Home ଓଡ଼ିଶା ଏବେ ଭୁବନେଶ୍ବରରୁ ସିଧା ସୁରଟକୁ ଉଡିବ ବିମାନ

ଏବେ ଭୁବନେଶ୍ବରରୁ ସିଧା ସୁରଟକୁ ଉଡିବ ବିମାନ

335

ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ଜାନୁୟାରୀ ୨୦୨୦ରୁ ଭୁବନେଶ୍ଵର ରୁ ସୁରଟକୁ ସିଧା ବିମାନ ଉଡାଣ କରିବ । ଏନେଇ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । ତେବେ ସୂଚନା ଅନୁସାରେ, ଏହି ବିମାନ ସପ୍ତାହକୁ ୩ ଥର ଉଡାଣ କରିବ ।  ଏୟାର ଇଣ୍ଡିଆ ଏହି ସେବା ବିମାନ ଯାତ୍ରୀଙ୍କୁ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.