Home କେନ୍ଦୁଝର ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଖୋଲିଲା ଧାନ ମଣ୍ଡି

ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଖୋଲିଲା ଧାନ ମଣ୍ଡି

32

ହରିଚନ୍ଦନପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଧାନ ମଣ୍ଡି ଖୋଲାଯାଇଥିବା ସହ ଧାନ କିଣା ଆରମ୍ଭ କରାଯାଇଛି । ଆଜି ଚାଷୀ ବିଜୟ କୁମାର ମାଝୀ, ହୃଷିକେଶ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ରାମଚନ୍ଦ୍ର ମହାନ୍ତ, କ୍ରିଷ୍ଣା ମହାନ୍ତ, ଶରତ ବେଜ୍ ପ୍ରମୁଖଙ୍କ ଉପସ୍ଥିତିରେ ଲ୍ୟାମ୍ପସ୍‌ ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଚରଣ ମହାନ୍ତ ମଣ୍ଡି ଉଦ୍ଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.