Surendra Nath Pradhan
ନୟାଗଡ଼ରେ ଋାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼, ୧୯ା୧୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଶନିବାର ନୟାଗଡ଼ ଜିଲା ଜଜ୍କୋର୍ଟଙ୍କ ପକ୍ଷରୁ ସମସ୍ତ ବିଚାର ବିଭାଗୀୟ ଅଦାଲତ...
ବରପ୍ରାପ୍ତି ପାଇଁ ମହାବୀର କ୍ଷେତ୍ର କିମ୍ବଦନ୍ତୀଭରା ବରଦାୟିନୀ ପାହାଡ଼
ନୟାଗଡ଼, ୧୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନିଜ ନିଜର ଅଭିଳାଷ ପୂରଣ ପାଇଁ କିଏ କେତେ ଦେବାଦେବୀଙ୍କ ପାଖରେ ଅଧିଆ ପଡ଼ି ବର ମାଗିଥାନ୍ତି। ମନର କଥା କହି ମନୋବା’ା ପୂରଣ...
ଅବ୍ୟବସ୍ଥା ଭିତରେ ନୟାଗଡ଼ରେ ମିନି ପଲ୍ଲିଶ୍ରୀ ମେଳା
ନୟାଗଡ଼, ୧୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆରେ ଗତ ୧୦ ତାରିଖରୁ ଚାଲିଥିବା ଜିଲ୍ଲାସ୍ତରୀୟ ମିନି ପଲ୍ଲିଶ୍ରୀ ମେଳା ବହୁ ଅବ୍ୟବସ୍ଥା ଭିତରେ ଚାଲିଥିବା ଦେଖିବାକୁ ମିଳିଛି...
ତ୍ରୈମାସିକ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ
ନୟାଗଡ଼, ୧୬.୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) –ଆଜି ଦିବା ୧୧ ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ତ୍ରୈମାସିକ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ...
ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ନେଇ କଂଗ୍ରେସର ପ୍ରେସମିଟ୍
ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ଯଦୁପୁରର ୫ ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡ ୫ମାସ ପୁରିବାକୁ ଯାଉଥିଲେ ମଧ୍ୟ ଏଯାଏଁ ପର୍ଦ୍ଦାଫାସ୍ ହୋଇପାରୁନଥିଲାବେଳେ ଏବେ ରଣପୁର ବଧିପାଟଣାର...
କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼, ୧୬ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୩ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶରଣକୁଳ ସଦାନନ୍ଦ ସାହିତ୍ୟ ପରିଷଦ ତରଫରୁ ସଭାପତି...
କରୋନା ସଚେତନତା ଅଭିଯାନ
ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କ:ନୟାଗଡ଼ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମିଥିଲେ ମଧ୍ୟ ଭୟାବହତା ଏଯାଏଁ ମନରୁ ଛାଡ଼ିନାହିଁ। ଡିସେମ୍ବର ମାସର ଶେଷ ଆଡ଼କୁ ଏବଂ ଫେବୃଆରୀ...
ରୋଟାରୀ କ୍ଳବକୁ ଉତ୍କର୍ଷ ଆହାର ପରିଚାଳନା ପୁରସ୍କାର
ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ରୋଟାରୀ କ୍ଲବକୁ ଉତ୍କର୍ଷ ଆହାର ପରିଚାଳନା ପୁରସ୍କାର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲାରେ ଦୀର୍ଘ ୪ବର୍ଷ ଧରି ରୋଟାରୀ କ୍ଲବ ଆହାର କେନ୍ଦ୍ର...
ପୁଲିସର ନିଷ୍କ୍ରିୟତା ଯୋଗୁଁ ପରିହତ୍ୟା ରାଜନୀତି ବଢୁଛି
ନୟାଗଡ଼, ୧୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପୁଲିସର ନିଷ୍କ୍ରିୟତା ଯୋଗୁଁ ନୟାଗଡରେ଼ ପରିହତ୍ୟାର ରାଜନୀତି ବଢୁଥିବା ଅଭିଯୋଗ ହେଉଛି। ପରିହତ୍ୟାର ୪ମାସ ପରେ ଯଦି ପୁଲିସର ହାତ ଖାଲି ତେବେ ବିଭିନ୍ନ...
ନୟାଗଡ଼ ପରୀହତ୍ୟା ଘଟଣାରେ ଏସ୍ଆଇଟିର ଛାନ୍ଭିନ୍
ନୟାଗଡ଼, ୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ଯଦୁପୁରର ୫ ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ଏସ୍ଆଇଟି ଟିମ୍ ନୟାଗଡ଼ରେ ପହଂଚି ଛାନ୍ଭିନ୍ ଆରମ୍ଭ କରିଛି। ପରୀହତ୍ୟା...
ନୟାଗଡ଼ରେ ବିଭିନ୍ନ ସଂଘଠନ ପକ୍ଷରୁ ରାସ୍ତାରୋକ ଓ ଧାରଣା
ନୟାଗଡ଼, ୨୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ଭାରତ ବନ୍ଦ ଡାକରା ପରିପ୍ରେକ୍ଷିରେ...
ନୟାଗଡ଼ରେ କୋଭିଡ୍ ପରବର୍ତ୍ତୀ ସମୀକ୍ଷା ବୈଠକ
ନୟାଗଡ଼ ୨୫-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୃଜନ ଠାରେ ଦିବା ୧୨ଘଟିକା ସମୟରେ ଜିଲ୍ଲାପାଳ ଡାଃ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ...
ନୟାଗଡ଼: ହାଇୱା ଧକ୍କାରେ ୬ଜଣଙ୍କ ମୃତ୍ୟୁ
ନୟାଗଡ଼, ୨୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଶରଣକୁଳର ନରେନ୍ଦ୍ରପୁର-ସୁଆରସାହି ଛକରେ ଏକ ମର୍ମନ୍ତୁନ୍ଦ ହାଇୱା ଧକ୍କାରେ ୬ଜଣଙ୍କ ପ୍ରାଣହାନୀ ଘଟିଥିବା ଦେଖିବାକୁ ମିଳିଛି। କେବଳ ହାଇୱା ଚାଳକର ବେପରୁଆ...
ଏସଏଚଜି ଟଙ୍କା ସୁଝିବାକୁ ନେଇ ଭାଇ ଭଉଣୀକୁ ହତ୍ୟା ଘଟଣା: କାମାକ୍ଷାକୁ ଜେଲ୍
ନୟାଗଡ଼, ୨୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଗଣିଆ ଥାନା ଅନ୍ତର୍ଗତ ବିଜୟଗରରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଟଙ୍କା ପରିଶୋଧ କରିବାକୁ ନେଇ ନିଜ ଭଉଣୀକୁ ଭାଇ ହତ୍ୟା...
ନୟାଗଡ଼ ଜିଲାରେ ଥଣ୍ଡାକାଶ ବଢୁଛି, କରୋନାକୁ ଭୟ
ନୟାଗଡ଼, ୨୨ା୧୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ଦେଖିବାକୁ ମିଳୁଛି। ଯାହାକି ଲୋକମାନେ ବାହାରକୁ ବାହାରିବା ପାଇଁ ଟିକେ ମନରେ ଦମ୍ଭ ଧରିଛନ୍ତିି। କରୋନା...
ନୟାଗଡ଼: କ୍ୱାକର ଭୁଲ୍ ଚିକିତ୍ସା ଯୋଗୁଁ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ
ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ୧୦ବର୍ଷ ଛାତ୍ରର ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟ ହୋଇଛି। ତେବେ ଜଣେ...
ନୟାଗଡ଼ ସହର ସୌନ୍ଦର୍ଯ୍ୟ କରଣ ପାଇଁ ଜିଲାପାଳଙ୍କ ଅନୁଧ୍ୟାନ
ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷିରେ ଜିଲାପାଳ ଡ-ପୋମା ଟୁଡୁ ସହରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି। ନୟାଗଡ଼ର...
ନୟାଗଡ଼ରେ ପୁଲିସ ଏସଆଇ ଓ ଏଏସଆଇ ସ୍ତରରେ ବଡ଼ ଧରଣର ଅଦଳ ବଦଳ
ନୟାଗଡ଼, ୧୯-୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଏସଆଇ ଓ ଏଏସଆଇମାନଙ୍କର ବଡ଼ ଧରଣର ଅଦଳ ବଦଳ ହୋଇଛି। ଯାହା ଜଣାପଡ଼ିଛି ନୟାଗଡ଼ ଟାଉନ ଥାନା...
ନୂତନ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ନୀଳାମ୍ବର ତ୍ରୀପାଠି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କୁ ନୟାଗଡ଼୍ ବ୍ଳକ ମିଳିତ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ...
ଦଶପଲ୍ଲା ବିଧାୟକଙ୍କ ଭୂମିହୀନଙ୍କୁ ପଟ୍ଟା ବଂଟନ
ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ବିଜେଡି ସଭାପତି ତଥା ଦଶପଲ୍ଳା ବିଧାୟକ ରମେଶ ଚନ୍ଦ୍ର ବେହେରା ବୁଧବାର ଭୂମିହୀନଙ୍କୁ ପଟ୍ଟା ବଂଟନ କରିଛନ୍ତି। ଦଶପଲ୍ଲା ବ୍ଳକ କୁଲୁରୁକୁମ୍ପା...