Home Coronavirus Outbreak ୨୪ ଘଣ୍ଟା ମଧ୍ୟରେ ୧୪୯ ନୂତନ କରୋନା ପଜିଟିଭ୍ – ମୋଟ ମାମଲା ୮୭୩ କୁ... Coronavirus Outbreakଓଡ଼ିଶାଜାତୀୟସ୍ବାସ୍ଥ୍ୟ ୨୪ ଘଣ୍ଟା ମଧ୍ୟରେ ୧୪୯ ନୂତନ କରୋନା ପଜିଟିଭ୍ – ମୋଟ ମାମଲା ୮୭୩ କୁ ବୃଦ୍ଧି ୧୯ ମୃତ୍ୟୁ – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ By Bureau - March 28, 2020 1329 Total0 0 0 0 0ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ମୋଟ କରୋନାଭାଇରସ୍ ପଜିଟିଭ୍ କେସେସ୍ ୮୭୩ କୁ ବୃଦ୍ଧି ପାଇଛି।ବିଦେଶୀ ନାଗରିକଙ୍କ ସମେତ ୭୯ ଲୋକ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। ୧୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। Tweet Total0 0 0 0 0