Home Tags Bhadrak News

Tag: Bhadrak News

ସଂକଟମୋଚନ ହନୁମାନ ମନ୍ଦିରର ବାର୍ଷୀକ ଉତ୍ସବ ପାଳିତ

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଞ୍ଚଳ ୭ନମ୍ବର ୱାର୍ଡ଼ ଗବସାହିସ୍ଥିତ ସଂକଟମୋଚନ ହନୁମାନ ମନ୍ଦିରର ବାର୍ଷୀକ ଉତ୍ସବ ଆଡମ୍ବର ସହକାରେ ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ଅନୁଯାୟୀ...

ହୃଦାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚରମ୍ପା ରେଲୱେ ଓ ଉତ୍କଳିକା ସ୍ପୋର୍ଟିଂ ବିଜୟୀ

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୂର୍ଯ୍ୟଶିଖା କ୍ଳବ ଆନୁକୂଲ୍ୟରେ ଆୟୋଜିତ ହୋଇ ଭଦ୍ରକ ନେହେରୁ ଷ୍ଟାଡିିୟମରେ ଚାଲୁଥିବା ହୃଦାନନ୍ଦ ମେମୋରିଆଲ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି...

ଶ୍ରୀରାମ ନବମୀ ମହୋତ୍ସବ, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାଧାରଣ ବୈଠକ

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବର୍ଷର ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବକୁ କରୋନା କଟକଣାରେ ରହି ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ...

ମା’ ଭଦ୍ରକାଳୀ ପୀଠର ପାରିପାଶ୍ୱର୍ିକ ଉନ୍ନତି ପାଇଁ ୧ କୋଟିର ଶିଳାନ୍ୟାସ କଲେ ସାଂସଦ...

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତିକରଣର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...

ବେଆଇନ୍ ଗୋରୁ ବୋଝେଇ ୨ଟି ପିକ୍‌ଅପ୍ ଭ୍ୟାନ୍ ଜବତ

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ବେଆଇନ୍ ଗୋ ଚାଲାଣ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଏଥିନେଇ ନୂତନ ଭାବେ ଯୋଗ ଦେଇଥିବା...

ଧାମରା ରେଳପଥରେ କଟି ଯୁବକ ମୃତ, ବାଂଶଡା ପୁଲିସ୍‌ର ତଦନ୍ତ ଆରମ୍ଭ

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ରେଳପଥ ବାଂଶଡା ରେଳବ୍ରିଜ୍‌ରେ କଟି ଜଣେ ଯୁବକର ମୃତ୍ୟୁ ହୋଇଛି । ତେବେ ମୃତ ଯୁବକ ହେଉଛନ୍ତି...

ଜିଲା ପୁଲିସ୍ ପ୍ରଶାସନ ଓ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ, କେନ୍ଦ୍ରୀୟ ଅବକାରୀ ବିଭାଗ...

0
ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବେଆଇନ୍ ଗୋଚାଲାଣ, ନକଲି ଜର୍ଦ୍ଦା ଓ ଦେଶୀ-ବିଦେଶୀ ମଦ କାରବାର ସହ ଧଳା ଜହରର ଜିଲା ପାଲଟିଛି ଏବେ ଭଦ୍ରକ ।...

ଧାମନଗର ବିଜେଡି ରାଜନୀତିକୁ ନେଇ ଚର୍ଚ୍ଚା, ବାଦ୍ ପଡିବେ ମୁକ୍ତି-ରାଜେନ୍ଦ୍ର, ୧୫ ଜଣିଆ କମିଟି...

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବିଜେଡି ରାଜନୀତିରୁ ହଟିବେ ମୁକ୍ତି-ରାଜେନ୍ଦ୍ର । ନିର୍ବାଚନ ମଣ୍ଡଳୀରେ ଦୀର୍ଘ୍ୟମିଆଦି ମୁକ୍ତି-ରାଜେନ୍ଦ୍ର ବିବାଦର ସମାଧାନ ସକାସେ ଗତ ପ୍ରାୟ ୬...

ଚାଷୀ ରାମକୃଷ୍ଣଙ୍କ ବିଷପାନ ପରେ ଯୋଗାଣ ବିଭାଗର ନିଦ ଭାଙ୍ଗିଲା, ଜିଲ୍ଲାପାଇଁ ଅଧିକ ୮...

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶନିବାରଦିନ ମଣ୍ଡିରେ ଧାନ ବିକ୍ରି କରିନପାରି ଜଣେ ଚାଷୀ ବିଷପିଇବା ଘଟଣାକୁ ଆଖିରେ ରଖି ଜିଲ୍ଲା ଯୋଗାଣ ନିଗମ ପକ୍ଷରୁ ସରକାରଙ୍କୁ...

ଆଇନ୍‌ଜୀବୀ ବସନ୍ତ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ, କାର୍ଯ୍ୟରତ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର, ବିଜେଡିର ବରିଷ୍ଠ ନେତା, ଭଦ୍ରକ ବାର ଆସୋସିଏସନ୍‌ର ପୂର୍ବତନ ଉପସଭାପତି ତଥା...

ହୃଦାନନ୍ଦ ମେମେରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ସୂର୍ଯ୍ୟଶିଖା ଓ ଜେସିସି ବିଜୟୀ

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହୋଇଛି ହୃଦାନନ୍ଦ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନରେ ୨ଟି ମ୍ୟାଚ...

ଖରିଫ ଧାନ କିଣାରେ ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଚାଷୀ ହନ୍ତସନ୍ତ , ଭଣ୍ଡାରିପୋଖରୀ...

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ମଣ୍ଡିରେ ମନୁଷ୍ୟକୃତ ସମସ୍ୟା ତଥା ମିଲର, ଯୋଗାଣ ବିଭାଗ,ସମବାୟ ବିଭାଗ ଓ ଶାସକ ଦଳର ନେତାମାନଙ୍କର ମଧୁଚନ୍ଦ୍ରିକାରେ...

ଚାଷୀ ବିଷ ପିଇବା ଘଟଣା, ସମୟ ଅତିକ୍ରାନ୍ତ ଟୋକନରେ ଧାନ କିଣା ଦାବି, ଜିଲ୍ଳା...

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମର ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ଧାନ ବିକ୍ରି କରି...

ବାବା ଆଖଣ୍ଡଳମଣିଙ୍କ ପୀଠକୁ ସରସ ଓ ସୁନ୍ଦର କରିବା ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିକାଶ...

ଭଦ୍ରକ ଖାଉଟି ଅଦାଲତରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀକୁ ଜରିମାନା

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଖାଉଟି ଅଦାଲତ ପକ୍ଷରୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀକୁ ଜରିମାନା ଆଦେଶ ଶୁଣାଇଛନ୍ତି । ଏ ସଂପର୍କରେ ମିଳିଥିବା ତଥ୍ୟ...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ନିର୍ମାଣାଧୀନ...

0
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ଭଦ୍ରକ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ...

ଭଦ୍ରକର ୧୨ଟି ପ୍ରାଇଭେଟ୍ ହସ୍‌ପିଟାଲକୁ ଟିକା ଦାୟିତ୍ୱ

0
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ପୁନଃ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗୁଡିକୁ ଲାଗୁ କରିଥିବାବେଳେ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ନିତ କରାଯାଇଛି...

ଜିଲ୍ଳାସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

0
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରେ ପ୍ରଥମ ଥର ଭଦ୍ରକ କବାଡି ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଜିଲ୍ଳାସ୍ତରୀୟ କବାଡି ପ୍ରତିଯୋଗିତା ବାଳକ ଓ ବାଳିକା...

ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ, ବରିଷ୍ଠ ଆଇନ୍‌ଜୀବିଙ୍କୁ ସମ୍ବର୍ଦ୍ଧିତ

0
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲସଂଘର ବାର୍ଷିକ ଉତ୍ସବ ଭଦ୍ରକ ସହିଦ୍‌ସ୍ମୃତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଡ଼....

ପ୍ରେମିକକୁ ଜେଲରୁ ମୁକୁଳାଇଲେ ପ୍ରେମିକା, ୭ ବର୍ଷ ପ୍ରେମ ପରେ ମନ୍ଦିରରେ ହେଲା ବିବାହ

0
ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଣ୍ଟି ଗଡ଼ିଆ ଗ୍ରାମର ମନୋଜ ଓଝା ।...