Tag: Bhadrak News
ଲକଡାଉନ୍ର ସୁଯୋଗରେ କୋଇଲା ମାଫିଆ ସକ୍ରୀୟ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁରରେ କିଛିଦିନ ପାଇଁ କୋଇଲା ମାଫିଆଙ୍କ କାରବାର ବନ୍ଦ ହେବା ପରେ ପୁଣି ନୂତନ ଢଙ୍ଗରେ ମାତିଛନ୍ତି ସେମାନେ...
ଭଦ୍ରକ ଜିଲା ଟେଣ୍ଟ-ସାଉଣ୍ଡ-ଲାଇଟ୍ ଆସୋସିଏସନ୍ର କୋଭିଡ୍ ପରିପ୍ରେକ୍ଷୀରେ ସରକାରଙ୍କୁ ଦାବି
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ୍-୧୯ ଜନିତ କଟକଣା ମଧ୍ୟରେ ସମସ୍ତ ସାମାଜିକ କାର୍ଯ୍ୟ, ସଭା ସମିତି ପ୍ରଭୃତି କାର୍ଯ୍ୟ ପ୍ରାୟତଃ ବନ୍ଦ ହୋଇଯିବା ଫଳରେ ଏହି...
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଅସମ୍ମାନ : ଧାରଣା ଦ୍ୱିତୀୟ ଦିନରେ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କାନ୍ତକବି ମଂଚ ପକ୍ଷରୁ ବାଇପାସ୍ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଗ୍ନାଂଶ ପ୍ରତିମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ ଦ୍ୱିତୀୟ ଦିନରେ...
ଭଦ୍ରକ ବ୍ଲକରେ ବ୍ୟାପକ ଦୁର୍ନୀତି : ବିଡିଓଙ୍କୁ ଅଭିଯୋଗ କଲା ଜିଲ୍ଲା କଂଗ୍ରେସର ପ୍ରତିନିଧି...
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ସବୁ ପଞ୍ଚାୟତରେ ଖୁଲମଖୁଲ୍ଲା ଲୁଟ ଜାରି ରହିଛି । ମନରେଗା କାମ...
ଶନିବାର ଓ ରବିବାର ଶଟଡାଉନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା : ଆଇନ...
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଏଣିକି ପ୍ରତି ଶନିବାର ଓ ରବିବାର ସମଗ୍ର ରାଜ୍ୟରେ ଶଟଡାଉନ ଘୋଷଣା ପରେ ଭଦ୍ରକ ଜିଲ୍ଲାପାଳ...
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ମା’ ସିଦ୍ଧଦୁର୍ଗା ଯୁବ ସଙ୍ଗଠନ
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ଲକଡ଼ାଉନ ଯୋଗୁଁ ଲୋକେ ନାନାଦି ଦୁର୍ଦ୍ଦଶା ଭୋଗ କରି ଆସୁଛନ୍ତି...
ମୋ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ‘ମୋ ପରିବାର’ ପକ୍ଷରୁ ପ୍ରବାସୀମାନଙ୍କୁ ଭଦ୍ରକରେ ଖାଦ୍ୟ ବଣ୍ଟନ କରାଯାଇଛି । ଆଜି ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ନିକଟରେ...
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଦାବିରେ ଧାରଣା
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଇପାସ୍ ଛକରେ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଦୀର୍ଘଦିନ ହେବ ଗାଏବ ହୋଇଯାଇଛି । ବହୁଦିନ ଧରି ପ୍ରତିମୂର୍ତ୍ତିର ଖମ୍ବ...
ଅସୁରାଳିରେ ୪୮ ଘଣ୍ଟା ସଟ୍ଡାଉନ୍
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରପଞ୍ଚ ବ୍ୟବହାର କଲେ ଜିଲାପାଳ କ୍ଷମତା । ସଂକ୍ରମଣରୁ ନିଜ ଅଂଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ବଜାରକୁ ୪୮ ଘଣ୍ଟା...
ବର୍ଷାରେ ହୁତୁହୁତୁ ହୋଇ ଜଳିଗଲା ଚୂନ ବୋଝେଇ ପିକ୍ଅପ୍
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ବଡବଜାର ନିକଟରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଚାନ୍ଦବାଲି-କେନ୍ଦ୍ରାପଡା ମୁଖ୍ୟ ରାସ୍ତାରେ...
ପାଣିଟାଙ୍କିରୁ ମିଳିଲା ୮ ମାସର ଶିଶୁକନ୍ୟାର ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ଶିଶୁର...
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୮ ମାସର ଶିଶୁକନ୍ୟାକୁ ମା’ ଘରେ ଶୁଆଇ ବାହାରକୁ ଆସିଥିଲା, ହେଲେ ଛାତ ଉପର ପାଣିଟାଙ୍କିରୁ ମୃତଦେହ ମିଳିବା ପରେ ଯା’...
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି...
ଭଦ୍ରକର ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳାରେ କାର୍ଯ୍ୟରତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି ।...
ଗ୍ରାମ୍ୟ ଉନ୍ନୟନ ବିଭାଗ ଶୁଣିଲାନି : ରାସ୍ତା ମରାମତି କଲେ ଗ୍ରାମବାସୀ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଗମନାଗମନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି...
ପାଣିଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଦମକଳ ବାହିନୀ ପହଞ୍ôଚ ତାଙ୍କୁ ଉଦ୍ଧାର...
ପ୍ରକୃତ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ ନେଇ ଭଦ୍ରକ ବିଡିଓଙ୍କୁ ଭେଟିଲା ଭାଜପା
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଭାଜପା ପକ୍ଷରୁ ଜିଲା ସଭାପତି ହେମନ୍ତ ପାଢୀଙ୍କ ନେତୃତ୍ୱରେ ଜିଲା ପଦାଧିକାରୀଙ୍କ ଏକ ଟିମ୍ ଭଦ୍ରକ ଜିଲା ଗୋଷ୍ଠୀ...
ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସିପିଆଇଏମ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୁଦୂର ତାମିଲନାଡୁ ରାଜ୍ୟରୁ ୫୩ ଜଣ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ବରଗଡକୁ ଫେରୁଥିବା ଏକ ବସ୍ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ...
ଭଦ୍ରକରେ ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା କମିଟି ପକ୍ଷରୁ ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ...
୫ ଦଫା ଦାବିରେ ପରିବହନ କର୍ମଚାରୀଙ୍କ ବିକ୍ଷୋଭ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ପରିବହନ କର୍ମଚାରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।...
ଭଦ୍ରକ ଜିଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଳାରେ ଆଉ ୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଳାର ଆକ୍ରାନ୍ତଙ୍କ ସଂଖ୍ୟା...