Home ଜିଲ୍ଲା ପରିକ୍ରମା ନୟାଗଡ଼ ସହର ସୌନ୍ଦର୍ଯ୍ୟ କରଣ ପାଇଁ ଜିଲାପାଳଙ୍କ ଅନୁଧ୍ୟାନ

ନୟାଗଡ଼ ସହର ସୌନ୍ଦର୍ଯ୍ୟ କରଣ ପାଇଁ ଜିଲାପାଳଙ୍କ ଅନୁଧ୍ୟାନ

29

ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷିରେ ଜିଲାପାଳ ଡ-ପୋମା ଟୁଡୁ ସହରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି। ନୟାଗଡ଼ର ଟ୍ରାଫିକ ସମସ୍ୟା ଓ ପାର୍କିଂ ସୁବିଧାକୁ ଆଖି ଆଗରେ ରଖି ଜିଲାପାଳ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଟ୍ରାଫିକ ଛକଠାରୁ ଓଡ଼ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ବେଶୀ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଜିଲାପାଳ ଅନ୍ୟ ପଦାଧିକାରୀମାନଙ୍କ ସହ ସମସ୍ୟା ବୁଲି ଦେଖିଥିଲେ। ଜିଲାପାଳଙ୍କ ସହ ଏସ୍ ପି ପ୍ରତ୍ୟୁଷ ଦିବାକର, ପୌରାଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.