Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ବିଏସଏଫ ଆଇଜି ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ,ମାଓଦମନ ନେଇ ସମୀକ୍ଷା

0
ମାଲକାନଗିରି,୬ା୯ (ଓଡିଆ ପୁଅ )ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଦାକୋଟି ଓ ଡିଆଇଜି ସଜଂୟକୁମାର ସିଂ ଗତ ୪ଓ ୫ତାରିଖ ଦୁଇଦିନ ମାଲକାନଗରି ଜିଲ୍ଲାକୁ ଗସ୍ତକରି ମାଓସମସ୍ୟା ସଂପର୍କରେ ଆଲୋଚନା କରିବା ସହ...

ଗ୍ରାହକ ଙ୍କ ଜମା ଖାତାରୁ ବରୋଦା ବ୍ୟାଙ୍କ ପୁବ ର୍ତନ ପରିଚାଳକଙ୍କ ଟଙ୍କା ହଡପ...

0
ମାଲକାନଗିରି,୨ା୯ (ଓଡିଆ ପୁଅ ) ମାଲକାନଗିରି ବ୍ଲକରେ ଥିବା ବ୍ୟାଙ୍କ ଅଫ ବରୋଦା ର କେତେଜଣଙ୍କ ଜମାଖାତାରୁ ପୁବ ର୍ତନ ବ୍ୟାଙ୍କପରିଚାଳକ କୋଟି କୋଟି ଟଙ୍କା ହଡପ କରିବା ର ଅଭିଯୋଗ ହେବାପରେ...

ଜମିଲାଡିରେ ଶୋଇଥିବା ବେଳେ ବିଷଧର ସାପ କୁମୁଡାରେ ୨ ମୃତ

0
ମାଲକାନଗିରି,୨ା୯(ଓଡିଆ ପୁଅ ) ଧାନ ବିଲରେ ଥିବା ଲାଡିରେ ଶୋଇଥିବା ପୁୟୁସି ଓ ପୁତୁରା ଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁଘଟିଛି । ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ପଡିଆ ଥାନାସ୍ଥ...

ଖେଳୁଥିବା ବେଳେ ପୋଖରିରେ ଗୋଡ ଖସି ଯିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ

0
ମାଲକାନଗିରି,୨ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପଡିଆ ଥାନାସ୍ଥ କମାରଗୁଡା ଆଦିବାସୀ ଗ୍ରାମରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁଘଟିଛି ।କମାରଗୁଡା ଗ୍ରାମର କିଛି ଛୋଟ ଛୋଟ ପିଲା ଗ୍ରାମଦାଣ୍ଡରେ ଲୁଚକାଳି...

ହେଲମେଟ ବ୍ୟବହାର ଓ ମଟର ଯାନ ଆଇନ ମାନିବା କୁ ନେଇ ଜିଲ୍ଲାପାଳ ଙ୍କ...

0
ମାଲକାନଗିରି,୧ା୯ (ଓଡିଆ ପୁଅ ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ରେ ଆଜି ଠାରୁ ମଟର ଯାନ ଆଇନକୁ କଡା କଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ବୀଶାଲ...

ରେଳ ଲାଇନ ସର୍ଭେ ଆରମ୍ଭ,ଜୟପୁର ଠାରୁ ମାଲକାନଗିରି କୁ ୧୩୦ କିଲୋମିଟର ରେଳପଥ ...

0
ମାଲକାନଗିରି,୧ା୯(ଓଡିଆ ପୁଅ ) ଦେଶ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଓଡିଶା ରାଜ୍ୟର ଦୂରତମ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜାଲ୍ଲା ବାସିଙ୍କ ପାଇଁ ରେଳ ଗାଡିଦେଖିବା ସ୍ୱପ୍ନପାଲଟିଥିବା ବେଳେ ଦୀର୍ଘବର୍ଷର ଅପେକ୍ଷାପରେ...

ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ରୋଗ ଆତଙ୍କ,୨୦ଦିନ ମଧ୍ୟରେ ୪୭ରୁ ଉର୍ଦ୍ଦ ଆକ୍ରାନ୍ତ ଓ ଜଣେ...

0
ମାଲକାନଗିରି,୧ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ରୋଗ ଆତଙ୍କ ଦେଖା ଦେଇଛି ।ଗତ ୨୦ଦିନ ମଧ୍ୟରେ ୪୭ଜଣରୁ ଉର୍ଦ୍ଦ ଚିହ୍ନଟ ହୋଇ ବିଭିନ୍ନ ଚିକିତ୍ସାଳୟ ରେ ଚିକିତ୍ସିତ...

ବିଭିନ୍ନ ଦାବି ନେଇ ଗାଁ ସାଥୀଙ୍କ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ,ମୁଖ୍ୟମନ୍ତ୍ରୀ ଙ୍କ...

0
ମାଲକାନଗିରି,୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ କାର୍ଯ୍ୟକରୁଥିବା ଗାଁ ସାଥି ମାନେ ବିଭିନ୍ନ ଦବିପୁରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ...

ରାଇସମିଲ ମାଲିକ ସଂଘ ସଭାପତି ତଥା ବିଜେଡି ନେତାଙ୍କ ହୃଦଘାତରେ ମତ୍ୟୁ

0
ମାଲକାନଗିରି,୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରାଇସ ନିଲ ମାଲିକ ସଂଘର ସଭାପତି ତଥା ବିଜେଡି ଦଲର ଜମେ ବରିଷ୍ଠ ନେତା ଦୁର୍ଗା ଚରଣ ପଡିଆରୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି ।...

ଆଦିବାସୀ ଗ୍ରାମରେ ଶିବପୁରାଣ ପାଠ ଓ ନରନରାୟଣ ସେବା

0
ମାଲକାନଗିରି,୧ା୯ (ଓଡିଆ ପୁଅ )ମାଲକାନଗିରି ବ୍ଲକସ୍ଥ ଆଦିବାସୀ ସିଆଡିମାଳ ଗ୍ରାମ ମୁଣ୍ଡ ପାହଡ ଉପରେ ଥିବା ଶିବ ମନ୍ଦିରରେ ଶିବପୁରାଣ ପାଠ ଓ ନରନରାୟଣ ସେବା ଗତ ୬ମାସ ହେଲା ଆରମ୍ଭ ହୋଇ...

ବିଭିନ୍ନ ଦାବିପୁରଣ ନେଇ ଚିତ୍ରକୋଣ୍ଡା ଡ୍ୟାମ ନିକଟରେ ସିକ୍ୟୁରିଟ ଗାର୍ଡ ଙ୍କ ଧାରଣା

0
ମାଲକାନଗିରି,୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥ ବିଡିପି ଯୋଜନାରେ କାର୍ଯ୍ୟରତ ସିକ୍ୟୁରିଟ ଗାର୍ଡ ମାନେ ବିଭିନ୍ନ ଦାବିପୁରଣ ନେଇ ଚିତ୍ରକୋଣ୍ଡା ଡ୍ୟାମ ସ୍ପିଲଏ ଲଚଂଘାଟ ଠାରେ ଆଜି ଧାରଣାରେ...

ଆଦିବାସୀ ଅଚଂଳରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦଉତ୍ସବ ପାଳିତ

0
ମାଲକାନଗିରି,୧ା୯ (ଓଡିଆ ପୁଅ ) କୋଭିଡ କଟକଣା ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶ୍ରୀକୃଷ୍ଣ ମନ୍ଦିର ଗୁଡିକରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇ ଯାଇଛି । ବିଷେଶ...

ଗଜେଂଇ ଚୋରାଚାଲାଣ କାରି ଦୁଇଜଣଙ୍କୁ ଜିଲ୍ଲା ଓ ଦୌରାଜଜଙ୍କ ପକ୍ଷରୁ ୧୦ବର୍ଷ ସଶ୍ରମ କାରାଦଣ୍ଡ...

0
ମାଲକାନଗିରି,୩୧ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଦୌରାଜଜ ଏସ.ରେଖାପ୍ରସାଦ ଆଜି ଗଜେଂଇ ଚୋରାଚାଲଣ ମାମଲାର ବିଚାର କରି ଦୁଇଜଣ ଚୋରାଗଜେଂଇ ଚାଲାଣ କାରି ଅଭିଯୁକ୍ତ ଙ୍କୁ ୧୦ବର୍ଷଲେଖା ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରବା...

ମୁଦୁଲିଗୁଡା ଠାରେ ପଚାଂୟତ ପ୍ରତିଷ୍ଟା ଦାବିକରି ଯୁବଗୋଷ୍ଠି ଦାବିପତ୍ର ଦେଲେ ଜିଲ୍ଲାପାଳଙ୍କୁ

0
ମାଲକାନଗିରି,୩୧ା୮ ( ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳରେ ଆଉ ଏକ ନୂତନ ଗ୍ରାମପଚାଂୟତ ପ୍ରତିଷ୍ଟା ଦାବିନେଇ ସ୍ୱାଭିମାନ ଅଚଂଳର ଯୁବଗୋଷ୍ଠି ଜିଲ୍ଲାପାଳଙ୍କୁ ଭେଟି ଦରଖାସ୍ତ...

ମାଲକାନଗିରି ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବ,ଜିଲ୍ଲାରେ ଥିବା ଏକ ମାତ୍ର ରେଳ ଟିକେଟ କାଉଟଂର...

0
ମାଲକାନଗିରି,୩୧ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି । ଜିଲ୍ଲାକୁ ରେଳ ଲାଇନ ନିର୍ମାଣ ପାଇଁ ଅନେକ ବର୍ଷହେଲା ସେର୍ଭେ ଚାଲିଛି । ଚଳିତ...

ପୁବ ର୍ତନ ଉପବାଚସ୍ପତି ଙ୍କ ଧର୍ମପତ୍ନୀ ସମେଜସେବୀ ରତ୍ନମାଳା ନାୟକ ଙ୍କ ବିୟୋଗ

0
ମାଲକାନଗିରି,୩୦ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ପାଙ୍ଗାମ ନିବାସୀ ପୁବ ର୍ତନ ବିଧାୟକ ତଥା ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଧର୍ମପତ୍ନୀ ସମାଜ ସେବୀ ଧର୍ମପରାୟଣ ମହିଳା ରତ୍ନମାଳା ନାୟକ ଙ୍କ...

ଦୁଇଟି ଗାଡି ସହିତ ୧୫୨୦ କେଜି ଗଜେଂଇ ଜବତ,୫ଜଣ ଗିରଫ

0
ମାଲକାନଗିରି,୩୦ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ପୁଲିସକୁ ମିଳିଛିି ଏକ ବଡ ଧରଣର ସଫଳତା,ଦୁଇଟି ଗାଡି ଓ ୧୫୨୦ କେଜି ଗଜେଂଇ ଜବତ ସହ ୫ଜଣଙ୍କୁ ଗିରଫ କରିଛି...

ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ମଣ୍ଡଳ ଶାଖା ପକ୍ଷରୁ ସଂସ୍କୃତ ମହୋତ୍ସବ ପାଳିତ

0
ମାଲକାନଗିରି,୨୯ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବୁଟିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ମଣ୍ଡଳ ପକ୍ଷରୁ ସଂସ୍କୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି...

ଜାତୀୟ କ୍ରୀଡା ଦିବସପାଳନ ଅବସରରେ ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ ଲୋକାର୍ପିତ

0
ମାଲକାନଗିରି,୨୯ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକ୍ରୀଡା ଛାତ୍ରବାସ ପରିସରରେ ଜାତୀୟ କ୍ରୀଡାଦିବସ ପାଳନ ଅବସରରେ ଫିଟ୍ ଇଣ୍ଡିଆ ଆପ୍ ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ କ୍ରିଡା ଛାତ୍ରବାସ ସଭାଗୃହରେ ଜିଲ୍ଲାକ୍ରୀଡା...

କୋଭିଡର ତୃତୀୟ ଲହର ରୁ ସୁରକ୍ଷିତ ରହିବାପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ

0
ମାଲକାନଗିରି,୨୮ା୮(ଓଡିଆ ପୁଅ ) ଜିଲ୍ଲାରେ ଗତ କିଛି ଦିନହେଲା କରୋନା ସଂକ୍ରମଣ ପଜିଟିଭି ସଂଖ୍ୟା କମିଯାଇଥିବା ବେଳେ ପୁଣି ଗତ ଦୁଇଦିନହେଲା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କୋଭିଡର...