Home Coronavirus Outbreak କରୋନା ଭୂତାଣୁ ବିରୁଦ୍ଧରେ ଲଢ଼େଇ ପାଇଁ ସିରିଡ଼ି ସାଇବାବା ଟ୍ରଷ୍ଟ ୫୧ କୋଟି ଦାନ ଦେଲେ

କରୋନା ଭୂତାଣୁ ବିରୁଦ୍ଧରେ ଲଢ଼େଇ ପାଇଁ ସିରିଡ଼ି ସାଇବାବା ଟ୍ରଷ୍ଟ ୫୧ କୋଟି ଦାନ ଦେଲେ

326

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ସିରିଡ଼ି ସାଇବାବା ଟ୍ରଷ୍ଟ କରୋନା ଭୂତାଣୁ ବିରୁଦ୍ଧରେ ଲଢ଼େଇ ପାଇଁ ୫୧ କୋଟି ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି।
ସୂଚନାଯୋଗ୍ୟଯେ, ଭାରତରେ ମାରାତ୍ମକ COVID-19 ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୦୦ ରୁ ଅଧିକ ହୋଇଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।
ବିଶ୍ୱ ସ୍ତରରେ ଏହା ୫, ୨୨, ୦୦୦ ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ୨୮, ୮୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.