Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ବନ୍ତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆଜି ରାମଚନ୍ଦ୍ର ନୋଡାଲ ସାନବର୍ଚ୍ଚିକୟାଁ ଠାରେ ପରିସରରେ ଅନୁଷ୍ଠିତ ହୋଇଯାଇଛି...

ମହୁରା ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଉଦଯାପିତ

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମହୁରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୫ ଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ...

ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ବୁଧବାର ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ।...

ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ବାଳକଙ୍କୁ ମିଳିଲା ଭତ୍ତା

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ ଖେଦରପୁର ଗ୍ରାମର ଚିରଞ୍ଜିତ୍ ମହାନ୍ତି (୧୩) ନାମକ ଜଣେ ଦିବ୍ୟାଙ୍ଗ ବାଳକଙ୍କୁ...

ତିହିଡିରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ଓ ମିଲେଟସ୍ ପ୍ରତିଯୋଗିତା-୨୦୨୩

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ...

ସରସଦା ସମିତି ତାଲା ପକାଇଲେ ସଭାପତି, ସମ୍ପାଦକଙ୍କ ନାମରେ ଜାଲିୟାତି ଅଭିଯୋଗ

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ଅବିନାଶ ରାଉତ ବୁଧବାର ତାଲାପକାଇ ଦେଇଥିବା ଜଣାଯାଇଛି...

ସମବାୟ ବ୍ୟାଙ୍କ ମ୍ୟାନେଜର ବଦଳି ବାତିଲ ଦାବିରେ ବ୍ୟାଙ୍କରେ ତାଲା ସହ ଧାରଣା

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ମ୍ୟାନେଜରଙ୍କ ବଦଳି ବାତିଲ ଦାବିରେ ବିଭିନ୍ନ ସମବାୟ ସମିତିର ସଭାପତି ଓ କର୍ମଚାରୀମାନେ...

ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ତରଫରୁ ବାଣିତିଆ...

ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହକ ଅନୁଷ୍ଠିତ, ଶିଶୁ ପ୍ରତିଭାର ବିକାଶ ହୋଇପାରିଲେ ଆଗକୁ...

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସଂସ୍କୃତିଭବନ, ଭଦ୍ରକ ପରିସରରେ ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ୨୩ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ...

ବାଣିତିଆ ମଙ୍ଗଳପଦାରେ ବୃକ୍ଷରୋପଣ

0
ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବେହେରା, ମା’ ମଙ୍ଗଳା ରଜ କମିଟି ଓ ଟ୍ରି ଫ୍ୟାମିଲିର ମିଳିତ ସହଯୋଗରେ ବାଣିତିଆର ମଙ୍ଗଳାପଦାରେ...

ସମବାୟ ବ୍ୟାଙ୍କ ବଦଳି ରଦ୍ଦ ପାଇଁ କର୍ମଚାରୀ ୟୁନିଅନ ପକ୍ଷରୁ ଚରମପତ୍ର, ଆଜି ଧାରଣା

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବିଭିନ୍ନ କର୍ମଚାରୀଙ୍କୁ ୩ ଦଫାରେ କରାଯାଇଥିବା ବଦଳି ଆଦେଶ ରଦ୍ଦ ପାଇଁ ସଂପୃକ୍ତ ସମବାୟ ବ୍ୟାଙ୍କ...

ବର୍ଷେ ପରେ ବି ବିଦ୍ୟାଳୟ ରୂପାନ୍ତରିକରଣ ଅଧୁରା , ଇନର୍ଭଟର ପାଇଁ ବିଡିଓଙ୍କୁ ଭେଟିଲେ...

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ମୋବାରକପୁର ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ବର୍ଷେ ହେଲା ଆରମ୍ଭ ହୋଇ ଉଦଘାଟିତ ହୋଇ...

ବିଦ୍ୟୁତ୍ ବିଭାଗ ପକ୍ଷରୁ ଭାମ୍ୟମାଣ ଔଷଧ ବଣ୍ଟନ

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକର ବନ୍ତ ଓ ଆଗରପଡ଼ା ବିଦ୍ୟୁତ ସେକ୍ସନ ଅଧିନରେ ଟାଟା ପାୱାର(ଟିପିଏନ୍‌ଓଡ଼ିଏଲ୍‌)ବିଦ୍ୟୁତ୍ ବିତରଣ ସଂସ୍ଥା ପକ୍ଷରୁ ମାଗଣା...

ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ସବୁଜ ସୁନ୍ଦର କରିବା ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା- ୪୭୧୩ ଅନୁଯାୟୀ...

ଭଦ୍ରକ ଦାୱତେ ଇସ୍‌ଲାମୀ ତରଫରୁ ମୁସଲିମ ଜମାତଙ୍କୁ ସମ୍ବର୍ଦ୍ଧନା

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କାଜିସାହିସ୍ଥିତ ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀଙ୍କ ବାସଭବନରେ ଭଦ୍ରକ ଦାୱତେ ଇସଲାମୀ ଆନୁକୂଲ୍ୟରୁ ଭଦ୍ରକ ମୁସଲିମ...

ଖାଦ୍ୟ ନିରାପତ୍ତା ଲାଇସେନ୍ସ, ପଞ୍ଜିକରଣ ଓ ଧରପଗଡ଼ ଉପରେ ଗୁରୁତ୍ୱାରୋପ, ଜିଲ୍ଲା ସ୍ତରୀୟ ଆଡ଼ଭାଇଜରୀ...

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ସହରାଞ୍ଚଳ, ଗ୍ରାମାଞ୍ଚଳ ମାନଙ୍କରେ ଥିବା ଛୋଟ ମଧ୍ୟମ, ବଡ଼ ହେଟେଲ, ରେଷ୍ଟୁରାଣ୍ଟ, ହାଟ, ବଜାର, ରାସ୍ତାପାଶ୍ୱର୍, ମେଳାମଉଚ୍ଛୁକ ଆଦିରେ...

ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ‘ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇ ଯାଇଅଛି...

କମ୍ୟୁନିଷ୍ଟ ପାର୍ଟିର ୧୦୩ତମ ପ୍ରତିଷ୍ଠା ଦିବସ ପାଳିତ

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୨୦ ଅକ୍ଟୋବର ୧୭ ତାରିଖରେ କମ୍ୟୁନିଷ୍ଟ ପାର୍ଟି ମାନବେନ୍ଦ୍ର ନାଥ ରାୟଙ୍କ ନେତୃତ୍ୱରେ ଗଠନ ହୋଇ ପ୍ରତିଷ୍ଠା କରାଯାଇଥିଲା । ସେହିଦିନ...

ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ଦାବିରେ ମତୋ କଲେଜ ସମ୍ମୁଖରେ ବିକ୍ଷୋଭ

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଲେଷ୍ଟାଇନର ଗାଜାଷ୍ଟ୍ରିପ୍ ଉପରେ ଆକ୍ରମଣ ବନ୍ଦ, ମଧ୍ୟପ୍ରାଚ୍ୟରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା, ବିଶ୍ୱରେ ମାକ୍ରିନ ସାମ୍ରାଜ୍ୟବାଦର ଏକଚାଟିଆ ଆଧିପତ୍ୟ ଖର୍ବ କରିବା,...

ତ୍ରିଲୋଚନ ପଣ୍ଡା ହେଲେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି

0
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ଦିନ ଓ ସମୟ ଅନୁଯାୟୀ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲା କଳା...