Tag: Bhadrak News
ଜମିଜମା ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ ମରଣାନ୍ତକ ଆକ୍ରମଣ,୭ ଗୁରୁତର
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା ଥାନା ଅର୍ନ୍ତଗତ ସୁଭଦିଆ ଗ୍ରାମରେ ଭାଇ ଭାଇଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ହେବା ସହ ଗୋଟିଏ ପରିବାର...
କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା, ଏରେଇଁ ୩ ନଂ ୱାର୍ଡ ଧଳସାହିକୁ କଣ୍ଟେନମେଣ୍ଟ ଜୋନ୍...
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦ୍ୱିତୀୟ ପର୍ଯ୍ୟାୟ କରୋନା ଏବେ ଉତ୍ତର ଓଡ଼ିଶାର ସମ୍ବେଦନଶୀଳ ଭଦ୍ରକ ଜିଲାକୁ ଧୀରେ ଧୀରେ କବଳିତ କରିଆସୁଥିବାବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ...
ପୁଣି ଧାମନଗରକୁ ଫେରିଲା କରୋନା:୨ ଦିନରେ ୬ ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ କିଛି ମାସ ପରେ ଏବେ ପୁଣି ଧାମନଗର ଅଂଚଳରୁ କରୋନା ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛି । ଗତକାଲି ଧାମନଗରରୁ...
ଧାମନଗର ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ କଂଗ୍ରେସର ଧାରଣା
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମହାମାରୀ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଥିବା ବେଳେ ଏବେ ବିଦ୍ୟୁତ ଦର ବୃଦ୍ଧି ପାଇଥିବାରୁ ଆଜି ଧାମନଗର ବ୍ଲକ...
ଭଣ୍ଡାରିପୋଖରୀ : ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଆଜି ସଭାପତି ରଜନୀକାନ୍ତ ଚନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।...
ଭଦ୍ରକ ପୌରପାଳିକାର ପୂର୍ବତନ ପାରିଷଦ ତଥା କ୍ରୀଡାବିତ୍ ସୁରେନ ପଲାଇଙ୍କ ଦେହାନ୍ତ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଜଣାଶୁଣା ସମାଜସେବୀ, ଭଦ୍ରକ ପୌର ପରିଷଦର ପୂର୍ବତନ ପାରିଷଦ ତଥା ଭଦ୍ରକ ଜିଲା ଆଥଲେଟିକ୍ ଆସୋସିଏସନ୍, କ୍ରିକେଟ୍ ଆସୋସିଏସନ୍ ସଭ୍ୟ...
କୃଷି ବୈଜ୍ଞାନିକ ଆଲୋଚନା ଚକ୍ର
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୃଷି ବେଷୟିକ ପରିଚାଳନା ସଂସ୍ଥା ଭଦ୍ରକ ପକ୍ଷରୁ ଜିଲାସ୍ତରୀୟ ଦୁଇଦିନିଆ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ...
ଦୋସିଙ୍ଗାରେ ଅଙ୍ଗନବାଡି ସହାୟିକା ନିଯୁକ୍ତି ନେଇ ହଟଗୋଳ, ସୁପରଭାଇଜରଙ୍କ ଅଶାଳୀନ ମନ୍ତବ୍ୟ ନେଇ ସିଡିପିଓ...
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଥିବା ସମିପାଟିଆ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ସ୍ଥାନୀୟ ଅଧିବାସୀ ଏବଂ ସିଡିପିଓ ମୁହାଁମୁହିଁ...
ଭଣ୍ଡାରିପୋଖରୀ : ଗୋରୁଗାଡି ଜବତ, ୨ ଗିରଫ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋ ଚାଲାଣକୁ ସଂପୂର୍ଣ୍ଣ ରୋକିବା ନେଇ ଭଦ୍ରକ ଜିଲାରେ ବାରମ୍ବାର ଦାବି ହୋଇଆସୁଥିବାବେଳେ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬...
ଭଦ୍ରକ : ଗ୍ରାମାଞ୍ଚଳ ପୁଲିସ୍ ଦ୍ୱାରା ଗୋରୁ ଗାଡି ଜବତ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଗେଲପୁର ଠାରେ ୧୬ନଂ ଜାତୀୟ ରାଜପଥରୁ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି ।...
ଆଦାନି ଡିଏଭି ପବ୍ଲିକ ସ୍କୁଲରେ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଓ ଏହାର ଚତୁଃପାଶ୍ୱର୍ରେ ଗୁଣାତ୍ମକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଗତ ୨୦୧୨...
ମଦ ଲଟେରି ; ୩୫ କାଉଣ୍ଟର ପାଇଁ ଖେଳିବେ ୪୯୦
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଦ ବେପାର ପାଇଁ ଆଗ୍ରହ କାହିଁରେ କଣ! ଭଦ୍ରକ ଜିଲାରେ ୩୫ଟି ବିଦେଶୀ ମଦ କାଉଂଟର ଲାଇସେନସ୍ ପାଇଁ ଆବେଦନ କରିଛନ୍ତି...
ପୁଣି ଡରାଇଲା କରୋନା ସଂକ୍ରମଣ, ଲକ୍ଡାଉନକୁ ନେଇ ସହରବାସୀ ଆତଙ୍କିତ, ତଥାପି ମାନୁନାହାନ୍ତି କଟକଣା,...
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣି ଡରାଇଲାଣି କରୋନା ସଂକ୍ରମଣ । ସମ୍ଭାବ୍ୟ ଲକ୍ଡାଉନକୁ ନେଇ ସହରବାସୀ ଆତଙ୍କିତ । ପ୍ରଶାସନ ମଧ୍ୟ ଚିନ୍ତାରେ । ଆଜି...
ଭଦ୍ରକ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଓକିଲ ସଂଘର ନୂତନ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଓକିଲ ସଂଘ ସଭାଗୃହ...
ସୁଧାକର ନନ୍ଦଙ୍କ ‘ସମୟ କଷଟିରେ ମୋ ଜୀବନ’ ଲୋକାର୍ପିତ
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋଟିଏ ଜାତିର ସମକାଳୀନ ଇତିହାସ ରଚନା ନିତାନ୍ତ ଆବଶ୍ୟକ ନହେଲେ ସେ ଜାତି ସମଗ୍ର ବିଶ୍ୱରେ ଅଚିହ୍ନା ହୋଇ ରହିଯିବ ।...
ପୁଲିସର ପକ୍ଷପାତ ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ସମ୍ମୁଖରେ ଆଜି ସ୍ଥାନୀୟ ଫତେପୁର ଗ୍ରାମବାସୀମାନେ ଧାରଣା ଦେଇ ପୁଲିସ ପକ୍ଷପାତର ପ୍ରତିବାଦ କରିଥିଲେ ।...
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏଜିମାନଙ୍କର ବକେୟା ପାରିଶ୍ରମିକ ନେଇ ଗଣ ଧାରଣା
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ସମସ୍ତ ପଂଚାୟତରେ କାର୍ଯ୍ୟକରୁଥିବା ପିପୁଲ୍ଏକ୍ସନ୍ ଗ୍ରୁପ୍ ବା(ପିଏଜି)ମାନଙ୍କର ବକେୟା ଦରମା ନମିଳିବା ହେତୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ଯାହାକୁ ଘୋର...
ଭଦ୍ରକ : ବିଜେପିର ସାମ୍ବାଦିକ ସମ୍ମିଳନୀ , ବେଆଇନ୍ ଗୋ-ଚାଲାଣ ଓ ବିପର୍ଯ୍ୟସ୍ତ ଆଇନ୍...
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ବୃଦ୍ଧି ପାଉଥିବା ବେଆଇନ୍ ଗୋ-ଚାଲାଣ ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ ଆଜି ଭଦ୍ରକ ଜିଲା ବିଜେପିର ଏକ ଉଚ୍ଚପଦସ୍ଥ...
ପଳାଶପୁରରେ ୪ ବଖରା ଓ କରଞ୍ଜମାଳରେ ୫ ବଖରା ଘର ପୋଡି
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ଥାନା ଅର୍ନ୍ତଗତ ପଳାଶପୁର ବଳସାହି ଠାରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡି ପାଉଁଶ...
























