Tag: Bhadrak News
ଚିହ୍ନଟ ହେଲେ ଜିଲାରୁ ସର୍ବାଧିକ ୪୧୨ ଆକ୍ରାନ୍ତ, ୧୯୫୪ ଚିକିତ୍ସାଧୀନ
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ସର୍ବାଧିକ ୪୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପାଇଁ ପ୍ରଥମ ଥର ୪ଶହ ସଂଖ୍ୟା ଅତିକ୍ରମ...
ସୂଚନା ବିନା ଟୀକାକରଣ ସ୍ଥାନ ପରିବର୍ତ୍ତନ ଜନବିରୋଧୀ ନିଷ୍ପତ୍ତି, ଅସୁସ୍ଥ ଟୀକା ଗ୍ରହଣକାରୀଙ୍କୁ ଚିକିତ୍ସା...
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କୋଭିଡ ୨ୟ ଡୋଜ୍ ଟୀକାକରଣ ସ୍ଥାନକୁ ହଠାତ୍ ତିହିଡ଼ି କଲେଜ ପରିସର ମଧ୍ୟକୁ ପରିବର୍ତ୍ତନ କରାଯିବା...
ଚାଉଳ ରଖିବାକୁ ଜାଗା ନାହିଁ ; ଚାଉଳର ଡିସି ଧରି ଡିଲର ବସିଛନ୍ତି
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲା ଯୋଗାଣ ନିଗମ ପାଖରେ ଚାଉଳ ରଖିବାକୁ ଜାଗା ନାହିଁ । ତେଣେ ହଜାର ହଜାର କ୍ୱିଣ୍ଟାଲ ଚାଉଳ ଡେଲିଭରୀ ଦେବାକୁ ମିଲର...
ଅଦିନିଆ ବର୍ଷାରେ ନୂତନ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ଥ
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସରକାର ରାସ୍ତାଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବାବେଳେ ଅଧିକାଂଶ ସ୍ଥାନରେ ରାସ୍ତା ନିର୍ମାଣ ନିମ୍ନମାନର କରି କୋଟି...
୪୫୬ ଜଣଙ୍କୁ ଛୁଇଁଲା କରୋନା ଆକ୍ରାନ୍ତ ଚିହ୍ନଟ, ୨ଦୋକାନ ସିଲ୍, ୨୦ହଜାର ଜରିମାନା ଆଦାୟ
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଧାମନଗର ବ୍ଲକରେ ବିଭିନ୍ନ ପଂଚାୟତରୁ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଧାମନଗର ବିଜ୍ଞାପତି ଅଂଚଳରୁ ୩, ରାଧାବଲ୍ଲଭପୁର...
ଦାଦନ ଯାତନା, ଶବାଗାରରେ ପଡ଼ି ରହିଛି ମୃତଦେହ, ପରିବାରବର୍ଗ ଶୁଦ୍ଧି କ୍ରିୟାରୁ ବଞ୍ଚିତ
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଉଚ୍ଚ ବେତନ ପ୍ରଲୋଭନ ପାଇ ୧୫ ମାସ ପୂର୍ବେ ହରିୟାଣା ଯାଇଥିଲେ । କିନ୍ତୁ ଗତ ୯ ତାରିଖ ସେଠାରେ ତାଙ୍କର ସନ୍ଦେହଜନକ...
ଢେଲାମାଡରେ ତହସିଲଦାରଙ୍କ ଗାଡିର କାଚ ଭାଙ୍ଗିଲା
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଲକଡାଉନ୍ ସମୟରେ ଖୋଲାଥିବା ଏକ ଦୋକାନ ସିଲ୍ କରିବାକୁ ଯାଇ ଏହି ଜିଲାର ବାସୁଦେବପୁର ତହସିଲଦାରଙ୍କ ଗାଡିର କାଚ ଭାଙ୍ଗିଥିବାର ଜଣାପଡିଛି ।...
୩ଟି ସ୍ଥାନରେ ଅଣ୍ଡରପାସ୍ ପାଇଁ କର୍ତ୍ତୃପକ୍ଷଙ୍କ ସହ ସାଂସଦଙ୍କ ବୈଠକ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି...
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ଭଦ୍ରକର ୧୬ନଂ ଜାତୀୟ ରାଜପଥର ତ୍ରିଶଳପୁର ଛକ, ଚରମ୍ପା କଲେଜ ଛକ ଓ ଚରମ୍ପା ଆଇଟିଆଇ କେନାଲ...
ଅର୍ଥ ସାଜିଛି ବାଧକ : ପୋଡା ଘା’ କୁ ନେଇ ଯନ୍ତ୍ରଣାରେ ବାପଘରେ ଜୀବନ...
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୫ନଂ ୱାର୍ଡ ପୁରୁଣାବଜାର କାରୁଆସାହିର ସୁଭଦ୍ରା ଘଡେଇ ନାମକ ଜଣେ ମହିଳା ୨ ବର୍ଷ ହେବ ବିବାହ କରିଥିଲେ...
୩ଟି ଷଣ୍ଢ ନେଇ ଯାଉଥିବା ପିକ୍ଅପ୍ ଭ୍ୟାନ୍ ଜବତ, ୧ ଷଣ୍ଢ ମୃତ, ଉତ୍ତ୍ୟକ୍ତ...
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଆଜି ଏହି ଜିଲାର ପୁରୁଣାବଜାର ଥାନା ଅଧୀନସ୍ଥ ଭଦ୍ରକ ପୌରପାଳିକାର ୨୯ନଂ ୱାର୍ଡର ଗରଦପୁର ମିଲ୍ ଛକ ନିକଟରେ ୩ଟି ଷଣ୍ଢ ନେଇ ଯାଉଥିବା...
ମହଙ୍ଗା ପଡିଲା ଚୋରା ପୀରିତ, ଧରାପଡି ପ୍ରେମିକା ଘରେ ବନ୍ଧାହେଲା ପ୍ରେମିକ
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଚାନ୍ଦବାଲି ବ୍ଲକ୍ ବାଂଶଡା ଥାନା ଯଶିପୁର ପଂଚାୟତର ଶୁଭଦିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରେମିକାକୁ ଦେଖା...
ଭଦ୍ରକ ଜିଲାରେ କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ବିଫଳତାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କଂଗ୍ରେସ ଦଳର ନକରାତ୍ମକ ମନ୍ତବ୍ୟ ଏବଂ ଭଦ୍ରକ ଜିଲାରେ କରୋନା ଚିକିତ୍ସାରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା...
ପରୀକ୍ଷାରେ ବୃଦ୍ଧି ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେଉଛି , ଅକ୍ସିଜେନ ପାଇଁ ଭୟଭୀତ...
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଳାରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ଜିଲ୍ଲାବାସୀ ଉଦ୍ବେଗ ପ୍ରକଟ ନକରିବାକୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ କହିଛନ୍ତି...
ଚିହ୍ନଟ ହେଲେ ଆଉ ୨୧୬ ଆକ୍ରାନ୍ତ
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକରୁ ଆଉ ୨୧୬ଜଣ ନୂଆ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୧ହଜାର...
ଭଣ୍ଡାରିପୋଖରୀ – ଦ୍ୱିତୀୟ ଲହର ସଂକ୍ରମଣ ସଂଖ୍ୟା ୫୨୦କୁ ବୃଦ୍ଧି
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ କୋଭିଡ ଦ୍ୱିତୀୟ ଲହରରେ ମୋଟ ସଂକ୍ରମଣ ସଂଖ୍ୟା ୫୨୦କୁ ବୃଦ୍ଧିପାଇଛି । ଆଜି ଗୋଟିଏ ଦିନରେ...
ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ଶିକ୍ଷକ ସଂଘର ଦାବି
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନ କରୋନା ମହାମାରୀ ସମୟରେ କରୋନା ବିରୋଧରେ ଲଢିବା ପାଇଁ ଏକ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଛି । ଯେଉଁଥିରେ ସରକାରଙ୍କ...
ଭଦ୍ରକ ବସ୍ ସିଣ୍ଡିକେଟ୍ ସଭାପତି ମାଙ୍ଗୁ ବାବୁଙ୍କ ଅକାଳ ବିୟୋଗରେ ଶୋକ
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ସନ୍ଧ୍ୟା ୭ଟା ସମୟରେ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭଦ୍ରକ ବସ୍ ସିଣ୍ଡିକେଟ୍ ସଭାପତି ମୀର ଅବଦୁଲ ରୌଫ ଓରଫ...
ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଗମନାଗମନ କୁ ନେଇ ପ୍ରଶ୍ନବାଚୀ, ଗର୍ଭବତୀଙ୍କୁ ଭରଷା...
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୭୪ବର୍ଷ ପରେ ମଧ୍ୟ ଧାମରା ପଂଚାୟତରେ ଥିବା ଝାଡକଟା ଗ୍ରାମକୁ ଯାତାୟତର ସୁବିଧା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରି...
ଭୋଜି କରି ତଣ୍ଡ ଗଣିଲେ ୨୫ହଜାର ଟଙ୍କା
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଅ ବାହାଘରରେ ଭୋଜି କରି ବାପ ଗଣିଲେ ତଣ୍ଡ । ଆଜି ଦିନ ୨ଟା ସମୟରେ ଏପରି ଏକ ଘଟଣା ଚର୍ଚ୍ଚାର...
କରୋନାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନାର ଦ୍ୱିତୀୟ ଲହରରେ ଆଗରପଡ଼ା ଅଂଚଳର ଜନୈକ ଯୁବ ବ୍ୟବସାୟୀଙ୍କ ଚେନ୍ନାଇରେ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ;ଭଦ୍ରକ ଜିଲ୍ଲା...























