Home କୋରାପୁଟ କୋଟିଆ ଗ୍ରାମପୁଞ୍ଜର ୧୨୬୪ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ

କୋଟିଆ ଗ୍ରାମପୁଞ୍ଜର ୧୨୬୪ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ

80

କୋରାପୁଟ ୧୬-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ୧୨୬୪ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍‌ଜର କୋଟିଆ ,କୁରୁଡିପଦର,ଉପର ଗଞ୍ଜେଇପଦର,ତଳ ଗେଞ୍ଜଇପଦର ,ଜାନିଗୁଡା,ରଣାସିଂ,ଉପରପନିକି,ତଳପନିକି,ଧୁଲିପଦର,ଉପରସେମ୍ବି,ତଳସେମ୍ବି,ସୁଲିଆମାରୀ,ତଳକାଂଟି,କୋଡିଆମ୍ବ,ଫୁଲପଦର,କାଟ୍ରାଗୁଡା,ସାଲେମପଦର,ମାଡକାର,ତଳବାରବନ୍ଧ,ଉପରବାରାବନ୍ଧ,ଥୁରିଆ,କରଞ୍ଜଗୁଡା,ତାଉପଦର ,ମାଥାଲାମ୍ବା ଓ ଗୁମେଲପଦର ଗ୍ରାମର ୧୨୬୪ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଥିବା ଜଣାପଡିଛି । ୬୫୭ ଜଣ ହିତାଧିକାରୀଙ୍କୁ  ୩ ଲକ୍ଷ ୮୯ ହଜାର ଟଙ୍କା  ଅର୍ଥ ପେନସନ ବାବଦରେ  ପ୍ରଦାନ କରାଯାଇଥିବା ବେଳେ ୬୦୭ ଜଣ ହିତାଧିକାରୀଙ୍କୁ ବ୍ୟାଙ୍କ ମାଧ୍ୟମରେ ପେନସନ ପ୍ରଦାନ କରାଯାଇଥିବା ଜଣାପଡିଛି ।୧୨୬୪ ହିତାଧିକାରୀଙ୍କୁ ସମୁଦାୟ ୬ ଲକ୍ଷ ୯୬ ହଜାର ୯୦୦ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.