Pramod Kumar Ray
ସପିଂ ମଲ୍ ପାଖରେ ବନ୍ଧାପଡିଛି ଜିଲା ପ୍ରଶାସନ
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘଦିନ ଧରି କୋଭିଡ୍-୧୯ କୁ ଆଖିରେ ସମଗ୍ର ଓଡ଼ିଶାରେ ୨ ଦିନ କଡା କଡି ଭାବରେ ସଟଡାଉନ୍ କଟକଣା ଜାରି ରହିଥିବା...
୧.୫ କୋଟି ଖର୍ଚ୍ଚରେ ନିର୍ମାଣ ହେବ କାନ୍ତକବିଙ୍କ ସ୍ମାରକୀ : ଡିସେମ୍ବର ୯ ସୁଦ୍ଧା...
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ମାଟିର ମହକ ତଥା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭଦ୍ରକରେ ଏକ ସ୍ମାରକୀ ନିର୍ମାଣ କରାଯିବ ।...
ମତ୍ସ୍ୟ ମହାସଂଘ ଏବଂ ସଂଘ ମଧ୍ୟରେ କଥା କଟାକଟି : ମତ୍ସ୍ୟ ମହାସଂଘର ଦାବୀକୁ...
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶା ରାଜ୍ୟରେ ମାଛ ଧରାକୁ ନେଇ ମତ୍ସ୍ୟଜିବୀ ଦ୍ୱନ୍ଦରରେ ଥିବା ବେଳେ ଗତକାଲି ଓଡିଶା ମତ୍ସ୍ୟ ମହାସଂଘ ଏବଂ ଅନ୍ୟ ସଂଘ...
ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା...
କରୋନା ମାଡରେ ମତ୍ସ୍ୟଜୀବୀ ଘାଇଲା : ୩୧ ଲକ୍ଷ ଭଡା ଖୋଜୁଛି ସଂସ୍ଥା
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିନିବର୍ଷ ହୋଇଗଲା ଧାମରା ଫିସିଂ ହାର୍ବର ପରିସରରେ ଛିଡା ହୋଇଥିବା ୭ ଲକ୍ଷ ଟଙ୍କାର କୋଠା ଭୂତକୋଠି ପରି ଛିଡା ହୋଇଛି...
କରୋନା ମହା ଦୁର୍ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ : ମାସ୍କ ବଣ୍ଟନ ଓ...
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମ୍ପତି କରୋନା ମହାମାରୀ ଦେଶକୁ ୫୦ ବର୍ଷ ପଛକୁ ନେଇ ଯାଇଥିବା ବେଳେ ଏହାର ବେଶ୍ ଫାଇଦା ଉଠାଇଛି ରାଜ୍ୟ ସରକାରେ...
ବିପର୍ଯ୍ୟୟ ପ୍ରଶମନ ମକଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗାମୀ ଦିନରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦିର ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାପାଳ...
‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟସଙ୍ଗୀତ ମାନ୍ୟତାରେ ‘ଭଦ୍ରକ ଉତ୍କଳ ସମ୍ମିଳନୀ’ର କୃତଜ୍ଞତା : ରାଜନୀତିର...
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟସଙ୍ଗୀତ ମାନ୍ୟତା ଅବକାଶରେ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ...
ବଦଳିଲା ମାଛ ଧରା ଆଇନ,ସଂସ୍କାର ଆଣିବାକୁ ଚେଷ୍ଟା ଚଳାଇଛନ୍ତି ମତ୍ସ୍ୟଜିବୀ ସଂଘ : ଅନ୍ୟ...
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ତଥା ରାଜ୍ୟ ସରକାର ମତ୍ସ୍ୟଜିବୀଙ୍କ ପାଇଁ ବହୁ ନିୟମ ପ୍ରଣୟନ କରି ବହୁ ସମୟରେ ସେହି ନିୟମକୁ ଭାଙ୍ଗୁଥିବା ବେଳେ...
ରାହାଞ୍ଜ-ତ୍ରିଶଳପୁର ନିକଟରେ ଦୁର୍ଘଟଣା : ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସକାଳ ପ୍ରାୟ ୧୦.୪୫ ସମୟରେ ରାହାଞ୍ଜ ତ୍ରିଶଳପୁର ଛକ ନିକଟରେ ବାଲି ବୋଝେଇ ହାଇୱା ସହ କଣ୍ଟେନର ମୁହାଁମୁହିଁ ଧକ୍କା...
ମହୀୟସୀ ନନ୍ଦିନୀ ଦେବୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଧରିତ୍ରୀ ଜିଲା କାର୍ଯ୍ୟାଳୟ ପରିସରରେ ନନ୍ଦିନୀ ଦେବୀଙ୍କ ୮୯ତମ ଜୟନ୍ତୀ ପାଳିତ ହୋଇଯାଇଛି । କରୋନା କଟକଣା କାରଣରୁ ନନ୍ଦିନୀ...
ପ୍ରାଇଭେଟ୍ ଫାଇନାନ୍ସ ସଂସ୍ଥାମାନେ ଜୋର ଜବରଦସ୍ତ ଆଦାୟ କରୁଛନ୍ତି କିସ୍ତି
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମହାମାରୀ ପାଇଁ ସରକାରଙ୍କ ଲକଡାଉନ୍ ଓ ସଟଡାଉନ୍ ପାଇଁ ଗରିବ ଲୋକଟିଏ ହରାଇ ବସିଛି ତାର ଜୀବିକା । ଠିକ୍...
ଟ୍ରକ୍ ଡାଲା ବାଜି ଭାଙ୍ଗିଗଲା ବିଦ୍ୟୁତ୍ ଖୁଣ୍ଟ, କିନ୍ତୁ ବଂଚିଗଲା ଜୀବନ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲି ବୋଝେଇ ଟ୍ରକ୍ଟି ଗାଁ ଭିତରକୁ ଯାଉଥିଲା । ଅଣଓସାରିଆ ରାସ୍ତା ହୋଇଥିବାରୁ ଟ୍ରକ୍ ଯିବାବେଳେ ଡାଲା ବାଜି ଭାଙ୍ଗିଗଲା ବିଦ୍ୟୁତ୍...
କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ : ପର୍ଯ୍ୟଟନ ମନ୍ତ୍ରୀ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ...
କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଖି ବୁଜିଲେ କୋଲକତା ଫେରନ୍ତା
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ କୋର୍କରା କ୍ୱାରେଣ୍ଟାଇନ୍ ସେଣ୍ଟରରେ କୋଲକତା ଫେରନ୍ତା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗାଁର...
ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ହ୍ରାସ ପାଇଲା : ମୋଟ ଆକ୍ରାନ୍ତ ୧୫୨, ସୁସ୍ଥ...
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସ୍ଥିତି ନେଇ ପ୍ରଶାସନ ସ୍ତରରେ ଆଶ୍ୱସ୍ତି ମିଳିଛି । ଦୁଇଦିନରେ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ...
କରୋନା ସଂକ୍ରମଣରେ ଆସନ୍ତା ରଥଯାତ୍ରା ନୀତି ନିର୍ଦ୍ଧାରଣ ପାଇଁ ଦାବୀ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ଦୀର୍ଘ ୨୦ ବର୍ଷଧରି ଶ୍ରୀଜଗନ୍ନାତଙ୍କ ଧର୍ମଧାରାର ପ୍ରଚାର ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ କରି ଆସୁଥିବା...
ମୁଖ୍ୟମନ୍ତ୍ରୀଙ୍କୁ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ କୃତଜ୍ଞତା
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କାନ୍ତକବିଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ସଡ଼ିଶାର ଜନସାଧାରଣଙ୍କ ଦ୍ୱାରା ରାଜ୍ୟର ଜାତୀୟ ସଂଗୀତ ଭାବରେ ଦୀର୍ଘ ଦିନରୁ...
କାନ୍ତକବିଙ୍କ ସାଧନାପୀଠରେ ସାଂସଦ ମଂଜୁଲତା ମଣ୍ଡଳ : ପୁଷ୍ପ ମାଲ୍ୟାର୍ପଣ, ସମବେତ ରାଜ୍ୟ-ବନ୍ଦନା ସଂଗୀତ...
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ତାଳପଦା କିମ୍ବା ଭଦ୍ରକ ନୁହଁ ଓଡ଼ିଶାର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରାଜ୍ୟ ବନ୍ଦନା ସଂଗୀତ ‘ବନ୍ଦେ ଉତ୍କଳ...
କରୋନା କଟକଣାକୁ ଫୁ .. ଧୁମ୍ ଖରାରେ ଅଂଶୁଘାତକୁ ବି ବେଖାତିର
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଇନ୍, କଟକଣା ଆଉ ମାନବିକତାକୁ ଖୁଲମଖୁଲ୍ଲା ଉଲ୍ଲଂଘନ କରୁଛନ୍ତି ରାସ୍ତାକାମ କରୁଥିବା ଠିକାଦାରମାନେ । ଶ୍ରମିକ ପାଇଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା,...





