Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ଜିଲ୍ଲା ଅବକାରି ବିଭାଗ ର ରେକର୍ଡ, ୬୧୮କୋଟି୮୪ଲକ୍ଷ ୭୩ହଜାର ଟଙ୍କାର ଗଜେଂଇ ଗଛ ପୋଡିନଷ୍ଠ,୧କୋଟି୮୦ଲକ୍ଷଟଙ୍କାର...

0
ମାଲକାନଗିରି,୧୮ । ୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଘଚଂ ଜଙ୍ଗଲ ପାହଡ ତଳେ ଥିବା ପ୍ରାୟ୧୦ହଜାର ହେକ୍ଟର ସରକାରି ଜମିରେ ସବୁଜ ଜହର...

ଶ୍ରୀ ରାମକୃଷ୍ଣ ସେବା ସଂଘ ପକ୍ଷରୁ ଶ୍ରୀଶ୍ରୀ ମା ସାରଦା ଦେବୀଙ୍କ ୧୬୭ତମ ଜନ୍ମଉତ୍ସବ...

0
ମାଲକାନଗିରି,୧୮ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ରିକ୍ଲାମେସନ କଲୋନି ଠାରେ ଥିବା ଶ୍ରୀ ରାମକୃଷ୍ଣ ସେବା ସଂଘ ଆଶ୍ରମ ଠାରେ ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କ ୧୬୭ତମ ଜନ୍ମଉତ୍ସବ ପାଳିତ...

ମାଲକାନଗିରି ପୌରପରିଷଦ ରେ ମୋ ସରକାର କକ୍ଷ ଉଦଘାଟିତ

0
ମାଲକାନଗିରି,୧୮ା୧୨ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ କାର୍ଯ୍ୟାଳୟ ଠାରେ ରାଜ୍ୟସରକାର ଙ୍କ ଫାଇବ୍ ଟି ଓ ମୋ ସରକାର ସ୍ୱତନ୍ତ୍ର ହେଲ୍ପଲାଇନ କକ୍ଷ  ଆଜି ଠାରୁ ସୁଭାରମ୍ଭ ହୋଇଛି । ଏହି...

ଆଶ୍ରମ ବିଦ୍ୟାଳୟର ୪ର୍ଥଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଧାନଶିକ୍ଷକ ଙ୍କୁ ଦାୟୀ...

0
ମାଲକାନଗିରି,୧୮ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମଙ୍ଗଳବିଭାଗର ଆଶ୍ରମ ଓ ଶେବାଅଶ୍ରମ ବିଦ୍ୟାଳୟ ସହିତ ଆବାସୀକ ବିଦ୍ୟାଳୟ ଗୁଡିକରେ ସବୁବେଳେ ଅବ୍ୟବସ୍ଥା ଲାଗିରହିଛି, କେଉଁଠି ବିଦ୍ୟାଳୟ ଛାଡିପିଲା ପଳାଇଲେଣ ିତ ଆଉକେଉଁଠାରେ...

ଗଣଶିକ୍ଷାମନ୍ତ୍ରୀ ଓ ଉନ୍ନୟନ କମିଶନର ଙ୍କ ସ୍ୱାଭିମାନ ଅଚଂଳଗସ୍ତ,ଶିକ୍ଷକ ଆବାସିକ ଭବନ,ଅତିରିକ୍ତ ଶ୍ରେଣୀ ଗୃହ...

0
ମାଲକାନଗିରି,୧୮ା୧୨ (ଓଡିଆ ପୁଅ )   ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମାଓପ୍ରବଣ ସ୍ୱାଭିମାନ ଅଚଂଳକୁ ରାଜ୍ୟଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ ଓ ଉନ୍ନୟନକମିଶନର ସୁରେଶଚନ୍ଦ୍ର ମହାପାତ୍ର ...

ମାଲକାନଗିରି ସହରରେ ୧୩ଟି ଏଟିଏମ ରେ ୩ ଦିନ ହେଲା ଟଙ୍କା ନାହିଁ ,...

0
ମାଲକାନଗିରି,୧୭ା୧୨(ଓଡିଆ ପୁଅ) ମାଲକାନଗିରି ସହରରେ  ଥିବା ବିଭିନ୍ନ ବ୍ୟାଙ୍କର ୧୩ଟି ଏଟିଏମରେ ଗତ ୩ଦିନ ହେଲା ଟଙ୍କା ନଥିବାରୁ  ସହରବାସୀ ଟଙ୍କାଉଠାଇ ନପାରି ବହୁତ ହଇରାଣ ହୋଇଛନ୍ତି । ଜିଲ୍ଲାସଦର ମହକୁମାଠାରେ ଥିବା ...

ମାଓଗଡରେ ମାଓବାଦୀଙ୍କୁ ବିରୋଧ, ସ୍ୱାଭିମାନ ଅଚଂଳରେ ଉନ୍ନୟନ କାର୍ଯ୍ୟପାଇଁ ଅଟାଂଭିଡିଲେ ଆଦିବାସୀ

0
ମାଲକାନଗିରି,୧୭ା୧୨  (ଓଡିଆ ପୁଅ ) ମାଓଗଡରେ ପ୍ରଥମଥର କରି ମାଓବାଦୀଙ୍କୁ ବିରୋଧ କରି ସ୍ୱାଭିମାନ ଅଚଂଳର ଉନ୍ନୟନ ପାଇଁ ଅଟାଂଭିଡିଛନ୍ତି ଆଦିବାସୀ ।  ଆନ୍ଦ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ମାଓଗଡ...

ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗୀତାରେ ମାଲକାନଗିରି ଏମଭି୭ ହାଇସ୍କୁଲ ର ଛାତ୍ର ପୁରସ୍କୃତ,ରୌପ୍ୟ ପଦକ ହାସଲ

0
ମାଲକାନଗିରି,୧୭ା୧୨(ଓଡିଆ ପୁଅ)  ରାଜ୍ୟ ଶକ୍ତିବିଭାଗ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ରାଷ୍ଟ୍ରୀୟ ଶକ୍ତିସଂରକ୍ଷଣ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଏମଭି୭ ଜଗନ୍ନାଥପଲି ହାଇସ୍କୁଲ ର ୮ମ...

ମାଲକାନଗିରି ଜିଲ୍ଲାରେ ନିଯୁକ୍ତିମେଳା,୭୬୪ ବେକାରୀ ଙ୍କ ମଧ୍ୟରୁ ୨୦୪ଙ୍କୁ ନିଯୁକ୍ତି ଓ ୩୧୮ଜଣଙ୍କୁ ତାଲିମ...

0
ମାଲକାନଗିରି,୧୭ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପ୍ରଶାସନ ଜିଲ୍ଲା ନିୟୋଜନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସ୍ଥାନୀୟ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଏହି ମେଳାରେ   ମାଲକାନଗିରି,କାଲିମେଳା, ପଡିଆ,ମାଥିଲି, କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ...

ଗୋବିନ୍ଦପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭାଲୁଅତଙ୍କ ,ଛାତ୍ର ଛାତ୍ରୀ ଭୟଭିତ

0
ମାଲକାନଗିରି,୧୪ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରବେଶ ଦ୍ୱାରା ଗୋବିନ୍ଦପାଲି ବଜାର ଓ ସ୍କୁଲ ମଧ୍ୟରେ ଭାଲୁ ଆତଙ୍କ ଦେଖା ଦେଇଛି । ଗୋବିନ୍ଦପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସିସି ଟିଭି ଚିତ୍ରରୁ ଏହା ଜଣାପଡିଛି...

ବିଡିଓ ଙ୍କୁ ବଦଳି କରିବାପାଇଁ ବ୍ଲକ ଅଧ୍ୟକ୍ଷା ଙ୍କ ସହ ଖଇରପୁଟ ଅଚଂଳବାସୀ ସାଂସଦ...

0
ମାଲକାନଗିରି ,୧୪ା୧୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବିଡିଓ ବିଶ୍ୱଜିତ ବର୍ମନଙ୍କ ବିରୋଧରେ ଦୁର୍ନିତି ଓ ଲୋକ ପ୍ରତିନିଧିଙ୍କୁ ଖରାପବ୍ୟବହାର ଦେଖାଇବା ବିରୋଧରେ ଅଭି ଯୋଗକରି  ବ୍ଲକଅଧ୍ୟକ୍ଷା...

୫୭ବର୍ଷୀୟା ମହିଳା ରକ୍ତଦାନ କରି ଜଣେ ଗର୍ଭବତୀ ଆଦିବାସୀ ମହିଳାଙ୍କ ଜୀବନ ବଚାଂଇଲେ

0
ମାଲକାନଗିରି,୧୪ା୧୨(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ରକ୍ତହିନତା ଯୋଗୁଁ ଅନେକ ଗର୍ଭବତୀ ମହିଳା ଙ୍କର ପ୍ରସୁତି ସମୟରେ  ମୃତ୍ୟୁ ଘଟିଥାଏ  । ମାଲକାନଗିରି ବ୍ଲକସ୍ଥ  ପଦ୍ମଗିରି ଗ୍ରାମର ଗର୍ଭବତୀ ଗରିବ...

ମାଲକାନଗିରି ଜିଲ୍ଲାସ୍ତରୀୟ ଦୁଇଦିନିୟା ଯୁବ ମହୋତ୍ସବ ଉଦଘାଟିତ

0
ମାଲକାନଗିରି,୧୪ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ଠାରେ ଦୁଇଦିନିୟା ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଛାତ୍ର ଛତ୍ରୀ ଙ୍କ ନୃତ୍ୟ ସଙ୍ଗୀତ ମଧ୍ୟରେ ଆଡମ୍ବର ସହକାରେ ଉଦଘାଟିତ ହୋଇ...

ମାଓଗଡରେ ତ୍ରୀରଙ୍ଗା ପତାକା ଉଡାଇ ବିଏସଏଫ କ୍ୟାମ୍ପ ଉଦଘାଟନ କଲେ ଏସପି

0
ମାଲକାନଗିରି,୧୪ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ହନ୍ତାଳଗୁଡା ଗ୍ରାମ ଠାରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପ ଉଦଘାଟନ କରି ତ୍ରୀରଙ୍ଗା ପତକା ଉଡାଇଛନ୍ତି ଏସପି ରିଶିକେଶ...

ଷ୍ଟାମ୍ପପେପର ଆଣିବାକୁ ଭୁବନେଶ୍ୱର ଯାଉଥିବା ବେଳେ ଟ୍ରେଜେରି ଗାଡି ଦୁର୍ଘଟଣା,ଜଣେ ମୃତ ୯ ଆହତ

0
ମାଲକାନଗିରି,୧୪ା୧୨ (ଓଡିଆ ପୁଅ ) ମାଲକାନଗିର ଜିଲ୍ଲାଟ୍ରେଜେରି କର୍ମଚାରୀ ମାନେ ଭୁବନେଶ୍ୱର କୁ ଏକ ଟ୍ରାଭଲର ଗାଡିନେଇ ଷ୍ଟାମ୍ପପେର ଆଣିବାକୁ ଯାଉଥିବା ବେଳେ ଏକ ହାଇଓ୍ୟା ଗାଡି ସହ ଧକ୍କା ଲାଗି ଘଟଣାସ୍ଥଳରେ...

ନାହିଁ ନାହିଁ ରେ ଚାଲିଛି ମାଲକାନଗିରି ମଡେଲ ଡିଗ୍ରୀକଲେଜ,୬ମାସହେଲା ଦରମା ପାଇନାହାନ୍ତି କର୍ମଚାରୀ

0
ମାଲକାନଗିରି,୧୪ା୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିର ଜିଲ୍ଲା ରେ ଉଚଶିକ୍ଷାର ଅଗ୍ରଗତି ନିମନ୍ତେ ଗତ୨୦୧୬ମସିହାରେ ଏକ ମଡେଲ ଡିଗ୍ରୀକଲେଜ ପ୍ରତିଷ୍ଟା କରାଯାଇଥିଲା । ଓଡିଶାର ୮ଟି ସ୍ଥାନରେ ମଡେଲ ଡିଗ୍ରୀ...

ମାଓବାଦୀଙ୍କ ହୁଇପ ଜାରି : ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ମନା – ବିନା...

0
ମାଲକାନଗିରି,୧୨-୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ବ୍ୟବହାରକୁ ବାରଣ କରି ହୁଇପ ଜାରି କରିଛନ୍ତି ମାଓବାଦୀମାନେ। ବିନା ଅନୁମତିରେ ଫୋନ କଲେ ମିଳିବ ମୃତ୍ୟୁ ଦଣ୍ଡ।...

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପରେ ଆଜି ଠାରୁ ସରକାରି ବସ ସହ ବିଜୁ ସ୍ୱାସ୍ଥ୍ୟ...

0
ମାଲକାନଗିରି,୯ ।୧୨ (ଓଡିଆ ପୁଅ ) ମାଓବାଦୀଙ୍କ ପିଏଲଜିଏ ସପ୍ତାହ ୨ତାରିଖ ଠାରୁ ଆରମ୍ଭ ହୋଇ ୮ତାରିଖରେ ସରିଯାଇଛି । ମାଓବାଦୀଙ୍କ ଭୟରେ ମାଲକାନଗିରିକୁ ଚଳା ଚଳକରୁଥିବା ସମସ୍ଥ ସରକାରି ବସ ସହ...

ଟିୟୁମୋର ଯନ୍ତ୍ରଣାରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ଆଦିବାସୀ ଯୁବକ,ଚିକିତ୍ସାରେ ଅର୍ଥସାଜିଛି...

0
ମାଲକାନଗିରି,୯ା୧୨(ଓଡିଆ ପୁଅ )  ଅର୍ଥଅଭାବରୁ ଜଣେ ଗରିବ ଆଦିବାସୀ ଯୁବକ ଟିୟୁମୋର ରୋଗରେ ଆକ୍ରାନ୍ତ ହୋଇ ଗତ ପାଚଂବର୍ଷ ହେଲା ଯନ୍ତ୍ରଣାରେ ଛଟପଟହେଉଛନ୍ତି  । ଉଚ୍ଚତର ଚିକିତ୍ସା କରିବା ପାଇଁ ତାନିକଟରେ ଅର୍ଥଅଭାବ...

ଧାନମଣ୍ଡିରେ ସ୍ୱଚ୍ଛତା,ଦଲାଲ ମୁକ୍ତ କରି ଚାଷୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ମଣ୍ଡି ...

0
ମାଲକାନଗିର,୮ା୧୨(ଓଡିଆ ପୁଅ)  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୬୩ଟି ଧାନ ମଣ୍ଡିରେ ସ୍ୱଚ୍ଛତା ଆଣି ଦଲାଲମୁକ୍ତ କରି ଚାଷୀମାନଙ୍କୁ ସମସ୍ତପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରେ ଧାନ...