Home Authors Posts by Premananda Das

Premananda Das

393 POSTS 0 COMMENTS

ଗୋରୁ ଚୋରାଚାଲାଣ ବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୨ ବଳଦ ମୃତ୍, ୨ ଗାଈ ଓ...

0
ହରିଚନ୍ଦନପୁର,ତା ୬ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧିନସ୍ଥ ବଡପିଛୁଳା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋରୁ ଚୋରା ଚାଲାଣ ବେଳେ ଏକ...

ଓଡିଶା ମୋ ପରିବାର ଅନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

0
ହରିଚନ୍ଦନପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ୩୧ ନଂ ଜୋନ ଅଧିନସ୍ଥ ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ଓଡିଶା - ମୋ ପରିବାର'...

ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ଟମକା ପୋଲିସର ତଦନ୍ତ ଜାରି

0
ଯାଜପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆଶ୍ରମ ସ୍କୁଲ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ଶନିବାର ସକାଳ ସମୟରେ ଦେଖିବାକୁ...

ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଖୋଲିଲା ଧାନ ମଣ୍ଡି

0
ହରିଚନ୍ଦନପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଧାନ ମଣ୍ଡି ଖୋଲାଯାଇଥିବା ସହ ଧାନ କିଣା ଆରମ୍ଭ କରାଯାଇଛି । ଆଜି...

ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଜୋରିମାନ ଆଦାୟ

0
ହରିଚନ୍ଦନପୁର,ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦାୟିତ୍ଵରେ ଥିବା ତହସିଲଦାର ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଯୋରିମାନା ଆଦାୟ କରିଛନ୍ତି । ଖବର...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀ ମୃତ୍

0
ହରିଚନ୍ଦନପୁର,ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ଗତକାଲି ରାତ୍ରି ସମୟରେ ବାରିପାଳ ଗ୍ରାମର ଅଜୟ...

ଚକି ଖେଳୁଥିବା ବେଳେ ପଡ଼ିଆରେ ପଡ଼ିଯାଇ ବାଳକ ଗୁରୁତର

0
ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡପଳାଶପାଳ ଗ୍ରାମ ନିକଟସ୍ଥ ପଡ଼ିଆରେ ଚକି ଖେଳୁଥିବା ବେଳେ ଜଣେ ବାଳକ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି ।...

ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ବାଇକ୍ ୧ ଗୁରୁତର, ୧ ଆହାତ

0
ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଓ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଜଗନ୍ନାଥ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ବାଇକ୍ ଜଣେ...

ମଶାରୀ ବଣ୍ଟନ ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ବୈଠକ

0
ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନା...

ପୋଲିସ ଓ ଜୁଆଡିଙ୍କ ଅଡିଓ ଭାଇରାଲ ଘଟଣାରେ କନେଷ୍ଟବଳ ନିଲମ୍ୱିତ, ତଦନ୍ତ ଜାରି

0
କେନ୍ଦୁଝର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ କେତେକ ଜୁଆଡି ପୋଲିସ ସହ ସଲାସୁତୁରା ହୋଇ ବେଆଇନ୍ ଭାବେ ଜୁଆଖେଳ କରିଥାନ୍ତି ।...

ପୋଲିସ ଓ ଜୁଆଡ଼ିଙ୍କ ସଲାସୁତୁରା, ଅଡ଼ିଓ ଭାଇରାଲ, ନମୋସେନା ପକ୍ଷରୁ ଏସପିଙ୍କ ପାଖରେ ଲିଖିତ...

0
କେନ୍ଦୁଝର,ତା ୨ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଓ ଦୈତାରୀ ଥାନାର ବିଭିନ୍ନ ସାପ୍ତାହିକ ହାଟ ଗୁଡ଼ିକରେ ପୋଲିସର ଜ୍ଞାନ୍ତରେ ବେଧଡକ ଭାବେ ନିୟମିତ ଜୁଆଖେଳ ଚାଲୁଥିବା ନଜିର ରହିଛି...

ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍, ୨ ଯୁବକ ମୃତ

0
ଘଟଗାଁ, ତା ୦୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍, ୨ଜଣ ଯୁବକଙ୍କ ମୃତ ଘଟିଛି...

ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
କେନ୍ଦୁଝର,ତା ୩୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ପଦ୍ମପୁର ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ତଥା ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ସୋମବାର ଏକ...

ଏଲଆଣ୍ଡଟି କମ୍ପାନୀର ମନମ୍ମୁଖି କାର୍ଯ୍ୟ, ଜନସାଧାରଣରେ ଅସନ୍ତୋଷ ବୃଦ୍ଧି

0
ହରିଚନ୍ଦନପୁର,ତା ୨୯ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକରେ ମେଘା ଜଳ ଯୋଗାଣର କୋଟି କୋଟି ଟଙ୍କାର କାର୍ଯ୍ୟ ଭାର ନେଇଥିବା ଏଲଆଣ୍ଡଟି କମ୍ପାନୀର ମନମ୍ମୁଖି କାର୍ଯ୍ୟକୁ ନେଇ...

ଅଜଣା ଗାଡ଼ି ଧକ୍କାରେ ଓଆଇଏସଏଫ ଯବାନ ମୃତ୍, ସାଥି ଗୁରୁତର

0
ହରିଚନ୍ଦନପୁର,ତା ୨୮ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ-ବ୍ରାହ୍ମଣୀପାଳ ମ‌ୁଖ୍ଯ ରାସ୍ତାର ସଉତୁଣୀ ନାଳ ନିକଟରେ ଶୁକ୍ରବାର ସନ୍ଧ୍ଯା ସମୟରେ ବାଇକ ସହ ଅଜଣା ଗାଡି ଧକ୍କା,...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେରୋ, ୧...

0
ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ୬ଜଣ ଆହତ । ଖବର ଅନୁଯାୟୀ ଗତ ୨ସପ୍ତାହରୁ...

ହରିଚନ୍ଦନପୁର ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ

0
ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା...

ହରିଚନ୍ଦନପୁର ଠାରେ ଶୁଭ ଉଦ୍ଘାଟନ ହେଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ

0
ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଏକ ପୁରୁଷ ବନ୍ଧ୍ୟାକରଣ ରଥ ପରିକ୍ରମା ଆରମ୍ଭ କରିଛି । ଖବର ମୁତାବକ ଏହି...

ହରିଚନ୍ଦନପୁର ପୋଲିସ ତରଫରୁ ମାସ୍କ ଚେକିଙ୍ଗ୍ ଓ ଫାଇନ୍ ଆଦାୟ

0
ହରିଚନ୍ଦନପୁର,ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କରୋନା ମହାମାରୀ ସାରା ଦେଶରେ ନିଜର କାୟା ବିସ୍ତାର କରିଥିବା ବେଳେ ସରକାର କେତେକ ଗାଇଡ୍ ଲାଇନ୍ ଜାରି ରଖିଛନ୍ତି । ମହାମାରୀକୁ ବ୍ୟାପିବାରୁ ରୋକିବା...

ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ ଉଦ୍ୟମ, ବିରୋଧ କରିବାରୁ ୬୨ଜଣ ଗ୍ରାମବାସୀଙ୍କ ନାମରେ...

0
ହରିଚନ୍ଦନପୁର,ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଓ ତହସିଲ ଅନ୍ତର୍ଗତ ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତ ଗୋଳାଗାଡିଆ ଗ୍ରାମରେ ଥିବା ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ସରକାରୀ ଜମିକୁ...