Home Coronavirus Outbreak ଋଣ କିସ୍ତି ଉପରେ ତିନିମାସର କୋହଳ କରିବାକୁ ଆହ୍ୱାନ

ଋଣ କିସ୍ତି ଉପରେ ତିନିମାସର କୋହଳ କରିବାକୁ ଆହ୍ୱାନ

564

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଇଏମଆଇ କୋହଳ ପାଇଁ ଆରବିଆଇ ପକ୍ଷରୁ ମିଳିଲା ଆହ୍ୱାନ। ସମସ୍ତ ପ୍ରକାର ଋଣ ଉପରେ ୩ ମାସ ଯାଏଁ କୋହଳ ପାଇଁ ଆରବିଆଇର ଉପଦେଶ। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଏନବିଏଫସି (ହାଉସିଂ ଫାଇନାନ୍ସ କମ୍ପାନୀ ସମେତ) ଏବଂ ଋଣ ପ୍ରଦାନକାରୀ ସଂସ୍ଥା ସମେତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ମାର୍ଚ୍ଚ ୧ ସୁଦ୍ଧା ବକେୟା ଥିବା ସମସ୍ତ ଋଣ କିସ୍ତି ଦେୟ ଉପରେ ୩ ମାସର ବିଳମ୍ବ ପାଇଁ କୋହଳ କରିବାକୁ ଉପଦେଶ ଦିଆଯାଇଛି ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.