Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ଓରାଳିରେ ବିଜେପିର ମିଶ୍ରଣ ପର୍ବ, ୫୦ରୁ ଉର୍ଦ୍ଧ ଭିନ୍ନଦଳର କର୍ମୀ ସାମିଲ

0
ହାଟଡ଼ିହି, ୨୮ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ପଞ୍ଚାୟତରେ ଆଜି ୫୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର ଛାମୁଆନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି...

କୁକୁଡା ଚୋର ଗିରଫ

0
ହାଟଡିହି, ୨୭ /୯:(ଓଡିଆପୁଅ/ବିକାଶ ବିଶ୍ୱାଳ) ବିଦ୍ୟାଧରପୁର ବଜାରରୁ କୁକୁଡା ଚୋରୀ ଅଭିଯୋଗରେ ସୋସୋ ପୁଲିସ କମଳ ଲୋଚନ ଯେନା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ ଗତ...

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ହଦଗଡରେ ପର୍ଯ୍ୟଟକଙ୍କ ଭିଡ

0
ହାଟଡ଼ିହି, ୨୭/୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ହଦଗଡରେ ଆଜି ବିଶ୍ୱପର‌୍ୟ୍ୟଟନ ଦିବସ ଉପଲକ୍ଷେ ପର‌୍ୟ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କୋଭିଡ କଟକଣା...

ବାଲିବୋଝଇ ଟ୍ରାକ୍ଟର ଜବଦ

0
ହାଟଡିହି, ୨୭ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ଓରାଳି-ଶାଳଣିଆଁ ରାସ୍ତାର ଶାଳକଣିଆଁ ନିକଟରେ ପୁଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବଦ କରିଛି । ପୁଲିସ ଏସ.ଆଇ ବିଶ୍ୱଜିତ ବେହେରା ଏହି ରାସ୍ତାଦେଇ ଯାଉଥିବା...

ଗୋରୁ ବୋଝେଇ ଗାଡି ଜବଦ, ଦୁଇ ଗିରଫ

0
ହାଟଡିହି, ୨୭ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଶାଳଣିଆଁ ଅଞ୍ଚଳରୁ ବୋଆଇନ ଗୋରୁ ଚାଲାଣ ହେଉଥିବା ସମୟରେ ଶାଳଣିଆଁ ବଜରଙ୍ଗ ଦଳର କର୍ମୀମାନେ ଗୋରୁ ଗାଡିକୁ ଅଟକ ରଖି ପୁଲିସକୁ ହସ୍ତାନ୍ତର...

ଛେନାପଦିରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଅନୁମତି

0
ହାଟଡିହି, ୨୬ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ଛେନାପଦିଛକରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଧବଳେଶ୍ୱର ମେଡିସିନି ଷ୍ଟୋରକୁ ଅନୁମତି ମିଳିଛି । କେନ୍ଦୁଝର ଡିଆଇଙ୍କ ଚିଠିନଂ ୧୧୦୪ ଅନୁସାରେ ଜିଲ୍ଲାର ୧୨ଟି...

ପୁତୁରାର ତୀରମାଡରେ ବଡବାପା ଗୁରୁତର

0
ହାଟଡିହି, ୨୫ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ପୁତୁରାର ତୀରମାଡରେ ବଡବାପା ଗୁରୁତର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ତରତରା ପଞ୍ଚାୟତର ପଣସଡିହା ଗ୍ରାମରେ । ବଡବାପା...

ବାଲିଘାଟ ନିଲାମକୁ କେନ୍ଦ୍ରକରି ସଂଘର୍ଷ, ୩ଆହତ

0
ହାଟଡ଼ିହି, ୨୫/ ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ବାଲିଘାଟ ନିଲାମକୁ କେନ୍ଦ୍ରକରି ହାବଳେଶ୍ୱର ପଞ୍ଚାୟତର ଶାଳବଣୀ ଗ୍ରାମରେ ସଂଘର୍ଷ ଘଟି ତିନିଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବାଲିଘାଟ କୁ...

ଦଧିବାବନପୁର- ସିଙ୍ଗଡୋବ ରାସ୍ତା ଅବସ୍ଥା ଶୋଚନୀୟ

0
ହାଟଡ଼ିହି, ୨୫/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଦଧିବାବନପୁର-ସିଙ୍ଗଡୋବ ତିନି କିଲୋମିଟରରୁ ଉର୍ଦ୍ଧ ଆର.ଡି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଖାଲ ଖମା ଗୁଡିକରରେ...

ପଢ଼ିଆରିପଲ୍ଲୀରେ ଭଙ୍ଗା ପୋଲ ଉପର ଦେଇ ଯାତାୟତ କରୁଛନ୍ତି ଲୋକେ

0
ହାଟଡ଼ିହି, ୨୫/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ପଢ଼ିଆରିପଲ୍ଲୀ ଗ୍ରାମ ରାସ୍ତାରେ ଏକ ପୋଲ ଭାଙ୍ଗି ପଡିଥିବାବେଳେ କେହି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ପଢ଼ିଆରିପଲ୍ଲୀ...

ସି.ଆର.ସି.ସି ଙ୍କୁ ମିଳୁନି ଏଫଟିଏ

0
ହାଟଡ଼ିହି, ୨୪/ ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ଶିକ୍ଷା ବ୍ୟବସ୍ଥାର ତଦାରଖ, ସ୍କୁଲ ମାନଙ୍କୁ ପାଠ୍ୟପୁସ୍ତକ ଯୋଗାଣ, ଶିକ୍ଷକ ମାନଙ୍କୁ ପରାମର୍ଶ, ବିଦ୍ୟାଳୟ ସହ ବିଇଓ କାର‌୍ୟ୍ୟାଳୟ ସହିତ ସମନ୍ୱୟ ରଖି ସମସ୍ତ ପ୍ରକାର...

ସୋସୋ ସଂଗରୋଧ କେନ୍ଦ୍ରରୁ ମହିଳା ନିଖୋଜ

0
ହାଟଡ଼ିହି- ୨୪/ ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ସୋସୋ ସଂଗରୋଧ କେନ୍ଦ୍ରରୁ ଜଣେ ମହିଳା ନିଖୋଜ ହୋଇଯାଇଥିବା ନେଇ ମହିଳାଙ୍କ ସ୍ୱାମୀ ଓ ଭାଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ବେରୁଣପଦି ଗ୍ରାମର...

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଲିଘାଟ ଟେଣ୍ଡର ଖୋଲାଗଲା

0
ହାଟଡ଼ିହି, ୨୪/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ହାଟଡିହି ତହସିଲରେ ତିନୋଟି ବାଲିଘାଟ ଟେଣ୍ଡର ଖୋଲା ଯାଇଛି । ଅମୃତପୁର, ଜମ୍ଭରା, ଗୋବିନ୍ଦପୁର ବାଲିଘାଟ ପାଇଁ...

ଅଂଶୁମାନ ସ୍ୱାଇଁଙ୍କୁ ୟୁଥ ଆଇକନ ଆୱାର୍ଡ-୨୦୨୦ ପ୍ରଦାନ

0
ହାଟଡିହି-୨୩/୯(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଳକ ସରମଙ୍ଗା ଗ୍ରାମର ଅନୁପ କୁମାର ସ୍ୱାଇଁଙ୍କ କନିଷ୍ଠପୁତ୍ର ଅଂଶୁମାନ ସ୍ୱାଇଁଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟଅନୁଷ୍ଠାନ ‘ସୂର‌୍ୟ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ’ ତରଫରୁ ଆନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ...

ହାଟଡିହି ବ୍ଲକର ୯ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହେଲାନି

0
ହାଟଡ଼ିହି, ୨୩/ ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ଦୀର୍ଘଦିନ ଧରି ବିଭିନ୍ନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିବାପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଖାଲି ପଡିଥିବା ପ୍ରଧାନ ଶିକ୍ଷକ...

ହାଟଡିହି ବ୍ଲକରେ ଦୁଇ ଦିନରେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୯୨ରେ ପହଞ୍ଚିଲା ମୋଟ...

0
ହାଟଡିହି-୨୩/୯ (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁଣି ତାହା ସବୁ ସ୍ଥାନୀୟ ସଂକ୍ରମଣ । ଏବେ ପ୍ରତିଗାଁରେ ଘରେଘରେ...

ମିଳୁନି ଜଂଗଲ ଜମି ପଟ୍ଟା ଆବାସ ଯୋଜନାରୁ ବଞ୍ଚିତ ହାଟଡିହି ବ୍ଲକର ଦୁଇଟି ଗ୍ରାମ

0
ହାଟଡ଼ିହି, ୨୨ । ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମଲ୍ଲି ପସି ଓ ସରମୁଣ୍ଡି ଗ୍ରାମର ଗ୍ରାମବାସୀ ମାନେ ସରକାରଙ୍କ ଆବାସ...

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସମ୍ପଦ ବିଭାଗ ୨ବର୍ଷ ହେଲା ପୋଲ ନିର୍ମାଣ ହେଉନି, ହନ୍ତସନ୍ତ ତେନ୍ତୁଲିପଦି...

0
ହାଟଡିହି, ୨୨ । ୯ : ଆନନ୍ଦପୁର ମେନ କେନାଲର ତେନ୍ତୁଲିପଦି ଗ୍ରାମ ନିକଟରେ ନିର୍ମାଣଧିନ ପୋଲ ଦୁଇବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ...

ବାଇକ ଦୁର୍ଘଟଣାରେ ଛାତ୍ର ଗୁରୁତର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

0
ହାଟଡ଼ିହି, ୨୨/ ୯ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ବାଇକ ଦୁର୍ଘଟଣାରେ କରଗୋଳା ଗ୍ରାମର ଜଣେ ମେଧାବୀ ଡାକ୍ତରୀ ଛାତ୍ର ଗୁରୁତର ଆହତ ହୋଇ ଏବେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି...

ସମଣା ପଞ୍ଚାୟତରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ

0
ହାଟଡିହି-୨୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) ସମଣା ପଞ୍ଚାୟତରେ ଭତ୍ତା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଚଳିତମାସ କିଛି ହିତାଧିକାରୀଙ୍କୁ ନୁତନ ଭର୍ତ୍ତ ପ୍ରଦାନ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା...