Home ଓଡ଼ିଶା ଶିକ୍ଷାମନ୍ତ୍ରୀ ଙ୍କ ଦ୍ୱାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସାମଗ୍ରୀ ବଟଂନ ଓ ସ୍ମାର୍ଟ କ୍ଲାସ...

ଶିକ୍ଷାମନ୍ତ୍ରୀ ଙ୍କ ଦ୍ୱାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସାମଗ୍ରୀ ବଟଂନ ଓ ସ୍ମାର୍ଟ କ୍ଲାସ ସଂପର୍କରେ ସମୀକ୍ଷା

53

ମାଲକାନଗିରି,୨୧ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ସରକାରି ଉଚ୍ଚବିଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ ପାଇଭ ଟି ଅନ୍ତର୍ଗତ ସ୍ମାର୍ଟ କ୍ଲାସ ଓ ତତସଲଗ୍ନ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି । ଜିଲ୍ଲା ସମ୍ବଳ କେନ୍ଦ୍ର ଠାରେ ଆୟୋଜିତ ସଭାରେ ସାତଜଣ ବୌଦ୍ଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଣ ସାମଗ୍ରୀ ବଟଂନ ସହିତ ଶିକ୍ଷାର ସଦୁପଯୋଗ କରି ନିଜେ ସ୍ୱାବଲମ୍ବି ହୋଇ ଅନ୍ୟକୁ ବାଟ ଦେଖାଇ ବଡ ମଣିଷ ହୋଇ ସମଜାର ସାଧାରଣ ନାଗରିକ ପରି ସାମିଲ ହେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଅଭିନେତା ଆକାଶଦାସ ନାୟକ,ଜିଲ୍ଲା ଶିକ୍ଷାଅଧିକାରୀ ମାନସ ରଜଂନ ଜେନା,ଅତିରିକ୍ତ ଶିକ୍ଷାଅଧିକାରୀ ଚିତରଂଜନ ପାଣ୍ଡେ, ଗୋଷ୍ଠିଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା,ଜିଲ୍ଲା ବି ଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା ,ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.