Home ଆନ୍ତର୍ଜାତୀୟ ମସଜିଦରେ ବଡ଼ ଆତଙ୍କୀ ହମଲା : ୧୬ ମୃତ, ଅନେକ ଆହତ

ମସଜିଦରେ ବଡ଼ ଆତଙ୍କୀ ହମଲା : ୧୬ ମୃତ, ଅନେକ ଆହତ

754

ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ପଶ୍ଚିମ ଆଫ୍ରିକାର ଦେଶ ବୁର୍କୀନା ଫାସୋରେ ଏକ ମସଜିଦ୍ ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି।

ଏଏଫପିର ରିପୋର୍ଟ ଅନୁସାରେ, ସଲମୋସୀର ଏକ ଗ୍ରାମରେ କିଛି ସଶସ୍ତ୍ର ଲୋକ ମସ୍ଜିଦ ଉପରେ ଆକ୍ରମଣ କରିଥିଲେ। ମସ୍ଜିଦରେ ପଶି ବଧୁକଧାରୀ ଆଖିବିଜା ଗୁଳିତଚାଳନା କରିଥିଲେ। ଏଥିରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେଅନେକ ଲୋକ ଆହତ ହୋଇଛନ୍ତି। ଏହି ବନ୍ଧୁକଧାରୀମାନଙ୍କର ପରିଚୟ ମିଳିପାରିନାହିଁ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.