Home ଜିଲ୍ଲା ପରିକ୍ରମା ଦଶପଲ୍ଲା ବିଧାୟକଙ୍କ ଭୂମିହୀନଙ୍କୁ ପଟ୍ଟା ବଂଟନ

ଦଶପଲ୍ଲା ବିଧାୟକଙ୍କ ଭୂମିହୀନଙ୍କୁ ପଟ୍ଟା ବଂଟନ

49

ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ବିଜେଡି ସଭାପତି ତଥା ଦଶପଲ୍ଳା ବିଧାୟକ ରମେଶ ଚନ୍ଦ୍ର ବେହେରା ବୁଧବାର ଭୂମିହୀନଙ୍କୁ ପଟ୍ଟା ବଂଟନ କରିଛନ୍ତି। ଦଶପଲ୍ଲା ବ୍ଳକ କୁଲୁରୁକୁମ୍ପା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏହି ପଟ୍ଟା ବଂଟନ କାର୍ଯ୍ୟକ୍ରମ ହୋଇଥିଲା। ଅସୁବିଧାରେ ରହୁଥିବା ବହୁ ଗରୀବ ହିତାଧିକାରୀମାନେ ବିଧାୟକଙ୍କ ଠାରୁ ଭୂମି ପଟ୍ଟା ଗ୍ରହଣ କରି ଖୁସି ପ୍ରକଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.