Home ଓଡ଼ିଶା କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର

1091

ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): କମିଲା ପେଟ୍ରୋଲ ଓ ଡିଜେଲ ଦର । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର କମିଛି । ଯାହା ପ୍ରଭାବରେ ଦେଶରେ ତେଲ ଦର କମିଛି । ତେବେ ଆଜି ଭୁବନେଶ୍ଵର ରେ ପେଟ୍ରୋଲ ୧୦ ପଇସା କମିଥିବା ବେଳେ ଦିଲ୍ଲୀରେ ୧୨ ପ ଇସା କମିଛି । ସେହିପରି ଡିଜେଲ ଦର ଭୁବନେଶ୍ୱରରେ ୧୪ ପଇସା, ଦିଲ୍ଲୀ ଏବଂ କୋଲକାତାରେ ୧୫ ପଇସା, ମୁମ୍ୱାଇ ଏବଂ ଚେନ୍ନାଇରେ ୧୬ ପଇସା କମିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.