Home Coronavirus Outbreak ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ

ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ

419

ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୬୦ ବର୍ଷ ଏବଂ ସେ  ପୁରୁଷ ବୋଲି ଜଣା ପଡ଼ିଛି। ତେବେ ଏହାକୁ ମିଶାଇ କରୋନା ସଂକ୍ରମିତଙ୍କର ସଂଖ୍ୟା ୩ ହୋଇଛି। ଏହି ସମସ୍ତ ମାମଲା ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ତେବେ ଏହି ତୃତୀୟ କରୋନା ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରୀ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏ ନେଇ ଓଡ଼ିଶା ସକରକାରଙ୍କର ସ୍ୟାସ୍ଥ୍ୟ ବିଭାଗ ଚ୍ୱିଟ କରି ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.