Home Tags Picturenews

Tag: picturenews

୨୪ ଘଣ୍ଟା ମଧ୍ୟରେ ୧୪୯ ନୂତନ କରୋନା ପଜିଟିଭ୍ – ମୋଟ ମାମଲା ୮୭୩...

0
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ମୋଟ କରୋନାଭାଇରସ୍ ପଜିଟିଭ୍ କେସେସ୍ ୮୭୩ କୁ ବୃଦ୍ଧି ପାଇଛି।ବିଦେଶୀ ନାଗରିକଙ୍କ ସମେତ ୭୯ ଲୋକ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। ୧୯ ଜଣଙ୍କର ମୃତ୍ୟୁ...

ଲକ୍ ଡାଉନ୍: ନବୀନଙ୍କୁ ନିବେଦନ, ଆମକୁ ଉଦ୍ଧାର କର; ଦେଖନ୍ତୁ ଭିଡିଓ ..

0
ଭୁବନେଶ୍ୱର: ଲକ୍ ଡାଉନ୍ କାରଣରୁ କାମଧନ୍ଦା ପାଇଁ ତାମିଲନାଡ଼ୁ ଯାଇ ଫସି ଯାଇଥିବା କିଛି ଓଡ଼ିଆ ସେମାନଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଏମାନେ ସବୁ ଗଞ୍ଜାମ ଏବଂ...

ଦିଲ୍ଲୀରେ କରୋନାଭାଇରସ୍ ଯୋଗୁଁ ୬୦ ବର୍ଷିୟ ୟେମେନ ନାଗରିକଙ୍କର ମୃତ୍ୟୁ

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦିଲ୍ଲୀରେ କରୋନାଭାଇରସ୍ ଯୋଗୁଁ ୬୦ ବର୍ଷିୟ ୟେମେନ ନାଗରିକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏବଂ ବିଲିୟାରି ସାଇନ୍ସର ଲାବରେ କରୋନା...

ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ବେନି ପ୍ରସାଦ ବର୍ମାଙ୍କ ପରଲୋକ

0
ଲକ୍ଷ୍ନୌ ୨୭-୩ (ଓଡ଼ିଆ ପୁଅ) ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ବରିଷ୍ଠ ସମାଜବାଦୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ବେନି ପ୍ରସାଦ ବର୍ମାଙ୍କର ଶୁକ୍ରବାରଦିନ ୭୯ ବର୍ଷ ବୟସରେ...

ଇଟାଲୀରେ ଗୋଟିଏ ଦିନରେ ୯୨୯ ନୂଆ କରୋନାଭାଇରସ୍ ମୃତ୍ୟୁ ରେକର୍ଡ, ଯାହାକି ଗୋଟିଏ ଦିନରେ...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଇଟାଲୀରେ ପ୍ରାୟ ଏକ ହଜାର କରୋନାଭାଇରସ୍ ମୃତ୍ୟୁ ରେକର୍ଡ କରାଯାଇଛି। ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ ବୋଲି ନ୍ୟୁଜ୍ ଏଜେନ୍ସି AFP ଶୁକ୍ରବାର ଦିନ...

ରାମାୟଣ ପରେ ଏବେ ମହାଭାରତ; ଜାଣନ୍ତୁ ପ୍ରସାରଣ ସମୟ ..

0
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ଘରେ ଏକ ପ୍ରକାର ବନ୍ଦୀ ହୋଇ ରହିଥିବା ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଡିଡି ଭାରତୀ ଚ୍ୟାନେଲରେ ରାମାୟଣ...

ଆବଶ୍ୟକ ପଡ଼ିଲେ କେନ୍ଦ୍ରିୟ ବିଦ୍ୟାଳୟ ଗୁଡ଼ିକୁ କୋଭିଡ଼ – ୧୯ ପାଇଁ ଅସ୍ଥାୟୀ ଭାବେ...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ COVID-19 ମାମଲାରେ ଅସ୍ଥାୟୀ ଭାବେ ରହିବା ପାଇଁ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ କୋଠାଗୁଡ଼ିକୁ ଅସ୍ଥାୟୀ ଭୋବରେ ବ୍ୟବହାର କରିବା...

ପ୍ରିନ୍ସ ଚାର୍ଲ୍ସଙ୍କ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କରୋନା ସଂକ୍ରମିତ

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ରାଜ...

କରୋନା ସହ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କର ୨୨ ଶହ କୋଟିର ପ୍ୟାକେଜ ଘୋଷଣା

0
ଭୁବନେଶ୍ୱର ୨୭-୩ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ସହ ଲଢ଼େଇ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କରାଯାଇଛି। ତେବେ...

COVID -19 ବିରୋଧରେ ଲଢ଼େଇ – ବାହୁବଳୀ ଅଭିନେତା ପ୍ରଭାସ ଦାନ କଲେ ୪...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ବାହୁବଳୀ ତାରକା ପ୍ରଭାସ, ସୁଟିଂ ସାରି ଜର୍ଜିଆରୁ ଫେରିବା ପରେ କୋଭିଡ -୧୯ ବିରୋଧରେ ଲଢ଼େଇ ପାଇଁ ୪ କୋଟି ଟଙ୍କା ଦାନ କରିଛନ୍ତି। ପ୍ରଭାସ ହେଉଛନ୍ତି...

ସମସ୍ତ ଘରୋଇ ଏବଂ ବ୍ୟକ୍ତିଗତ ବିମାନ ସେବା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସ୍ଥଗିତ :...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ସାରା ବିଶ୍ଵ ସମେତ ଭାରତ ସରକାର ଏବଂ ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି। ସାରାଦେଶ ସମେତ ଆମ ରାଜ୍ୟ ଓଡିଶାରେ ସଂପୂର୍ଣ୍ଣ...

କରୋନା ଭୂତାଣୁ ବିରୁଦ୍ଧରେ ଲଢ଼େଇ ପାଇଁ ସିରିଡ଼ି ସାଇବାବା ଟ୍ରଷ୍ଟ ୫୧ କୋଟି ଦାନ...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ସିରିଡ଼ି ସାଇବାବା ଟ୍ରଷ୍ଟ କରୋନା ଭୂତାଣୁ ବିରୁଦ୍ଧରେ ଲଢ଼େଇ ପାଇଁ ୫୧ କୋଟି ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ସୂଚନାଯୋଗ୍ୟଯେ, ଭାରତରେ ମାରାତ୍ମକ...

କରୋନା ପାଇଁ ଖେଳାଳିଙ୍କ ମଧ୍ୟରେ ସଚ୍ଚିନ୍ ତେନ୍ଦୁଲକରଙ୍କର ସବୁଠାରୁ ଅଧିକ ବ୍ୟକ୍ତିଗତ ଦାନ –...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ସଚିନ ତେନ୍ଦୁଲକର ସରକାରଙ୍କୁ କରୋନାଭାଇରସ୍ ସହିତ ଲଢ଼େଇ ପାଇଁ ବ୍ୟକ୍ତିଗତ ଭାବେ ୫୦ ଲକ୍ଷ ଟଙ୍କା ଦାନ କରିବେ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ଏବଂ ସିଏମ୍...

କାହିଁକି ଓଡ଼ିଶାରେ ହେଉଛି ବିଫଳ? ବୁଝୁନି ଓଡ଼ିଶା ବିଜେପି ..

0
ଭୁବନେଶ୍ୱର: ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବଡ଼ବଡ଼ ଉନ୍ନତିଶୀଳ ଦେଶ କରୋନାର କରାଳ ପ୍ରକୋପ ଆଗରେ ହାରମାନି ଯାଉଛନ୍ତି। ସ୍ଥିତି ଉଦବେଗ ଜନକ ଥିଲେ ମଧ୍ୟ ଭାରତର...

କରୋନା ମୁକାବିଲା: ରାଜ୍ୟ ସରକାରଙ୍କୁ ସହଯୋଗର ପ୍ରସ୍ତାବ ଦେଇଛି ରାଜ୍ୟ ବିଜେପି

0
ଭୁବନେଶ୍ୱର: ସାରା ବିଶ୍ଵ ସମେତ ଭାରତ ସରକାର ଏବଂ ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଯୋଜନା ପ୍ରସ୍ତୁତ କରାଯାଉଛି।...

ଋଣ କିସ୍ତି ଉପରେ ତିନିମାସର କୋହଳ କରିବାକୁ ଆହ୍ୱାନ

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଇଏମଆଇ କୋହଳ ପାଇଁ ଆରବିଆଇ ପକ୍ଷରୁ ମିଳିଲା ଆହ୍ୱାନ। ସମସ୍ତ ପ୍ରକାର ଋଣ ଉପରେ ୩ ମାସ ଯାଏଁ କୋହଳ ପାଇଁ ଆରବିଆଇର ଉପଦେଶ। ଆଞ୍ଚଳିକ...

କରୋନା ଭାଇରସ୍ : EMI ଭରୁଥିବା ଲୋକଙ୍କ ପାଇଁ ମିଳିପାରେ ଆଶ୍ୱସ୍ତି : ଅର୍ଥମନ୍ତ୍ରୀଙ୍କ...

0
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) କରୋନାଭାଇରସ୍ (covid-19) କାରଣରୁ ସୃଷ୍ଟି ହୋଇଥିବା ସଙ୍କଟ ଏବଂ ଏଥିରୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ କ୍ରମାଗତ ଭାବରେ...

କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ

0
ଭୁବନେଶ୍ୱର: ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବଡ଼ବଡ଼ ଉନ୍ନତିଶୀଳ ଦେଶ କରୋନାର କରାଳ ପ୍ରକୋପ ଆଗରେ ହାରମାନି ଯାଉଛନ୍ତି। ତେବେ, ଏ' ଭିତରେ ବାମପନ୍ଥୀଙ୍କ ସମେତ କିଛି...

କରୋନା – ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର...

0
କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଗରିବଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ - କୋଭିଡ-୧୯ ଚିକିତ୍ସାରେ...

ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ

0
ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୬୦ ବର୍ଷ ଏବଂ ସେ  ପୁରୁଷ ବୋଲି ଜଣା ପଡ଼ିଛି। ତେବେ ଏହାକୁ ମିଶାଇ...