Suchitra Dash
ପୁବର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ ,ଶ୍ରୀ ଦୋରାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା...
ମାଲକାନଗିରି,୨୭ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୁବ ର୍ତନ ବିଧାୟକ ତଥା ଓଡିଶା ବିଧାନ ସଭାର ପୁବ ର୍ତନ ଉପବାଚସ୍ପତି ଆଦିବାସୀ ନେତା ପ୍ରହ୍ଲାଦ ଦୋରାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗରୁତର...
ଏଓବି ଓ ମାଲକାନଗିରି ମାଓବାଦୀ ଡିଭିଜନର ବରିଷ୍ଟ ମାଓନେତା ଶିବାନ୍ନା ଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୭ା୮(ଓଡିଆ ପୁଅ ) ଦୀର୍ଘ୩୦ବର୍ଷଧରି ମାଓସଂଗଠନରେ ସାମିଲ ଥିବା ଏଓବି ଜୋନାଲ କମିଟି ସଦସ୍ୟ ଓ ମାଲକାନଗିରି ମାଓବାଦୀ ଡିଭିଜନର ବରିଷ୍ଠ ମାଓନେତା ଶିବାନ୍ନା ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି...
ବେଆଇନ ଭାବେ ବିକ୍ରିକରୁଥିବା ସମୟରେ ୯୦ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ
ମାଲକାନଗିରି,୨୬ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନାସ୍ଥ କୁମାର ସହିର ଜଣେ ଯୁବକ ବେଆଇନ ଭାବେ ବିଦେଶୀ ମଦ ବିକ୍ରିକରୁଥିବା ବେଳେ ମଦ ସହିତ ସେ ଯୁବକକୁ ପୁଲିସ ଗିରଫ କରିଛନ୍ତି ।...
ଜିଲ୍ଲା ଦୌରାଜଜ ଅଦାଲତ ପକ୍ଷରୁ ହତ୍ୟାକାରୀ କୁ ଆଜୀବନ କାରାଦଣ୍ଡ,୧୦ହଜାର ଟଙ୍କା ଜରିମାନା
ମାଲକାନଗିରି,୨୬ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଦୌରାଜଜ ଏସ.ରେଖାପ୍ରସାଦ ଜଣେ ହତ୍ୟାକାରି ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରବା ସହ ୧୦ହଜାରଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି । ମୋଟ ୨୨ଜଣ...
ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଆଜାଦି କା ଅମ୍ରିତ ମହୋତ୍ସବ ପାଳିତ ।
ମାଲକାନଗିରି,୨୬ା୮(ଓଡିଆ ପୁଅ ) ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁୁ ୭୫ତମ ସ୍ୱାଧିନତା ପୁର୍ତିର ଆଜାଦୀ କା ଅମ୍ରୀତ ମହୋତ୍ସବ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନାର ଗ୍ରାଚଂଳ ସଂଯୋଗିକରଣ...
ଦୁର୍ଘଟଣା ରେ ୩ ମୃତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିପ ଫଣ୍ଡରୁ ୧.୫ ଲକ୍ଷ ଟଙ୍କାର...
ମାଲକାନଗିରି,୨୬ା୮ (ଓଡିଆ ପୁଅ ) ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ରେ ମର୍ମଦୁନ୍ତ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଥିଲା । ଏହି ତିନି ମୃତକ ପରିବାରଙ୍କ ଦଶାହ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ...
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ସେତୁ ଯୋଜନାରେ ୨.୫ଲକ୍ଷ ମାଛ ଜାଆଁଳ ଛଡାଗଲା
ମାଲକାନଗିରି,୨୬ା୮(ଓଡିଆ ପୁଅ ) ସ୍ୱାଭିମାନ ଅଚଂଳର ୨ହଜାର ମତ୍ସଜୀବିଙ୍କ ପାଇଁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେତୁ ଯୋଜନାରେ ୨ଲକ୍ଷ ୫୦ହଜାର ମାଛ ଜାଆଁଳ ଛାଡା ଯାଇଛି । ଚିତ୍ରକୋଣ୍ଡା ସ୍ପିଲେଓ୍ୟ ଲଂଚଘାଟ...
ପୌରାଚଂଳ ସହ ବିଭିନ୍ନ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟିଂଲେ...
ମାଲକାନଗିରି,୨୪ା୮ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ଅଚଂଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ଥ ସ୍ମାର୍ଟ କାର୍ଡ ବଟଂନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଚିଦାନନ୍ଦ...
ସରକାରି ଜମି ଦଖଳକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ସଂଘର୍ଷ,୧୦ ଆହତ,ଜଣେ ଗୁରୁତର ଘଟଣାସ୍ଥଳରେ ୧୪୪ଧାରା...
ମାଲକାନଗିରି,୨୪ା୮ (ଓଡିଆ ପୁଅ ) ସରକାରୀ ଜମିକୁ ଜବର ଦଖକରି ସେ ଜମିରେ ଚାଷ କରିବାକୁ କେନ୍ଦ୍ରକରି ଦୁଇଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟି ୧୦ଜଣ ଆହତ ହୋଇଥିବା ବେଲେ ଜଣେ ଗୁରୁତର ଥିବାର...
୪୮ଟି ବିବାଦିୟ ଖଣିଲିଜ ଟେଣ୍ଡରକୁ ମାଲକାନଗିରି ଜିଲ୍ଲାପାଳ ବାତିଲ କଲେ
ମାଲକାନଗିରି,୨୪ା୮ (ଓଡିଆ ପୁଅ )ଜିଲ୍ଲାରେ ବିବାଦୀୟ ୪୮ଟି ଲଘୁଖଣି ଟେଣ୍ଡର ଲିଜକୁ ଆରଡିସି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗରି ଜିଲ୍ଲାପାଳ ବାତିଲ କରିଛନ୍ତି । ମାଲକାନଗିରି ଜିଲ୍ଲାର ତତକାଳିନ ଜିଲ୍ଲାପାଳ ଡ.ୟେଦୁଲା ବୀଜୟ...
ମର୍ମଦୁନ୍ତ ଦୁର୍ଘଟଣା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ,୩ ମୃତ ୩ ଆହତ
ମାଲକାନଗିରି,୨୨ା୮ (ଓଡିଆ ପୁଅ) ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ରେ ମର୍ମଦୁନ୍ତ ଦୁର୍ଘଟଣା ଘଟିଛି,ଏମଭି୧୬ ଓ ଏମଭି୧୭ ଗ୍ରାମ ନିକଟ ଜାତୀୟ ରାଜପଥରେ ଏକ ଟ୍ରାକ୍ଟର କୁ ଚିପ୍ସବୋଝେଇ ଟ୍ରକ ଧକ୍କା...
ମାଛ ଧରିବାକୁ ଯାଇଥିବା ବେଳେ ଡ୍ୟାମରେ ଡଙ୍ଗାବୁଡି ଯୁବକ ନିଖୋଜ
ମାଲକାନଗିରି,୨୨ା୮ ( ଓଡିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ତେଲରାଇ ପଚାଂୟତ ଆମ୍ବପଦର ଗ୍ରାମର ନୀଳଖେମୁଡୁ(୩୫)ନାମକ ଆଦିବାସୀ ଯୁବକ ସୀମାନ୍ତ ଆନ୍ଦ୍ରପ୍ରଦେଶର ସିଲେରୁ ନଦୀ ଡଙ୍କରାଇ ଡ୍ୟାମରେ ଗତ ଶୁକ୍ରବାର ଅପରାହ୍ନରେ...
୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଅତ୍ୟାଧୁନିକ ମଡେଲ ଚିକିତ୍ସାଳୟ କରାଯିବ ବୋଲି...
ମାଲକାନଗିରି,୨୨ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପ୍ରାଣୀ ଚିକିତ୍ସା ପରିସରରେ ରାଜ୍ୟସ୍ତରୀୟ ବଳଭଦ୍ର ଜନ୍ମ , ଗହ୍ମାପୂଣ୍ଣ ର୍ିମା ଓ ରକ୍ଷାବନ୍ଧନ ଉତ୍ସବ କୁ କୃଷୀ,ମତ୍ସ ଓ ପ୍ରାଣୀସମ୍ପଦ ବିକାଶ ଏବଂ...
ମାଥିଲି ଗୁଳିକାଣ୍ଡ ଦିବସ ରେ ଶହୀଦ ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଲେ ନେତା ଓ...
ମାଲକାନଗିରି,୨୧ା୮ (ଓଡିଆ ପୁଅ ) ମାଥିଲି ଗୁଳିକାଣ୍ଡଦିବସ ଅବସରରେ ମାଥିଲି ଥାନା ପରିସରରେ ପ୍ରତିଷ୍ଟା କରାଯାଇଥିବା ସହିଦ ସ୍ତମ୍ବ ନିକଟରେ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି ମାଲକାନଗିରି ଜିଲ୍ଲାର ନେତା,ଜନତା ଓ ପୁଲିସ ।...
ଶିକ୍ଷାମନ୍ତ୍ରୀ ଙ୍କ ଦ୍ୱାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସାମଗ୍ରୀ ବଟଂନ ଓ ସ୍ମାର୍ଟ...
ମାଲକାନଗିରି,୨୧ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ସରକାରି ଉଚ୍ଚବିଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ ପାଇଭ ଟି ଅନ୍ତର୍ଗତ ସ୍ମାର୍ଟ କ୍ଲାସ ଓ ତତସଲଗ୍ନ...
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାହସପିଟାଲ ପରିଦର୍ଶନ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସଂପର୍କରେ ସମିକ୍ଷା
ମାଲକାନଗିରି,୨୧ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପରିଦର୍ଶନ କରି ରୋଗିଙ୍କୁ ଭେଟି ସେମାନଙ୍କୁ କିପରି ସ୍ୱାସ୍ଥ୍ୟ ସେବା,ଖାଦ୍ୟ ଯୋଗାଯାଉଛି ସେ ସଂପର୍କରେ ପଚାରି ବୁଝିଥିଲେ ।ପରେ...
ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ,ଆଦିମ ବଣ୍ଡାଜନଜାତିର ମହିଳା ସୁକ୍ରୀଧାଙ୍ଗଡା ମାଝିଙ୍କ ଠାରୁ ମୁଖ୍ୟମନ୍ତ୍ରୀ...
ମାଲକାନଗିରି,୨୦ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ମୁଦୁଲିପଡା ବଣ୍ଡାଘାଟିର ଆଦିମବଣ୍ଡା ଜନଜାତିର ମହିଳା ସୁକ୍ରୀ ଧାଙ୍ଗଡାମାଝୀ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ...
ଭାଜପା ପାର୍ଟୀର ସାମ୍ବାଦିକ ସମ୍ମିଳନୀ,ବିଜୁ ସ୍ୱାସ୍ଥ୍ୟକାର୍ଡ ବିଜେଡି ଦଳର ନିର୍ବାଚନୀ ପୁସିଂକାର୍ଡ
ମାଲକାନଗିରି,୧୯ା୮(ଓଡିଆ ପୁଅ ) ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗସ୍ତକରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମକୁ ସମାଲୋଚନା କରି ଭାଜପା ଦଳ ଏହା ବିଜେଡି ଦଳର...
ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ,ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ
ମାଲକାନଗିରି,୧୯ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୧ଲକ୍ଷ ୫୫ହଜାର ୮୨୩ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟାଂ ଯିବ,ଜିଲ୍ଲାସଂସ୍କୃତି ଭବନଠାରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆନୁଷ୍ଟାନିକ ଭାବେ...
ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ...
ମାଲକାନଗିରି,୧୪ା ୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଦ୍ରପ୍ରଦେଶ ଇଷ୍ଟଗୋଦାବରି ଠାରେ ନିର୍ମାଣଧିନ ପୋଲାଭରମ ପ୍ରକଳ୍ପ କୁ ମାଲକାନଗିରି ଜିଲ୍ଲା ସିପିଆଇଏମ ପାର୍ଟି ପକ୍ଷରୁ ବିରୋଧ କରାଯାଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...





















