Home Coronavirus Outbreak ଲକ୍ ଡାଉନ୍: ନବୀନଙ୍କୁ ନିବେଦନ, ଆମକୁ ଉଦ୍ଧାର କର; ଦେଖନ୍ତୁ ଭିଡିଓ ..

ଲକ୍ ଡାଉନ୍: ନବୀନଙ୍କୁ ନିବେଦନ, ଆମକୁ ଉଦ୍ଧାର କର; ଦେଖନ୍ତୁ ଭିଡିଓ ..

788

ଭୁବନେଶ୍ୱର: ଲକ୍ ଡାଉନ୍ କାରଣରୁ କାମଧନ୍ଦା ପାଇଁ ତାମିଲନାଡ଼ୁ ଯାଇ ଫସି ଯାଇଥିବା କିଛି ଓଡ଼ିଆ ସେମାନଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଏମାନେ ସବୁ ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲା ତଥା ନିରାକାରପୁର ଅଞ୍ଚଳର। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେମାନଙ୍କ ଉଦ୍ଧାର ପାଇଁ ସେମାନେ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଏମାନେ ସବୁ ତାମିଲନାଡ଼ୁ ଚେନାଇ ନିକଟସ୍ଥ କାଞ୍ଚିପୁରମ ଜିଲ୍ଲା ଅନ୍ତର୍ଗତ କୁଦ୍ଦିପକମ ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଲକ୍ ଡାଉନ୍ କାରଣରୁ କମ୍ପାନୀ ଏବେ ବନ୍ଦ ରହିଛି ଏବଂ ଏମାନେ ସେଠାରେ ଫସି ରହିଛନ୍ତି। ଦେଖନ୍ତୁ ସେମାନଙ୍କ ନିବେଦନର ଭିଡିଓ ..

https://twitter.com/odiapuanews/status/1243747682725707776

/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.