Home କୋରାପୁଟ ଚକର୍ଲିପୁଟ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି

ଚକର୍ଲିପୁଟ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି

47

କୋରାପୁଟ ୨୪-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଂଚାୟତର ଚକର୍ଲିପୁଟ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣେଇଛନ୍ତି ।ତାମିଲି ଛକରୁ ଚକର୍ଲିପୁଟ ଓ ଚକର୍ଲିପୁଟରୁ ଆଡମୁଣ୍ଡାକୁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୫୧ ଲକ୍ଷ ଟଙ୍କା ଅନୁମୋଦନ ହେବା ସତ୍ୱେ କାର୍ଯ୍ୟ ଆରମ୍ଭ ହେଉ ନ ଥିବା ଗ୍ରାମର ହିରନ ଦୋରା ଅଭିଯୋଗ କରିଛନ୍ତି । ରାସ୍ତା କାର୍ଯ୍ୟ  ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା  ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.