Home Coronavirus Outbreak ଆବଶ୍ୟକ ପଡ଼ିଲେ କେନ୍ଦ୍ରିୟ ବିଦ୍ୟାଳୟ ଗୁଡ଼ିକୁ କୋଭିଡ଼ – ୧୯ ପାଇଁ ଅସ୍ଥାୟୀ ଭାବେ ବ୍ୟବହାର...

ଆବଶ୍ୟକ ପଡ଼ିଲେ କେନ୍ଦ୍ରିୟ ବିଦ୍ୟାଳୟ ଗୁଡ଼ିକୁ କୋଭିଡ଼ – ୧୯ ପାଇଁ ଅସ୍ଥାୟୀ ଭାବେ ବ୍ୟବହାର କରାଯିବ

951

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ COVID-19 ମାମଲାରେ ଅସ୍ଥାୟୀ ଭାବେ ରହିବା ପାଇଁ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ କୋଠାଗୁଡ଼ିକୁ ଅସ୍ଥାୟୀ ଭୋବରେ ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ କୁହାଯାଇଥିବା ଖବର ଏଏନଆଇ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.