଲୀଜ୍ ହେବ !
ମୁମ୍ବାଇ ୧୨-୧୦ (ଓଡ଼ିଆ ପୁଅ) ସଲମାନ ଖାନଙ୍କର ପ୍ରଶଂସକମାନଙ୍କ ପାଇଁ ଭଲ ଖବର। ରାଧେ, ସଲମାନ ଖାନଙ୍କର ଈଦ ୨୦୨୦...
କମିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): କମିଲା ପେଟ୍ରୋଲ ଓ ଡିଜେଲ ଦର । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର କମିଛି । ଯାହା ପ୍ରଭାବରେ ଦେଶରେ ତେଲ ଦର କମିଛି ।...
ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା ବସ, ୭ ମୃତ
ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ନରୋରାର ଗାନ୍ଧୀ ନଗର ଶ୍ମଶାନ ଘାଟରେ ଏକ ଅତି ଦୁଃଖର ଘଟଣା ଘଟିଯାଇଛି । ଶୋଇଥିବା ଅବସ୍ଥାରେ ଚଳନ୍ତା ବସ ଚଢିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି...
ଓଡ଼ିଶା ଆସୁଛନ୍ତି ଆର୍ ଏସ ଏସ ମୋହନ ଭାଗୱତ
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତ । ତେବେ ଆସନ୍ତା ୧୨ରୁ ୨୦ ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଆରଏସ୍ଏସ୍ ଅଖିଳ ଭାରତୀୟ...
ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହ ୭୪୦ କୋଟିର ଠକେଇ ମାମଲାରେ ଗିରଫ
ନୂଆଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) ମେଡ଼ିସିନ୍ କମ୍ପାନୀ ରାନବାକ୍ସି ଏବଂ ଫର୍ଟିସ ହେଲ୍ଥକେୟାର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କୁ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ଯୂ) ଗୁରୁବାରଦିନ ଗିରଫ କରିଛି। ଶିବିନ୍ଦରଙ୍କ...
ଏବେ ଭୁବନେଶ୍ବରରୁ ସିଧା ସୁରଟକୁ ଉଡିବ ବିମାନ
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ଜାନୁୟାରୀ ୨୦୨୦ରୁ ଭୁବନେଶ୍ଵର ରୁ ସୁରଟକୁ ସିଧା ବିମାନ ଉଡାଣ କରିବ । ଏନେଇ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି...
କଂଗ୍ରେସରେ ଦ୍ବିମତ: ରାଫେଲ୍ ପୂଜନକୁ ତମାସା କହିଥିବା ଖଡ଼ଗେଙ୍କୁ ନାସ୍ତିକ କହିଲେ ନିରୂପମ
ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ପ୍ରଥମ ରାଫେଲ ବିମାନକୁ ନେଇ ଫ୍ରାନ୍ସରେ ଶସ୍ତ୍ର ପୂଜନ କରିବାକୁ ତମାସା ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ।ଖଡ଼ଗେ କହିଛନ୍ତି,...
ଜମ୍ମୁ ଓ କଶ୍ମୀର ବିସ୍ଥାପିତ ପରିବାର ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ...
- ସାମିଲ ହେବେ ବାଦ୍ ପଡ଼ିଥିବା ୫୩୦୦ ପରିବାର
- ଯୁଦ୍ଧ ଓ ପଣବନ୍ଦୀ ପିଡ଼ିତଙ୍କୁ ମିଳିବ ସ୍ଥିର ରୋଜଗାର
ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଜମ୍ମୁ ଓ କଶ୍ମୀରର ବିସ୍ଥାପିତ ପରିବାର ଲାଗି...
ରେଡିଓ, ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି
ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର...
ଭାଷଣ ବାଜିରେ ରହି ଯାଇଛନ୍ତି ଉତ୍କଳମଣି: ଗୋପବନ୍ଧୁଙ୍କ ଦାୟାଦ
ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସ ରହି ଯାଇଛନ୍ତି କେବଳ ଭାଷଣ ଭିତରେ।ସମାଜ ଭିତରେ ନୁହେଁ ଆଜି ନିଜ ଅନ୍ତର ଭିତରେ ଉତ୍କଳମଣି ଖୋଜୁଛନ୍ତି ତାଙ୍କ ଦାୟାଦ।ଗୋପବନ୍ଧୁ ଦାସଙ୍କ ଅଣ ନାତୁଣୀ ଜୟଶ୍ରୀ...
୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର, ୫% ବଢ଼ିଲା ମହଁଗା ଭତ୍ତା
ନୂଆଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଦିପାବଳୀ ପୂର୍ବରୁ ବଡ଼ ଉପହାର ଦେଇଛନ୍ତି। ଏହା ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ମହଁଗା ଭତ୍ତା (Dearness Allowance) ୫...
ରାଫେଲର ବି ଧର୍ମ ଖୋଜିଲେଣି କଂଗ୍ରେସୀ ବାବା: ରାଜନାଥଙ୍କ ଶସ୍ତ୍ର ପୂଜନ ହିନ୍ଦୁବାଦୀ; କମଳନାଥଙ୍କ...
ନୂଆଦିଲ୍ଲୀ: ବାବା ଯେ କେବଳ ବିଜେପିରେ ଅଛନ୍ତି ସେପରି ନୁହେଁ, କଂଗ୍ରେସରେ ବି ବାବା ଅଛନ୍ତି।ସେମାନେ ନିଜକୁ ସେକୁଲାର ବାବା କୁହନ୍ତି।କିନ୍ତୁ, ସେମାନେ ସେକୁଲାରଜିମ (ଧର୍ମ ନିରପେକ୍ଷ) ନାଁ' ରେ ସବୁବେଳେ ହିନ୍ଦୁ...
ନାଗପୁରରେ ଓଡ଼ିଆ ଶ୍ରମିକଙ୍କ ଗୋଡ଼ ଆଙ୍ଗୁଠି କାଟି ଦେଲେ ହାତ ଆଙ୍ଗୁଠି ଭାଙ୍ଗି ଟ୍ରେନ...
ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ରୋଜଗାର ପାଇଁ ମହାରାଷ୍ଟ୍ରର ନାଗପୁରକୁ ଯାଇଥିବା ଓଡିଶାର ନୂଆପାଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କ ଉପରେ ହୋଇଛି ଅମାନୁଷିକ ଅତ୍ୟାଚାର। ଚମରୁ ପହରିଆ ନାମକ ଜଣେ...
ଜିଲ୍ଲା ବାହାର ଡକାୟତ ଦଳର ୬ଜଣ ଗିରଫ: ବାଇକ ଟଙ୍କା ମୋବଇଲ ସହ ବହୁ...
ବାଲିଗୁଡା, ୮-୧୦ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତର ଲାଲଗଡ କୁହାଯାଉଥିବା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ୍ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳତା ହାସଲ...
ଦୁର୍ଗାପୂଜା: ପବିତ୍ର ଦଶହରାର ହାର୍ଦ୍ଦିକ ଅଭିନନ୍ଦନ
।।ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।।
ଆଜି ପବିତ୍ର ଦଶହରା, ଦୁର୍ଗାପୂଜା।ଦୁର୍ଗା ପୂଜା ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ।ଆଶ୍ୱିନ ମାସରେ ପାଳନ ହୁଏ ଏହି ଉତ୍ସବ।ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ...
ଦୁର୍ଗା ନାମର ଅର୍ଥ ଏବଂ ମା”ଙ୍କର ୧୦୮ ଭିନ୍ନ ନାମ
।।ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।।
ଜଗତ ଜନନୀ ମା' ଦୁର୍ଗା ନାମର ଏକ ଅର୍ଥ ରହିଛି।ଦୁର୍ଗା ଶବ୍ଦର ଅର୍ଥକୁ ବିବିଧ ଭାବରେ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି "ଦ+ଉ+ର+ଗ+ଆ"।‘ଦ’ର ଅର୍ଥ ଦୈତ୍ୟ ବିନାଶ...






